ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଶ୍ରୀସାଇ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଗଣେଶ ପୂଜା ପାଳିତ – ସମୀକ୍ଷା ଖବର

ଶ୍ରୀସାଇ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା :୧୪/୯,ପାଟଣା ବ୍ଲକ ମୁଖ୍ୟାଳୟରେ ସ୍ଥାପିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ସୋମବାର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀଙ୍କ ଦ୍ଵାରା ମନ ଉଲ୍ଲାସ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ସଭାପତି ପ୍ରକାଶ କୁମାର ସେଠୀ, ସମ୍ପାଦକ ଅନିଲ କୁମାର ରଣା, ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ, ଅନୁଷ୍ଠାନର ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତେଜସ୍ବିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର,…

Read More
ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳିତ – ସମୀକ୍ଷା ଖବର

ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର/ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକା ପରିସରରେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ଗଣେଶ ପୂଜା ଉତ୍ସାହର ସହ ପାଳିତ ହୋଇଛି। ଜ୍ଞାନ, ଶିକ୍ଷାରେ ସଫଳତା ଏବଂ ସମସ୍ତଙ୍କ ମଙ୍ଗଳ କାମନା କରି ଏହି ପୂଜା ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ଏକ ସୁସଜ୍ଜିତ ଶ୍ରେଣୀଗୃହରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ…

Read More
ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ – ସମୀକ୍ଷା ଖବର

ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର/ଯୋଡ଼ା, ୧୪/୯/୨୦୨୬:* ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି। ଆବର୍ଜନା ମଧ୍ୟରେ ପଲିଥିନ୍ ଓ…

Read More
ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା ଖବର

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର, ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗମ୍ବାରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ତାଣ୍ଡବ ରଚିବା ସହ ଏକ ଗୋଠଛଡ଼ା ଦନ୍ତା ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି।ସୂଚନା ଅନୁଯାୟୀ, ରାତିରେ ହାତୀପଲ ହଠାତ୍ ଗମ୍ବାରିଆ ଗାଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ…

Read More
JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼ – ସମୀକ୍ଷା ଖବର

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ଶିଳ୍ପ ଉପରେ ନିର୍ଭରଶୀଳ। ବିଶେଷକରି ଯୋଡ଼ା–ବଡ଼ବିଲ ଅଞ୍ଚଳରେ ଅନେକ ଗାଡ଼ି ମାଲିକ ଭାରୀଯାନ ଟ୍ରକ୍ କିଣି ଏହା ମାଧ୍ୟମରେ ନିଜ ପରିବାରର ଜୀବିକା ନିର୍ବାହ କରୁଛନ୍ତି। ତେବେ ଦିନକୁ ଦିନ ଗାଡ଼ି ମାଲିକମାନେ ନିଜ ଗାଡ଼ି ଲୋଡ୍ କରିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।…

Read More
ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ – ସମୀକ୍ଷା ଖବର

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୧/୯,ରାତି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଜଣାପଡ଼ିଛି। ପରେ ଗାଡ଼ି ତଲାସ କରାଯିବା ପରେ ଏଥିରୁ ଛେଳି ଚୋରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ, ରାତିରେ ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋକୁ ଅଟକ କରାଯାଇଥିଲା। ତେବେ ପୋଲିସକୁ ଦେଖି ଡ୍ରାଇଭର ଗାଡ଼ି…

Read More

କୃଷି ବିଭାଗ ପକ୍ଷରୁ ତୈଳ ବୀଜ ଚାଷ ପ୍ରଶିକ୍ଷଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍ /କେନ୍ଦୁଝର: ପାଟଣା:୧୦/୯,ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସଭାଗୃହରେ ଅନୁସୂଚିତ ଜାତିର ୪୦ ଜଣ ଚାଷୀଙ୍କୁ ତୈଳ ବୀଜ ଜାତୀୟ ଚାଷ ଉପରେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ଏଥିରେ ୪୦ ଜଣ ଚାଷୀ ଅଂଶ ଗ୍ରହଣ କରିଛନ୍ତି।ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ଘଟଗାଁ ବ୍ଲକ ସହ ଅଧିକାରୀ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଚାଷୀ ମାନଙ୍କୁ ଧାନ ଚାଷ ପରବର୍ତ୍ତୀ ଲାଭ ଜନକ ତୈଳ…

Read More

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର :୧୦/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛି ବ୍ଲକ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ କୁମାର ମହାନ୍ତ ତେଣ୍ଡରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସରଜମିନ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଓ ସମୟାନୁସାରେ କାର୍ଯ୍ୟ…

Read More
ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ – ସମୀକ୍ଷା ଖବର

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:କେନ୍ଦୁଝର -10/09ଗତକାଲି କେନ୍ଦୁଝର ସଦର ଅବକାରୀ ବିଭାଗ ପକ୍ଷରୁ OIC ଙ୍କ ନେତୃତ୍ୱ ରେ ଏକ ଟିମ ସହରର ପୁରୁଣା ବଜାର କେଉଟ ସାହିରେ ହଟାତ ଚଢ଼ାଉ କରି 17kg ଗଂଜେଇ ସହ ସୁକାନ୍ତି ନାୟକ (32) ଗିରଫ କରି କୋର୍ଟ ଚାଲାଣ କରିଛି l ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Read More
କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ – ସମୀକ୍ଷା ଖବର

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର -09/09କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ବ୍ଲକ ମୂଷାନାଳି ଗ୍ରାମରେ ଘଟିଯାଇଛି ଏକ ଦୁଖଃଦ ଘଟଣା l ଆଜି ସକାଳେ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ପୁତ୍ର ଦୟାନିଧି ମହାନ୍ତ ୪୮ଘରେ ଇ6ଲକ୍ରିଟ କାମ କରୁଥିଲା ବେଳେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଗୁରୁତର ହୋଇପଡିଥିଲେ, ତାଙ୍କୁ ସଂଗେ ସଂଗେ ସ୍ୱାମପାଟଣା ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ଦୟାନିଧି ଜଣେ ଆଧ୍ୟାତ୍ମିକ, ସରଳ…

Read More