ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମାଲକାନଗିରି ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ: ବିକଶିତ ଭାରତ ଓ ୨୫ ବର୍ଷର ସେବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ: ବିକଶିତ ଭାରତ ଓ ୨୫ ବର୍ଷର ସେବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୯/୦୯/୨୬ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡ଼ିକରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହୋଇଯାଇଛି। ବିକଶିତ ଭାରତର ସଂକଳ୍ପ ଏବଂ ୨୫ ବର୍ଷର ସେବା ମୂଲ୍ୟବୋଧକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ଭାବନା, ନାଗରିକ କର୍ତ୍ତବ୍ୟ ଓ ନେତୃତ୍ୱ ଗୁଣର ବିକାଶ ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ…

Read More
ମାଲକାନଗିରି ଜିଲ୍ଲା ପ୍ରଶାସନକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଶବବାହକ ଗାଡ଼ି ପ୍ରଦାନ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ପ୍ରଶାସନକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଶବବାହକ ଗାଡ଼ି ପ୍ରଦାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୯/୦୯/୨୬ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ଶବବାହକ ଗାଡ଼ି ପ୍ରଦାନ କରାଯାଇଛି। ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏହି ଗାଡ଼ିଟିକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ମୁଖ୍ୟ…

Read More
ରୋଗୀସେବା ପାଇଁ ନିୟୋଜିତ ୧୦୮ ଆମ୍ବୁଲାନ୍ସ ନିଜେ ରୋଗୀ – ସମୀକ୍ଷା ଖବର

ରୋଗୀସେବା ପାଇଁ ନିୟୋଜିତ ୧୦୮ ଆମ୍ବୁଲାନ୍ସ ନିଜେ ରୋଗୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୧୯/୯/୨୦୨୬- ଅହରହ ଅବିଶ୍ରାନ୍ତ ସେବା ଯୋଗାଉଥିବା ୧୦୮ ରୋଗୀସେବା ଯାନର ସେବାପ୍ରତି ଚରମ ଅବହେଳା ଏବେ ଘଟଣା ବହୁଳ ହେଉଥିବା ବ୍ୟତୀତ ରୋଗୀ ମୁଣ୍ଡବିନ୍ଧାର କାରଣ ହେଉଛି । ସତେ ଯେମିତି ତାକୁ ହେଉଥିବା ରୋଗ ପାଇଁ ଯାଞ୍ଚ ଯନ୍ତ୍ର ବା ତା ଡାକ୍ତର ଅଭାବ ସହ ଚିକିତ୍ସା ବ୍ୟବସ୍ଥା ନାହିଁ ବା ସେ ଆରୋଗ୍ୟ ଯୋଜନା ଭଳି କୌଣସି ଯୋଜନା ଅନ୍ତର୍ଗତ ନୁହଁ ବୋଲି ବିଭିନ୍ନ…

Read More
ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା ଖବର

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ବନ୍ଦର ନଗରୀ ପାରାଦୀପ ରେ ଦେବ ଶିଳ୍ପୀ ପ୍ରଭୂ ବିଶ୍ଵକର୍ମା ଙ୍କ ପୂଜା ବିଭିନ୍ନ ସଙ୍ଗଠନ ତରଫରୁ ଧୁମ୍ ଧାମରେ ପାଳନ କରାଯାଉ ଥିବା ବେଳେ ଦୁଇ ଦିନ ହେବ ପୂଜା ଚାଲିଥିବା ରୁ ଆଜି ଭକ୍ତ ଜନ ସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି l ଏଥିସହ ବିଭିନ୍ନ ପୂଜା କମିଟି ତୋରଣ ଗୁଡ଼ିକ ବିଭିନ୍ନ ଲାଇଟିରେ ଝଲସୁ ଥିବା ବେଳେ ଏହି ସୋନ୍ଦର୍ଯ୍ୟ…

Read More
‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ – ସମୀକ୍ଷା ଖବର

‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’ ଅବସରରେ ଆଜି ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବେଳାଭୂମିକୁ ପ୍ରଦୂଷଣମୁକ୍ତ ଏବଂ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଲି l ପ୍ରକୃତି ଆମକୁ ବିଶାଳ ସମୁଦ୍ର ଓ ସ୍ୱର୍ଣ୍ଣାଭ ବେଳାଭୂମି ଭଳି ଅମୂଲ୍ୟ ସମ୍ପଦ ଦେଇଛି l ଏହା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ଆମ ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର…

Read More
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଦୀର୍ଘାୟୁ କାମନା କରି ଦୁର୍ଗା ମଣ୍ଡପ ରେ ଦିପ ଦାନ – ସମୀକ୍ଷା ଖବର

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଦୀର୍ଘାୟୁ କାମନା କରି ଦୁର୍ଗା ମଣ୍ଡପ ରେ ଦିପ ଦାନ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ବଦପଡିଆ ସ୍ଥିତ ମା ଦୂର୍ଗତି ନାସିନି ମା ଦୂର୍ଗାଙ୍କ ମନ୍ଦିରର ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦିଜି ଙ୍କ ଦୀର୍ଘାୟୁ କାମନା କରି ବହୁ ମହିଳା ଓ ପୁରୁଷମାନେ ଦିପ ଦାନ କରି ଥିବା ଦେଖିବାକୁ ମିଳିଛି l ଏହି ଦ୍ଵିପ ଦାନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ…

Read More
ଡିଜେ ନିଷେଧ, ତଥାପି ରାଜରାସ୍ତାରେ ଶବ୍ଦ ପ୍ରଦୂଷଣର ତାଣ୍ଡବ; ନିୟମ ଯାଞ୍ଚ ନେଇ ପ୍ରଶ୍ନ – ସମୀକ୍ଷା ଖବର

ଡିଜେ ନିଷେଧ, ତଥାପି ରାଜରାସ୍ତାରେ ଶବ୍ଦ ପ୍ରଦୂଷଣର ତାଣ୍ଡବ; ନିୟମ ଯାଞ୍ଚ ନେଇ ପ୍ରଶ୍ନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଗଣେଶ ପୂଜା ଚାଲିଥିବା ବେଳେ ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ପ୍ରମୁଖ ପର୍ବ ଆସୁଛି। ପାର୍ବଣକୁ ନେଇ ରାଜଧାନୀରେ ଉତ୍ସାହ ଦେଖାଦେଇଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଡିଜେ ବ୍ୟବହାର ଉପରେ ନିଷେଧ ଜାରି କରାଯାଇଛି। ତେବେ ଡିଜେ ନିଷେଧ ସତ୍ତ୍ୱେ ଭସାଣି ଶୋଭାଯାତ୍ରା ସମୟରେ ରାଜରାସ୍ତାରେ ଉଚ୍ଚଶବ୍ଦ ଶୁଣିବାକୁ ମିଳୁଥିବା ଅଭିଯୋଗ ହେଉଛି। ଅନୁମତି ଦେବା ପରେ ଶବ୍ଦ…

Read More
ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଆହ୍ୱାନଫୁଲବାଣୀରେ ‘ନିଶାମୁକ୍ତ ଯୁବ–ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଆହ୍ୱାନଫୁଲବାଣୀରେ ‘ନିଶାମୁକ୍ତ ଯୁବ–ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ

ଅଚ୍ୟୁତ ଯାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ: ନିଶାଠାରୁ ଯୁବପିଢ଼ିକୁ ଦୂରେଇ ରଖି ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନ ଲକ୍ଷ୍ୟରେ ଫୁଲବାଣୀସ୍ଥିତ କନ୍ଧମାଳ ନର୍ସିଂ କଲେଜ ପରିସରରେ ‘ନିଶାମୁକ୍ତ ଯୁବ–ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଇ ଭାରତ କନ୍ଧମାଳ ପକ୍ଷରୁ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିର ଭୂମିକା ଓ ନିଶାମୁକ୍ତ ସମାଜ…

Read More
ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ – ସମୀକ୍ଷା ଖବର

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ

ଅଚ୍ୟୁତ ଯାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଚକାପାଦ ବ୍ଲକ ଅନ୍ତର୍ଗତ ଖୁଡୁତେନ୍ତୁଲିସ୍ଥିତ ଶ୍ରୀ ଶ୍ରୀ ବରଡା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆଦିତ୍ୟ କୁମାର କହଁରଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ଅଞ୍ଚଳବାସୀ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ…

Read More
ଫୁଲବାଣୀରେ ‘ସେବା ସଂକଳ୍ପ ପର୍ବ’ର ଶୁଭାରମ୍ଭଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ, ମାସବ୍ୟାପୀ ଚାଲିବ ୨୫ଟି ସେବାମୂଳକ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଫୁଲବାଣୀରେ ‘ସେବା ସଂକଳ୍ପ ପର୍ବ’ର ଶୁଭାରମ୍ଭଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ, ମାସବ୍ୟାପୀ ଚାଲିବ ୨୫ଟି ସେବାମୂଳକ କାର୍ଯ୍ୟକ୍ରମ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାରେ ଗୁରୁବାରଠାରୁ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଫୁଲବାଣୀସ୍ଥିତ ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ଏଥିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭକ୍ତ ବନ୍ଧୁ…

Read More