ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ – ସମୀକ୍ଷା ଖବର

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁର:ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ…

Read More
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର:ସୁବର୍ଣ୍ଣପୁର, ୨୧ ସେପ୍ଟେମ୍ବର ୨୦୨୬:-ଆସନ୍ତା ଅକ୍ଟୋବର ୦୧ ତାରିଖରେ ପାଳନ ହେବାକୁ ଥିବା ‘ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ’ର ସଫଳ ସମ୍ପାଦନ ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା…

Read More
ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ – ସମୀକ୍ଷା ଖବର

ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ରେ ହେଉଥିବା ଓଡ଼ିଶାପ୍ରଶିଧ୍ୟ ବିଶ୍ଵକର୍ମା ପୂଜା ପାଇଁ ବହୁ ଦୂରରୁ ଆସିଥିବା ବାହାର ବ୍ୟେବସାଇ ମାନଙ୍କୁ ବନ୍ଦର ଇଷ୍ଟେଟ ବିଭାଗ ପକ୍ଷରୁ ଡିଡି କଟାଯାଇ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଜାଗା ଦିଆ ଯାଇ ଥିବା ବେଳେ ଦୁଇ ତିନିଦିନ ବ୍ୟବସାୟ କରିବା ପରେ ଆସୁଥିବା ବାତ୍ୟା କୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରି ବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆ ଜିବା ସହ…

Read More
JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା ଖବର

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ଏରସମା ବ୍ଲକରେ ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କ ଅଧିକାରକୁ ନେଇ ଉଠିଛି ଦାବି। JSW କମ୍ପାନୀ ଏବଂ ପ୍ରସ୍ତାବିତ ହାଜାର୍ଡସ୍ ସିମେଣ୍ଟ ପ୍ଲାଣ୍ଟକୁ ନେଇ ୧୦ ଦଫା ଦାବି ଉଠାଇଛି ଏରସମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏରସମା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପାଖରୁ କଂଗ୍ରେସ କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ତହସିଲ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କୁ ଆଡିସିନାଲ ତହସିଲଦାରଙ୍କ ଜରିଆରେ ତହସିଲଦାରଙ୍କୁ ଦିଆଯାଇଛି ସ୍ମାରକପତ୍ର। ଏରସମା…

Read More
ବରଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଫ୍ଲାଗ୍-ଅଫ୍, ଅଯୋଧ୍ୟା-ବାରାଣସୀ ଯିବେ ୧୨୭ ତୀର୍ଥଯାତ୍ରୀ – ସମୀକ୍ଷା ଖବର

ବରଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଫ୍ଲାଗ୍-ଅଫ୍, ଅଯୋଧ୍ୟା-ବାରାଣସୀ ଯିବେ ୧୨୭ ତୀର୍ଥଯାତ୍ରୀ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଦଳର ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମ ସୋମବାର ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ବରଗଡ଼ ଜିଲ୍ଲାରୁ ସର୍ବମୋଟ ୧୨୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏବଂ ସେମାନଙ୍କ ସହାୟତା ପାଇଁ ୪ ଜଣ ଏସ୍କର୍ଟ ଅଫିସର ଯୋଗଦେଇଛନ୍ତି। ଏହି…

Read More
ବରପାଲି ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ବରପାଲି ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ…

Read More
ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ – ସମୀକ୍ଷା ଖବର

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ : ବରଗଡ଼ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆର୍‌ଇଆର୍‌) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୬ , ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ବୈଠକରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ଉନ୍ମୋଚନ କରିଥିଲେ। ବୈଠକରେ ଅତିରିକ୍ତ…

Read More
ଝାରସୁଗୁଡା ପୌର ପରିଷଦର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ,୧୧୧.୯୩ ଲକ୍ଷ ଟଙ୍କା ଖତ ଖାଉଛି:୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନାହିଁ – ସମୀକ୍ଷା ଖବର

ଝାରସୁଗୁଡା ପୌର ପରିଷଦର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ,୧୧୧.୯୩ ଲକ୍ଷ ଟଙ୍କା ଖତ ଖାଉଛି:୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନାହିଁ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୨୧/୯ : ସହରର ବିକାଶ ପାଇଁ ଅନୁଦାନ ଆସିଲା, କିନ୍ତୁ ତାହା ବ୍ୟବହାର ହେଲାନି l ନିଜସ୍ୱ ରାଜସ୍ୱ ବୃଦ୍ଧିର ସୁଯୋଗ ଥିଲା, କିନ୍ତୁ ହୋଲ୍ଡିଂ ପୁନଃମୂଲ୍ୟାୟନ ହେଲାନି l ପୌରସଂସ୍ଥା ଅଧୀନରେ ଶହ ଶହ ଦୋକାନ ଓ ପ୍ଲଟ୍‌ ଥିଲେ ସୁଦ୍ଧା ଭଡ଼ା ଦାବି ଓ ଆଦାୟର ସଠିକ୍‌ ହିସାବ ରଖାଯାଇନଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି l ଏପରି ଚିତ୍ର ଝାରସୁଗୁଡ଼ା ପୌର ପରିଷଦର ଆର୍ଥିକ…

Read More
ରାଜରାସ୍ତାରେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

ରାଜରାସ୍ତାରେ ଛାତ୍ରଛାତ୍ରୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୨୧/୯/୨୬- ବାରିପଦା ରୁ ଉଦଳା ରାସ୍ତାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସହସ୍ରାଧିକ ବିଦ୍ୟାର୍ଥୀଙ୍କ ମୁଖ୍ୟ ରାସ୍ତା ଉପରେ ପଦଯାତ୍ରା ଆଜି ଜିଲ୍ଲାର ମୁଖ୍ୟ ଆଲୋଚ୍ୟ ଖବର ହୋଇଛି ତଥା ଶିକ୍ଷାବିଭାଗ ନିନ୍ଦିତ ହୋଇଛି । ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତି ସହ ହଷ୍ଟେଲରେ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ନାହିଁ ମୌଳିକ ସୁବିଧା ତଥା ପୋକରା ଚାଉଳ ଭାତ, ପୁଣି ନାହିଁ ପାଣିର ସୁବିଧା…

Read More
ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ… କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ରାସ୍ତାଘାଟ – ସମୀକ୍ଷା ଖବର

ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ… କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ରାସ୍ତାଘାଟ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ | କିଛି ସ୍ଥାନରେ ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡ଼ିଥିବାବେଳେ ଜନ ଜୀବନ ପ୍ରଭାବିତ ହୋଇଛି | ଅନେକ ଅଞ୍ଚଳରେ ସ୍କୁଲଗୁଡିକ ବନ୍ଦ ରଖାଯାଇଛି |ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଣାଳୀ ଏକ ଗଭୀର ଅବପାତ (Deep Depression) ରୂପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି | ଏହାର ପ୍ରଭାବରେ ଭୁବନେଶ୍ୱର ଏବଂ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ…

Read More