ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଖଜୁରୀପଡ଼ା:ମୋଦୀଙ୍କ ଜନ୍ମଦିନରେ ସେବା ଓ ସଂକଳ୍ପର ସ୍ପର୍ଶ୭୬ଟି ଚାରାରୋପଣ ସହ ବିଭିନ୍ନ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ – ସମୀକ୍ଷା ଖବର

ଖଜୁରୀପଡ଼ା:ମୋଦୀଙ୍କ ଜନ୍ମଦିନରେ ସେବା ଓ ସଂକଳ୍ପର ସ୍ପର୍ଶ୭୬ଟି ଚାରାରୋପଣ ସହ ବିଭିନ୍ନ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଖଜୁରୀପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ଦିନ ସେବା, ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକ ଭାବନାର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଛି। ଦୁତୀମେଣ୍ଡି ଗ୍ରାମପଞ୍ଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ସନ୍ଧ୍ୟାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଦୁତୀମେଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଣ୍ଡାବାଡ଼ି ଗ୍ରାମଶ୍ରେଣୀ ପୀଠ, ଉଚ୍ଚ…

Read More
ଖଜୁରୀପଡ଼ାରେ  ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା ଖବର

ଖଜୁରୀପଡ଼ାରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଯନ୍ତ୍ରପାତି, କାରିଗରୀ ଓ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି ଅବସରରେ ବିଶ୍ୱକର୍ମାଙ୍କୁ ଆରାଧନା କରି ସୁଖ, ସମୃଦ୍ଧି ଓ କର୍ମକ୍ଷେତ୍ରରେ ସଫଳତା କାମନା କରିଥିଲେ।ଖଜୁରୀପଡ଼ା ସଦରମହକୁମା ଠାରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ବିଚିତ୍ରା ବିଷୋୟୀଙ୍କ ନେତୃତ୍ୱରେ…

Read More
ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର – ସମୀକ୍ଷା ଖବର

ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ : ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାର ପାଳୀ ରେ ଗୋଷ୍ଠୀ ସଂଘର୍ଷ l କଥା କଟା କଟି କୁ ନେଇ ଗଣ୍ଡଗୋଳ l ଭୁଜାଲି ଓ ଛୁରୀ ମରାମରି ୮ ଜଣ ଗୁରୁତର ଥିବା ବେଳେ ସେଥି ମଧ୍ୟ୍ୟ ରୁ ଦୁଇ ଜଣ ଅତି ଗୁରୁତର ଥିବା ଯୋଗୁଁ ବଡ଼ ମେଡିକାଲ ବୁର୍ଲା କୁ ରେଫର କରାଯାଇଛି l ବାକି ସମସ୍ତେ ବରଗଡ ମୁଖ୍ୟ…

Read More
ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ – ସମୀକ୍ଷା ଖବର

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ

ବାଲେଶ୍ୱର/ସମୀକ୍ଷା ନିଉଜ: ବସ୍ତା ବ୍ଲକ କୁଣ୍ଡପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁସୂଦନ ବେହେରାଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ ମଧୁସ୍ମୃତି ସ୍ମରଣିକା ଉନ୍ମୋଚନ ହୋଇଥିଲା, ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ମନ୍ଦିରର ଉକ୍ତ ଗୋଷ୍ଠୀ, ବହୁ ସମାଜସେବୀ, ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ, ବ୍ୟବସାୟୀକ ସଂଗଠନ ଓ ବହୁ ମାନ୍ୟଗଣ୍ୟ ବିଶିଷ୍ଠ ବ୍ୟକ୍ତି ତଥା ବସ୍ତା ଅଞ୍ଚଳର ବହୁ ସଂଖ୍ୟାର ଲୋକ ଯୋଗଦାନ ଦେଇ ମଧୁଵାବୁ ଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।…

Read More
ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍‌ଘାଟିତ ହେଲା ବାଉଁଶ ହାଟ – ସମୀକ୍ଷା ଖବର

ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍‌ଘାଟିତ ହେଲା ବାଉଁଶ ହାଟ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ ବିଶ୍ୱ ବାଉଁଶ ଦିବସ–୨୦୨୬ ପାଳନ କରାଯାଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବାଉଁଶ ଏକ ନବୀକରଣଯୋଗ୍ୟ…

Read More
ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ – ସମୀକ୍ଷା ଖବର

ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ରାଜୀବ ଭବନସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିବା ସହ ବିପର୍ଯ୍ୟୟ ସମ୍ପର୍କିତ କୌଣସି ବି ଚର୍ଚ୍ଚାରେ ଭୟଭୀତ…

Read More
ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ତା- ୧୮. ୦୯. ୨୦୨୬ : ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୁଆର ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିଯୋଗ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ…

Read More
ଭୁବନେଶ୍ୱର:ପ୍ରଭୁ ଗଣେଶଙ୍କ ରୂପେ ପୂଜିତ ହେଲା ଗଛ – ସମୀକ୍ଷା ଖବର

ଭୁବନେଶ୍ୱର:ପ୍ରଭୁ ଗଣେଶଙ୍କ ରୂପେ ପୂଜିତ ହେଲା ଗଛ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର: ପ୍ରକୃତି ସହ ଗଭୀର ସାଂସ୍କୃତିକ ସମ୍ପର୍କ ଏବଂ ପରିବେଶ ଅନୁକୂଳ ଢଙ୍ଗରେ ଗଣେଶ ପୂଜା ପାଳନର ବାର୍ତ୍ତା ଦେଇ ବାକୁଳ ଫାଉଣ୍ଡେସନ ପକ୍ଷରୁ ଅଭିନବ ‘ଟ୍ରି ଗଣେଶ’ ପଦକ୍ଷେପ ମାଧ୍ୟମରେ ଗଣେଶ ପୂଜା ପାଳନ କରାଯାଇଛି। କ୍ରମାଗତ ସପ୍ତମ ବର୍ଷ ପାଇଁ ବାକୁଳ ଲାଇବ୍ରେରୀ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ର ଏକ ପୁରୁଣା ଗଛକୁ ବାକୁଳ ସ୍ୱେଚ୍ଛାସେବୀମାନେ ପ୍ରାକୃତିକ, ପରିବେଶ ଅନୁକୂଳ ଓ…

Read More
ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍ – ସମୀକ୍ଷା ଖବର

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି…

Read More
କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୨୧ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ…

Read More