ବାଲିଗୁଡା:ଆଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇର ଫର୍ଦ୍ଧପ୍ଲାସ.ଜଣେ ଗିରଫ
ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଂଚଳର ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସକୁ ମିଳିଛି ବଡ଼ ସଫଳତା। ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବାଣ୍ଡିକା ଛକ ନିକଟସ୍ଥ ଖମଣପଡ଼ା ଗ୍ରାମ ନିକଟରେ ଚଢ଼ାଉ କରି ପୁଲିସ ଏକ ଆ ଇଚର ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୧୧୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା…