ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ପରୀକ୍ଷା ଆୟୋଜିତ
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲ୍କାନଗିରି ଜିଲ୍ଲାରେ ଉଲ୍ଲାସ ପରୀକ୍ଷା ଆୟୋଜିତ ହୋଇଯାଇଛି । ଜିଲ୍ଲାର ପ୍ରାୟ ୧୧୩୯ କେନ୍ଦ୍ରରେ ଆଜି ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ (FLNAT) ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି, ଯାହା ଉଲ୍ଲାସ (ULLAS) ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟକ୍ରମ । ଏହା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ହେଉଛି ୧୫ବର୍ଷ ବୟସରୁ ଉର୍ଦ୍ଧ୍ବ ଗୋଷ୍ଠିର ନିରକ୍ଷର ଙ୍କୁ ସାକ୍ଷର କରିବା ।ଜିଲ୍ଲା…