ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ: ୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ, ଶ୍ରେଷ୍ଠ ପୌର କର୍ମଚାରୀ ସମ୍ମାନିତ – ସମୀକ୍ଷା ଖବର

ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ: ୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ, ଶ୍ରେଷ୍ଠ ପୌର କର୍ମଚାରୀ ସମ୍ମାନିତ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ବରଗଡ଼, ଅଗଷ୍ଟ ୩୧: ଆଜି ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମାବେଶୀ ସହରାଞ୍ଚଳ ବିକାଶ ଓ ଦକ୍ଷ ପୌର ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବରଗଡ଼ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ,…

Read More
କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ, ମୁଖ୍ୟ ଅତିଥି  ସାଂସଦ ପ୍ରଦୀପ ପୁରୋହିତ – ସମୀକ୍ଷା ଖବର

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ, ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦ୍ମପୁର,୩୧।୮ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଦ୍ମପୁର ଡିଭିଜନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ…

Read More
ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୩୧/୦୮: ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଲବ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ସୋମବାର ଗାଇସିଲେଟ ୟୁଥ୍ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରି ରକ୍ତଦାନ ଏକ…

Read More
ନିଟ୍‌ରେ କୃତିତ୍ୱ ହାସଲ କଲେ ସ୍ମିତାରାଣୀ, ଗାଇସିଲେଟ ଅଞ୍ଚଳ ପାଇଁ ଆଣିଲେ ଗୌରବ – ସମୀକ୍ଷା ଖବର

ନିଟ୍‌ରେ କୃତିତ୍ୱ ହାସଲ କଲେ ସ୍ମିତାରାଣୀ, ଗାଇସିଲେଟ ଅଞ୍ଚଳ ପାଇଁ ଆଣିଲେ ଗୌରବ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 30/8/2026: ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ରାଧାକାନ୍ତ ବାଗଙ୍କ ଝିଅ ସ୍ମିତାରାଣୀ ବାଗ ୨୦୨୬ ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରି ନିଜ ପରିବାର ସମେତ ସମଗ୍ର ଅଞ୍ଚଳ ଓ ଗାଇସିଲେଟ ଲକ୍ଷେଘର ସମାଜ ପାଇଁ ଗୌରବ ଆଣିଛନ୍ତି। ସ୍ମିତାରାଣୀଙ୍କ ଏହି ସଫଳତା ପାଇଁ ଗାଇସିଲେଟ ଲକ୍ଷେଘର ସମାଜ ଓ ସିଡୁଲ କାଷ୍ଟ କର୍ମଚାରୀ…

Read More
ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ – ସମୀକ୍ଷା ଖବର

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦ୍ମପୁର,୨୮।୮ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡ ରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ। ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଶ୍ରୀଶ୍ରୀ ନୃସିଂହନାଥ…

Read More
ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ – ସମୀକ୍ଷା ଖବର

ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 29/8/2026: ପଦ୍ମପୁର: ଆଜିର ବ୍ୟସ୍ତବହୁଳ ସମାଜରେ ଚିକିତ୍ସା ସେବା ଯେତେବେଳେ ଧୀରେ ଧୀରେ ବ୍ୟବସାୟିକ ରୂପ ନେଉଛି, ସେତେବେଳେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତା ଓ ସେବାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଶନିବାର ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡେନ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ…

Read More
ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା ଖବର

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦମପୁର: ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ ।ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଡ଼ିଡୁଙ୍ଗୁରି ଓ ବତଲାବାହାଲି ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ…

Read More
ବରଗଡ: ବୋଲବମ୍ ଧ୍ବନିରେ କମ୍ପୁଥିଲା ଗାଇସିମା ଶିବ ମନ୍ଦିର – ସମୀକ୍ଷା ଖବର

ବରଗଡ: ବୋଲବମ୍ ଧ୍ବନିରେ କମ୍ପୁଥିଲା ଗାଇସିମା ଶିବ ମନ୍ଦିର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିଉଜ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିମା ଗ୍ରାମରେ ଅବସ୍ଥିତ ବାବା ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିର ଏକ ପ୍ରାଚୀନ ଏବଂ ପ୍ରସିଦ୍ଧ ଶୈବପୀଠ ଏହା ଜିରା ନଦୀ କୂଳରେ ବରଗଡ ସହର କୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ପଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟସମ୍ଭୁ ମନ୍ଦିର ମଧ୍ୟ ରୁ ଅନ୍ୟତମ ମନ୍ଦିର ଇତିହାସ ଏବଂ ମହତ୍ବ ସମ୍ବଲପୁର ର ରାଜା ଅଭୟ ସିଂହ ୧୭୨୫…

Read More
ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର – ସମୀକ୍ଷା ଖବର

ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନ୍ୟୁଜ/ତା-୧୪-୦୮-୨୦୨୬ରିଖ (ଶୁକ୍ରବାର): ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସାର୍ଗିବାହାଲ ଠାରେ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ ବିର୍ସା ଆଥେଲେଟିକ ଆସୋସିଏସନ ର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘଟାନ ଉତ୍ସଵ ଖୂବ୍ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥିଲା। ବିର୍ସା ଆଥେଲେଟିକ ଆସୋସିଏସନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ…

Read More
ଜାତୀୟ ପତାକା ଉତ୍ତୋଳନ କଲେ ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ: ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ – ସମୀକ୍ଷା ଖବର

ଜାତୀୟ ପତାକା ଉତ୍ତୋଳନ କଲେ ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ: ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

• ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ : ୧୫.୦୮.୨୦୨୬: ବରଗଡ଼ ରାଜରାସ୍ତାରେ ଆଜି ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା…

Read More