ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ସାଲେପୁରସ୍ଥିତ କୁଆଁପାଳ ଛକରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ – ସମୀକ୍ଷା ଖବର

ସାଲେପୁରସ୍ଥିତ କୁଆଁପାଳ ଛକରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତାଙ୍କ ଗସ୍ତ ସମୟରେ ସାଲେପୁରସ୍ଥିତ କୁଆଁପାଳ ଛକରେ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ସାଲେପୁର ବଜାରସ୍ଥିତ ମା’ ସାହେଶ୍ୱରୀ ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ ଶତାଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାନ୍ୟବର ସାଂସଦ ମହୋଦୟଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।

Read More
ରାୟଗଡାରେ INDIA ବ୍ଲକ ପକ୍ଷରୁ ପରିବର୍ତ୍ତନ ରାଲି: MMDR ସଂଶୋଧନ ଆଇନ -୨୦୨୬ ରଦ୍ଦ କର, ୨୯ ସେପ୍ଟେମ୍ବର ବିଧାନସଭା ଘେରାଉ ସଫଳ କରିବାକୁ ଆହ୍ଵାନ – ସମୀକ୍ଷା ଖବର

ରାୟଗଡାରେ INDIA ବ୍ଲକ ପକ୍ଷରୁ ପରିବର୍ତ୍ତନ ରାଲି: MMDR ସଂଶୋଧନ ଆଇନ -୨୦୨୬ ରଦ୍ଦ କର, ୨୯ ସେପ୍ଟେମ୍ବର ବିଧାନସଭା ଘେରାଉ ସଫଳ କରିବାକୁ ଆହ୍ଵାନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ: ରାୟଗଡା: ତା୨୧ ସେପ୍ଟେମ୍ବର ୨୦୨୬:ଆଜି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ INDIA ବ୍ଲକ୍‌ ଆହ୍ୱାନରେ ଏକ ବିଶାଳ ମିଳିତ ଗଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ MMDR ସଂଶୋଧନ ଆଇନ, ୨୦୨୬ ରଦ୍ଦ କରିବାକୁ ଦାବି କରାଯିବା ସହ ଏହାକୁ “ଓଡ଼ିଶା ଲୁଣ୍ଠନ ପାଇଁ ମୋଦିଙ୍କ ନକ୍ସା” ବୋଲି ବର୍ଣ୍ଣନା କରି ଏହାକୁ ରଦ୍ଦ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ଯୁନିଷ୍ଟ ପାର୍ଟି…

Read More
ସାଲେପୁର ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ – ସମୀକ୍ଷା ଖବର

ସାଲେପୁର ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ: ସାଲେପୁର, ୨୧/୯: ମଧୁମାଟି ସାଲେପୁରରେ ଅନୁଷ୍ଠିତ ପଞ୍ଚମ ସାଲେପୁର ସାହିତ୍ୟ ମହୋତ୍ସବ–୨୦୨୬ ଉଦ୍‌ଯାପିତ ହୋଇଛି। ମହୋତ୍ସବରେ ଆଧ୍ୟାତ୍ମିକତା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା।ବରପୁତ୍ର ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବରପୁତ୍ରମାନଙ୍କ ଜନ୍ମଭୂମିରୁ ସଂଗୃହୀତ ପବିତ୍ର ମାଟିକୁ ନାମକୀର୍ତ୍ତନ ସହ ସହର ପରିକ୍ରମା କରାଯାଇ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହି ଅବସରରେ ସଂକୀର୍ତ୍ତନ ମହାସଂଘ, ଓଡ଼ିଶାକୁ ‘ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି…

Read More
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି:ସେପ୍ଟେମ୍ବର ୨୩ ଓ ୨୪ରେ ଯାତାୟାତ ଉପରେ କଟକଣା; ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ – ସମୀକ୍ଷା ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି:ସେପ୍ଟେମ୍ବର ୨୩ ଓ ୨୪ରେ ଯାତାୟାତ ଉପରେ କଟକଣା; ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଦେଇ ଯାତାୟାତକୁ ଦୁଇ ଦିନ ପାଇଁ ବନ୍ଦ ରଖିବା ନେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀବେଦଭୂଷଣ ଓ ଗଞ୍ଜାମ ଜିଲ୍ଲାପାଳ ପକ୍ଷରୁ ସୂଚନା ଜାରି ହୋଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଜନିତ ବର୍ଷା ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପ୍ରଶାସନ…

Read More
କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି – ସମୀକ୍ଷା ଖବର

କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍‌ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ତାଲିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତାଲିକାର ସିଡି ଓ ହାର୍ଡ କପି ପ୍ରଦାନ କରାଯାଇଥିଲା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର…

Read More
ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା ଖବର

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡିଠାରେ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଦୁଇଦିନିଆ ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତା ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଶୃଙ୍ଖଳା, କ୍ରୀଡ଼ା ମନୋଭାବ ଓ ଭାଇଚାରାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଖଜୁରୀପଡ଼ା ଦଳକୁ ପରାସ୍ତ…

Read More
କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ – ସମୀକ୍ଷା ଖବର

କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ

ଜିତେନ୍ଦ୍ର ଗୌଡ଼ / ଦିଗପହଣ୍ଡି / ସମୀକ୍ଷା ନିୟୁଜ : ଦିଗପହଣ୍ଡି(ଗଞ୍ଜାମ)-: ଜୀବନର ସୁବର୍ଣ୍ଣ ସମୟ ଶିକ୍ଷାଦାନରେ ବିତାଇବା ପରେ ଅବସର ନେଇଥିବା ଶିକ୍ଷକ ପ୍ରମୋଦ ପାତ୍ର ଏବଂ କପିଳେଶ୍ୱର ପାଢ଼ୀ ଙ୍କୁ ଏବେ ନିଜ ହକ୍‌ର ଅର୍ଥ ପାଇଁ କାର୍ଯ୍ୟାଳୟ ଦୁଆରେ ଦୁଆରେ ଘୁରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ (ବିଇଓ) କାର୍ଯ୍ୟାଳୟରେ ବକେୟା ଅର୍ଥ ପ୍ରଦାନକୁ ନେଇ ଏଭଳି ସଂଘିନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ଶିକ୍ଷକ ଗତ…

Read More
ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା ଖବର

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ୧୭/୯ : ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ବର୍ଷା ଓ ପବନରେ ଭାଙ୍ଗି ପଡ଼ିଛି ଏକ ଲାଇଟ୍ ଗେଟ୍। ଆଜି ମଧ୍ୟାହ୍ନ ସମୟରେ ପାରାଦୀପରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ଓ ପବନ ହୋଇଥିଲା। ଏହି ସମୟରେ ପୂଜା ପଡ଼ିଆକୁ ଯାଇଥିବା ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ଲାଇଟ୍ ଗେଟ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଲାଇଟ୍ ଗେଟ୍ଟି ଭାଙ୍ଗି ପଡ଼ିବାରୁ…

Read More
ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ – ସମୀକ୍ଷା ଖବର

ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ବିଭିନ୍ନ ଗଣମାଧ୍ୟମରେ ପାରାଦୀପ ରାଡର ଖରାପ କୁ ନେଇ ଉଠିଥିବା ଗୁଜବ ଓ ଆସନ୍ତା ବାତ୍ୟା ସମ୍ଭାବନା କୁ ନେଇ ଆମ ପ୍ରତିନିଧି ପହଞ୍ଚି ଥିଲେ ପାରାଦୀପ ରାଡର୍ ଅଫିସ ରେ l ସେଠାର ରାଡର ଅଫିସ ର ଇନିଚର୍ଜ୍ ସାଇଣ୍ଟିକି ଅଫିସର ୱାନ ସପନ କୁମାର ରାୟ ଙ୍କ କହିବା ଅନୁସାରେ ଏବେ ବାତ୍ୟାର ଗତିବିଧି ଉପରେ କୌଣସି ଅପଡେଟ ନ ଥିବା ବେଳେ…

Read More
ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା – ସମୀକ୍ଷା ଖବର

ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: ଆଜି ବାଲିଗୁଡା ଉପଖଣ୍ଡ ସମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଣିତlଦାସଙ୍କ ନେତୃତ୍ୱରେ SIR ବୈଠକ ଅନିଷ୍ଠିତ ହୋଇଥିଲା.ଗଣତନ୍ତ୍ରର ମୂଳ ଆଧାର ହେଉଛି ମତଦାତା ଓ ତାଙ୍କର ମତାଧିକାର। ଏହି ମତାଧିକାରକୁ ଅଧିକ ସୁସଂଗଠିତ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision–SIR)–୨୦୨୬ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ ଆଜି ସମ୍ପନ୍ନ ହୋଇଛି। ଏହା ସହିତ ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର…

Read More