ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିଲା କେନ୍ଦୁଝର ବିଜେପି – ସମୀକ୍ଷା ଖବର

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିଲା କେନ୍ଦୁଝର ବିଜେପି

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, 25/09ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାର ସମସ୍ତ ମଣ୍ଡଳ ଏବଂ ବିଭିନ୍ନ ବୁଥ୍ ସ୍ତରରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ମଧ୍ୟ ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସ୍ମୃତିଚାରଣ କରିଥିଲେ।…

Read More
ପାଟଣାର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ନିର୍ଦେଶନାରେ ଗୀତ ଗାଇଲେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଉଦିତ ନାରାୟଣ – ସମୀକ୍ଷା ଖବର

ପାଟଣାର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ନିର୍ଦେଶନାରେ ଗୀତ ଗାଇଲେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଉଦିତ ନାରାୟଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୨୪/୯,ପାଟଣା ର ଯୁବ କଣ୍ଠ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ ଙ୍କ ନିର୍ଦେଶନା ରେ ଦେଶର ଅନ୍ୟତମ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଉଦିତ ନାରାୟଣ ୨୦ ତାରିଖ ଦିନ ମୁମ୍ବାଇ ର ପଞ୍ଚମ ଷ୍ଟୁଡିଓ ରେ ୩ ଟି ଗୀତ ଗାଇବା ପାଟଣା ଅଞ୍ଚଳରେ ଚର୍ଚ୍ଚା ର ପ୍ରସଙ୍ଗ ହୋଇଛି।ବିଭୁନ ସାହୁ ଗୀତ ଗୁଡିକୁ ରଚନା କରିଥିବା ବେଳେ ଆଶୁତୋଷ ମହାପାତ୍ର ଏବଂ ନିରାକାର ପଣ୍ଡା ଙ୍କ…

Read More
ଉତ୍ସାହର ସହ ଚାଲିଛି ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି – ସମୀକ୍ଷା ଖବର

ଉତ୍ସାହର ସହ ଚାଲିଛି ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ: କେନ୍ଦୁଝର, ୨୪/୦୯: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱବୋଧ, ସୃଜନଶୀଳତା ଓ ନିଜସ୍ୱ ଚିନ୍ତନଶକ୍ତିର ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା, କେନ୍ଦୁଝର ପକ୍ଷରୁ ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆଜି କେନ୍ଦୁଝର ସହରସ୍ଥିତ ପିଏମ୍‌ ଶ୍ରୀ ଡି.ଏନ୍‌. ହାଇସ୍କୁଲ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ଆୟୋଜନରେ ଯୋଗଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ…

Read More
ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ – ସମୀକ୍ଷା ଖବର

ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୨୨/୯,କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସାରସକେଲା ଗ୍ରାମରେ ଏକ କୂଅ ଭିତରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗ୍ରାମର ଜିତେନ୍ଦ୍ର ବେହେରାଙ୍କ କୂଅରେ ଏକ ଜଙ୍ଗଲୀ ବାରହା ପଡ଼ିଥିବା ନେଇ ସୂଚନା ମିଳିଥିଲା।ସୂଚନା ପାଇବା ପରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀଙ୍କ ସହ ୪ ଜଣିଆ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ପାଟଣା ଅଗ୍ନିଶମ ବାହିନୀକୁ…

Read More
କେନ୍ଦୁଝରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ; ଏସ୍.ଆଇ.ଆର୍. ରେ ସହଯୋଗ ପାଇଁ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ – ସମୀକ୍ଷା ଖବର

କେନ୍ଦୁଝରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ; ଏସ୍.ଆଇ.ଆର୍. ରେ ସହଯୋଗ ପାଇଁ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର, ୨୧ ସେପ୍ଟେମ୍ବର: କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଆଜି ମିନି କନ୍‌ଫରେନ୍ସ ହଲ୍‌ଠାରେ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) ର ସଫଳ ସମାପ୍ତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିଛନ୍ତି।ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସିଂହ କହିଥିଲେ ଯେ, ସମସ୍ତ ଯୋଗ୍ୟ…

Read More
ପାଟଣା ରେ ବେଧଡ଼କ ଚୋରା ବାଲି ଚାଲାଣ: ମାଡ଼ି ବସିଲା ପାଟଣା ବନ ବିଭାଗ, ୨ ଟ୍ରାକ୍ଟର ଜବତ – ସମୀକ୍ଷା ଖବର

ପାଟଣା ରେ ବେଧଡ଼କ ଚୋରା ବାଲି ଚାଲାଣ: ମାଡ଼ି ବସିଲା ପାଟଣା ବନ ବିଭାଗ, ୨ ଟ୍ରାକ୍ଟର ଜବତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା, ୧୯/୯: କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ର ଗ୍ରାମରୁ ବେଧଡ଼କ ଭାବେ ଚାଲିଥିବା ଚୋରା ବାଲି ଚାଲାଣ ଉପରେ ପାଟଣା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରାକ୍ଟର ଜବତ କରାଯାଇଛି। ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜବତ ହୋଇଥିବା ଟ୍ରାକ୍ଟର ମଧ୍ୟରୁ ଗୋଟିଏର ନମ୍ବର OD-09-AH-8601 ବୋଲି ଜଣାପଡ଼ିଛି। ଏହି ଗାଡ଼ିରେ ପ୍ରାଇଭେଟ୍ ନମ୍ବର…

Read More
ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ – ସମୀକ୍ଷା ଖବର

ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୯,ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦିନରାତି ଅବାଧ ଚୋରା ମଦ କାରବାର ଚାଲୁ ରହିଥିବାରୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଆଜି ପାଟଣା ଥାନା ଏବଂ ଅବକାରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଗ୍ରାମରେ ବେଧଡ଼କ ଭାବେ ଚୋରା ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ଯୋଗୁଁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି ଦେଖାଦେଉଛି। ମଦ୍ୟପଙ୍କ ଉତ୍ପାତ କାରଣରୁ ମହିଳା ଓ…

Read More
ବିଜେପି କ୍ୟାମ୍ପରେ ଶରଣ ପଶିଲେ ବିଜେଡିର କିଛି ତୁଙ୍ଗନେତା – ସମୀକ୍ଷା ଖବର

ବିଜେପି କ୍ୟାମ୍ପରେ ଶରଣ ପଶିଲେ ବିଜେଡିର କିଛି ତୁଙ୍ଗନେତା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର/ଢେଙ୍କିକୋଟ:୧୫/୯,ଆଜି ଢେଙ୍କିକୋଟ ନିକଟବର୍ତ୍ତୀ ଲଙ୍ଗଳକଣ୍ଟି ଠାରେ ଥିବା ଜିଲ୍ଲା ସାଂସଦ ଙ୍କ କାର୍ଯ୍ୟାଳୟ ଠାରେ ବିଜେଡ଼ି କୁ ଗୁଡ଼ବାୟ କରି ଦିର୍ଘଦିନର ସମ୍ପର୍କ ,ମୋହ ମାୟା କୁ ଛାଡି ବିଜେପି ରେ ଯୋଗଦେଇଛନ୍ତି କିଛି ତୁଙ୍ଗନେତା l ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି l ତେଣୁ ବିଜେପି ଶିବିରରେ ଖୁସିରଲହରୀ ଖେଳି ଯାଇଛି l ବିଜେଡି ଛାଡି ବିଜେପି ରେ…

Read More
ପାଟଣାରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ପାଟଣାରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା :୧୬/୯,ପାଟଣା ରେ ଯୁବ କଣ୍ଠ ଶିଳ୍ପୀ ସଙ୍ଗୀତକାର ଶ୍ରୀତମ କୁମାର ପଣ୍ଡା ଙ୍କ ସ୍ମୁତି ରେ ଆଜି ବିଘ୍ନ ରାଜ୍ ପୂଜା କମିଟି ପାଟଣା ର ଡି ଭାଇରସ ଗ୍ରୁପ୍ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ଶିବିର ରେ ଡ଼କ୍ଟର ଶୁଭେନ୍ଦୁ ସାଗର କୁମାର ନାଏକ , ଡ଼କ୍ଟର ଅଭିଷେକ ସାହୁ, ଡକ୍ଟର ଅର୍ଣ୍ଣବ୍ ସାହୁ,ପ୍ରମୁଖ…

Read More
କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ତା.୧୫/୦୯: ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ ଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି ଯେ, ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା ।…

Read More