ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଟିଟିଲାଗଡ଼ ହସ୍ପିଟାଳର ବିକଳ ଚିତ୍ର: ମୃତ ଶରୀରକୁ ମିଳୁନି ସମ୍ମାନ, ଶବ ସଂରକ୍ଷଣ କେନ୍ଦ୍ରରେ ତାଲା – ସମୀକ୍ଷା ଖବର

ଟିଟିଲାଗଡ଼ ହସ୍ପିଟାଳର ବିକଳ ଚିତ୍ର: ମୃତ ଶରୀରକୁ ମିଳୁନି ସମ୍ମାନ, ଶବ ସଂରକ୍ଷଣ କେନ୍ଦ୍ରରେ ତାଲା

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ରାଜ୍ୟରେ ସ୍ୱାସ୍ଥ୍ୟସେବା ସୁଧୁରିଥିବା ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଏକ ଅଭାବନୀୟ ଓ ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବ ସଂରକ୍ଷଣ କେନ୍ଦ୍ର ସମ୍ମୁଖରେ ଦୀର୍ଘ ଘଣ୍ଟା ଧରି ମୃତଦେହ ଖୋଲା ଆକାଶତଳେ ପଡ଼ିରହିବା ଘଟଣା ବେଶ୍ ଚିନ୍ତାଜନକ ଅଟେ। ମିଳିଥିବା ସୂଚନା ମୁତାବକ, ଭାଟିପଡ଼ା ଗାଁର ଜଣେ ୧୬ ବର୍ଷର ନାବାଳିକା ଗୀତାଞ୍ଜଳି ଖରସେଲ ଜମିରେ ଘାସ କାଟୁଥିବା ବେଳେ…

Read More
ପିପିଲି ବିଧାୟକ ଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ – ସମୀକ୍ଷା ଖବର

ପିପିଲି ବିଧାୟକ ଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି : ପିପିଲି,ତା ୨୩।୯ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ମଙ୍ଗଳବାର ଦିନ ତେଇଶିପୁର ନିକଟସ୍ଥ ରାଞ୍ଚ ହୋଟେଲରେ ପାଳନ କରାଯାଇଛି ।ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସ୍ୱେଚ୍ଛାକୃତ ୧୨୮ଜଣ ରକ୍ତଦାନ କରିଥିଲେ । ଶୁଭ ଜନ୍ମଦିନ ଉପଲକ୍ଷେ ଡେଲାଙ୍ଗ ପିପିଲି ବ୍ଲକ ର ୧୧୧ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବିଧାୟକ…

Read More
ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ – ସମୀକ୍ଷା ଖବର

ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୨୨/୯,କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସାରସକେଲା ଗ୍ରାମରେ ଏକ କୂଅ ଭିତରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗ୍ରାମର ଜିତେନ୍ଦ୍ର ବେହେରାଙ୍କ କୂଅରେ ଏକ ଜଙ୍ଗଲୀ ବାରହା ପଡ଼ିଥିବା ନେଇ ସୂଚନା ମିଳିଥିଲା।ସୂଚନା ପାଇବା ପରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀଙ୍କ ସହ ୪ ଜଣିଆ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ପାଟଣା ଅଗ୍ନିଶମ ବାହିନୀକୁ…

Read More
୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ – ସମୀକ୍ଷା ଖବର

୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ପୁଲିସ ପକ୍ଷରୁ ମଙ୍ଗଳବାର ଦିନବେଳା ପାଟ୍ରୋଲିଂ ସମୟରେ ନିଶାଦ୍ରବ୍ୟ ବିରୋଧରେ ଚଢ଼ଉ କରାଯାଇ ୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା କେସ୍‌ ନଂ-୧୮୬/୨୦୨୬, ଏନ୍‌ଡିପିଏସ୍‌ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଦିନବେଳା ପାଟ୍ରୋଲିଂ ସମୟରେ ପାଣ୍ଡ୍ରିସୁଗା ଗ୍ରାମ ନିକଟରେ ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ…

Read More
ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ – ସମୀକ୍ଷା ଖବର

ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୨୨/୦୯/୨୦୨୬: ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୂର୍ବରୁ ଜେ.କେ. କାଗଜ କଳ ପକ୍ଷରୁ ଆୟୋଜିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ପୁନର୍ବାର ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଜେ.କେ. କାଗଜ କଳ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରାଯାଇଛି। ଏହି…

Read More
କନ୍ଧମାଳରେ ‘SAHAY’ ପ୍ରକଳ୍ପର ଶୁଭାରମ୍ଭ,ସୁଦୃଢ଼ ହେବ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ ଓ ଚିକିତ୍ସା ବ୍ୟବସ୍ଥା – ସମୀକ୍ଷା ଖବର

କନ୍ଧମାଳରେ ‘SAHAY’ ପ୍ରକଳ୍ପର ଶୁଭାରମ୍ଭ,ସୁଦୃଢ଼ ହେବ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ ଓ ଚିକିତ୍ସା ବ୍ୟବସ୍ଥା

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ; କନ୍ଧମାଳ ଜିଲ୍ଲାରେ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ, ନିରାକରଣ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଇସିଏମଆର୍‌ NHRP-SCD ଅଧୀନସ୍ଥ ‘ସାହାୟ’ (SAHAY) ପ୍ରକଳ୍ପର ଶୁଭାରମ୍ଭ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ୍’ (NSCAEM)ର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ବହୁକେନ୍ଦ୍ରକ ଅନୁସନ୍ଧାନମୂଳକ ପ୍ରକଳ୍ପ ଓଡ଼ିଶା ସମେତ ଦେଶର ୬ଟି ପ୍ରମୁଖ ରାଜ୍ୟରେ…

Read More
ସୁନ୍ଦରଗଡରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ – ସମୀକ୍ଷା ଖବର

ସୁନ୍ଦରଗଡରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି/ରାଉରକେଲା : ସୁନ୍ଦରଗଡ, ୨୧/୦୯/୨୬: ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦେଶର ତୃତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ମଇ ୨୦ ତାରିଖରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ପ୍ରକ୍ରିୟା। ଏହି କ୍ରମରେ ସମଗ୍ର ରାଜ୍ୟରେ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରକାଶିତ ହୋଇଛି ଏହି ଚୂଡ଼ାନ୍ତ ଭୋଟର ତାଲିକା। ଆଜି ସ୍ଥାନୀୟ ସଦଭାବନା…

Read More
ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଝରିଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ…

Read More
ନବରଙ୍ଗପୁର ଜିଲ୍ଲାରେ ସଂଶୋଧନ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା ଖବର

ନବରଙ୍ଗପୁର ଜିଲ୍ଲାରେ ସଂଶୋଧନ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାର ୭୩–ଉମରକୋଟ, ୭୪–ଝରିଗାଁ, ୭୫–ନବରଙ୍ଗପୁର ଏବଂ ୭୬–ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ SIR–୨୦୨୬ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଗତ ୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା। ଦାବି ଓ ଆପତ୍ତି ଅବଧିରେ ପ୍ରାପ୍ତ ମାମଲାଗୁଡ଼ିକରେ ଆବଶ୍ୟକ ନୋଟିସ୍ ଜାରି କରାଯାଇ AERO ସ୍ତରରେ ଶୁଣାଣି କରାଯିବା ସହିତ ଦାଖଲ ଦସ୍ତାବିଜ…

Read More
ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ – ସମୀକ୍ଷା ଖବର

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ରବିବାର ଦିନ ସମ୍ପନ୍ନ ହୋଇଯାଇଛି।ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଳ…

Read More