ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ – ସମୀକ୍ଷା ଖବର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର -10/09
ଗତକାଲି କେନ୍ଦୁଝର ସଦର ଅବକାରୀ ବିଭାଗ ପକ୍ଷରୁ OIC ଙ୍କ ନେତୃତ୍ୱ ରେ ଏକ ଟିମ ସହରର ପୁରୁଣା ବଜାର କେଉଟ ସାହିରେ ହଟାତ ଚଢ଼ାଉ କରି 17kg ଗଂଜେଇ ସହ ସୁକାନ୍ତି ନାୟକ (32) ଗିରଫ କରି କୋର୍ଟ ଚାଲାଣ କରିଛି l ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ