ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା ଖବର

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା, ୨୧/୯ : ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି l ଏ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି କନଫରେନ୍ସ ହଲ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଚୂଡ଼ାନ୍ତ ଭୋଟର…

Read More
ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 20/09/2026: ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତ୍ୟବ୍ୟା ଅଷ୍ଟମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ତୃତୀୟ ଶ୍ରେଣୀଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଓଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ | ପ୍ରକାଶଥାଉକି,ଏହି ପ୍ରତିଯୋଗିତାରେ 25ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ |ସେମାନଙ୍କ ମଧ୍ୟରୁ ଉଦିତ ମନ୍ଦାକିନୀ,ଶ୍ଵେତାସ୍ୱିନୀ ସ୍ୱାଇଁ, ସିଦ୍ଧିସିମରନ ରାଉତ ଓ ସୁଧାଂଶୁ ପରିଡା ପ୍ରଥମ, ଧୃତି ଦୀପା…

Read More
ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଉତ୍କେଲା, ୨୦/୯/୨୦୨୬ (ସମୀକ୍ଷା): ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ଆହ୍ୱାନ କ୍ରମେ ‘ରକ୍ତଦାନ କର୍ତ୍ତବ୍ୟମ୍’ ଅଭିଯାନ ଅନ୍ତର୍ଗତ ତେରାପନ୍ଥ ଯୁବକ ପରିଷଦ, ଉତ୍କେଲା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ଥ ଭବନଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଉତ୍କେଲାରେ ସେପ୍ଟେମ୍ବର ୨୦ ତାରିଖ ରବିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ମହତ୍ କାର୍ଯ୍ୟରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟଙ୍କ ସହ ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା ଓ ଜୈନ ଶ୍ୱେତାମ୍ବର ତେରାପନ୍ଥ ମହିଳା ମଣ୍ଡଳର ସଦସ୍ୟମାନେ ସହଯୋଗ କରିଥିଲେ। ରକ୍ତଦାନ ମାଧ୍ୟମରେ ମାନବ ସେବା ଓ ଜୀବନ ରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।ଶିବିରରେ ମାଧବ ମାଝୀ, ନବରତ୍ନ ସ୍ୱାମୀ, ପ୍ରଭୁ ସ୍ୱାମୀ, ଭୁବନେ ସ୍ୱର୍ଣ୍ଣାଗ, ସୁମନ୍ତ ପ୍ରଧାନ, ବିଶ୍ୱ ପ୍ରଧାନ, ବିକାଶ ଚନ୍ଦ୍ର ଭୋଇ, ମୋନାଜ କୁମାର ପ୍ରଧାନ, ଚିରାଗ ଜୈନ, ରାହୁଲ ଜୈନ, ଇତିଶ୍ରୀ ପ୍ରଧାନ, ପ୍ରବୀଣ ଜୈନ, କିସନ ବେମାଲ, ବର୍ଦ୍ଧମାନ ଜୈନ, ସତୀଶ ଜୈନ, କ୍ଷୀରୋଦ ମାଝୀ, ଅରିହନ୍ତ ଜୈନ, ପ୍ୟାରିଲାଲ ମେହେର, ତନ୍ମୟ ପ୍ରଧାନ, ପ୍ରିତିଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ପବିତ୍ର ପ୍ରଧାନ, ଯୁଗଳ ମୁଦୁଲି, ଯୁଗେଶ ଜୈନ, ବିଦ୍ୟାଧର ଗୌଡ଼, ରିଶବ ଜୈନ, କୁଲଦୀପ ଜୈନ, କୁନୁ ସା, କମଲ ମେହେର ଓ ମନ୍ସୁଖ ଭାଇଙ୍କ ସମେତ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

Read More
ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ – ସମୀକ୍ଷା ଖବର

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ

ମହେଶ୍ୱର ଦିଗାଳ/ବାଲିଗୁଡ଼ା ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ :ନିଜକୁ RTO ବିଭାଗର ମୋଟର ଭେହିକଲ୍ ଇନ୍ସପେକ୍ଟର(MVI)ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାରଙ୍ଗଡ଼ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର କୁମାର ବେହେରା(୩୦) । ସେ ନିଜକୁ ନିଖିଲ କୁମାର ପଟ୍ଟନାୟକ ନାମରେ ପରିଚୟ ଦେଉଥିବା ପୋଲିସ୍ ପ୍ରେସ୍ ନୋଟରେ ଉଲ୍ଲେଖ କରିଛି । ସାରଙ୍ଗଡ଼ ଥାନା କେସ୍ ନମ୍ବର୧୩୨,ତାରିଖ୧୭/୦୯୨୦୨୬ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ବିବାହ…

Read More
ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ – ସମୀକ୍ଷା ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି/ଖୋର୍ଦ୍ଧା /ସମୀକ୍ଷା ନିୟୁଜ:ଶିଶୁମାନଙ୍କ ମଧ୍ୟରେ ବୌଦ୍ଧିକ ତଥା ଅନ୍ତର୍ନିହିତ ପ୍ରତିଭାର ବିକାଶ, ଆତ୍ମବିଶ୍ବାସ ବୃଦ୍ଧି ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉତ୍ସାହ ଓ ଆନନ୍ଦର ସହିତ ବି ବି ଜେ ବି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିଶୁ ମହୋତ୍ସବକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆୟୋଜନ କରିଥିଲେ ।ଏହି ମହୋତ୍ସବରେ ଜିଲ୍ଲାର ୧୦ଟି ଶିଶୁ ଯତ୍ନ ଅନୁଷ୍ଠାନରୁ…

Read More
ରାଜ୍ୟର ବିଭିନ୍ନ ଆଇନ (ଲ କଲେଜ) ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ – ଶିକ୍ଷାବିଭାଗର ବିଶେଷ ପଦକ୍ଷେପ ଆବଶ୍ୟକ – ସମୀକ୍ଷା ଖବର

ରାଜ୍ୟର ବିଭିନ୍ନ ଆଇନ (ଲ କଲେଜ) ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ – ଶିକ୍ଷାବିଭାଗର ବିଶେଷ ପଦକ୍ଷେପ ଆବଶ୍ୟକ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଆଇନ କଲେଜ (Law Colleges) ଗୁଡ଼ିକରେ ବର୍ତ୍ତମାନ ଭିତ୍ତିଭୂମିର ସଂସ୍କାର ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଅନେକ କଲେଜରେ ହଷ୍ଟେଲ ଅଭାବ, ସୀମିତ ଡିଜିଟାଲ ସୁବିଧା ଏବଂ ରକ୍ଷଣାବେକ୍ଷଣର ଅବହେଳା ଏବେ ବି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି। ଛାତ୍ରଙ୍କ ପାଇଁ ହଷ୍ଟେଲ ଅଭାବ:ୟୁନିଭରସିଟି ଲ’ କଲେଜ (ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି ପୁରାତନ ଆଇନ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା…

Read More
କଟକ:ଜିଲ୍ଲାରେ ରପ୍ତାନୀ ସଚେତନତା ଓ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

କଟକ:ଜିଲ୍ଲାରେ ରପ୍ତାନୀ ସଚେତନତା ଓ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ:କଟକ, ତା ୧୯.୦୯.୨୦୨୬ ରିଖ – କଟକ ପ୍ରସିଦ୍ଧ ରୂପା ତାରକସୀ ଓ ମାଣିଆବନ୍ଧ ହସ୍ତତନ୍ତକୁ ଗୁରୁତ୍ୱ ଦେଇ “ଜିଲ୍ଲାକୁ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବା: ଦକ୍ଷତା ବିକାଶ ଓ ରପ୍ତାନୀ ସଚେତନତା କାର୍ଯ୍ୟକ୍ରମ” ଶୀର୍ଷକ ଏକ କାର୍ଯ୍ୟକ୍ରମ ଶୁକ୍ରବାର ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(MSME) ବିଭାଗ ଅଧୀନସ୍ଥ…

Read More
ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା ଖବର

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ: କଟକ, ତା ୨୧.୦୯.୨୦୨୬ ରିଖ – ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )– ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ଯେ ଚୂଡ଼ାନ୍ତ…

Read More
ବିଜେପି କଟକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବିଜେପି କଟକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜ୍ଞାନ କୁମାର ବିଶ୍ୱାଳ/କଟକ/ସମୀକ୍ଷା ନ୍ୟୁଜ:ଭାରତୀୟ ଜନତା ପାର୍ଟି, କଟକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳୀୟ ସଂଗଠନ ସମ୍ପର୍କିତ ବିଭିନ୍ନ ବିଷୟ ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ଓ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ଧ୍ୱଜ ଉତ୍ତୋଳନ, ମଞ୍ଚାସୀନ ଅତିଥିଙ୍କ ଆସନ ଗ୍ରହଣ, ପ୍ରଦୀପ ପ୍ରଜ୍ୱଳନ, ବନ୍ଦେ ମାତରମ୍ ଗାନ, ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ, ଶୋକ ପ୍ରସ୍ତାବ,…

Read More
ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନ ସମୀକ୍ଷା: ଜନଭାଗିଦାରୀ ଓ ଜନଜାତି ଶିକ୍ଷାର ବିକାଶ ଉପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୁରୁତ୍ୱ, ଚିତ୍ରକୋଣ୍ଡାରେ ମାଛ ଚାଷ ଓ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସୃଷ୍ଟି ପାଇଁ ଆହ୍ୱାନ – ସମୀକ୍ଷା ଖବର

ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନ ସମୀକ୍ଷା: ଜନଭାଗିଦାରୀ ଓ ଜନଜାତି ଶିକ୍ଷାର ବିକାଶ ଉପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୁରୁତ୍ୱ, ଚିତ୍ରକୋଣ୍ଡାରେ ମାଛ ଚାଷ ଓ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସୃଷ୍ଟି ପାଇଁ ଆହ୍ୱାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସେବା ସଂକଳ୍ପ ଅଭିଯାନର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ସୂଚାରୁ ମାର୍ଗଦର୍ଶନ କରିଥିଲେ। ଗତ ୧୭ ସେପ୍ଟେମ୍ୱର ରୁ ଆରମ୍ଭ ହୋଇ ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ…

Read More