ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କେନ୍ଦୁଝର:ପେଜୁଆ ବିରି କୁ ଜିଆଇ ଟ୍ୟାଗ୍ ର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସରକାର – ସମୀକ୍ଷା ଖବର

କେନ୍ଦୁଝର:ପେଜୁଆ ବିରି କୁ ଜିଆଇ ଟ୍ୟାଗ୍ ର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସରକାର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା: କେନ୍ଦୁଝର,09/09 କେନ୍ଦୁଝର ଫୁଲବଡ଼ି ରେ ବ୍ୟବହାର ହେଉଥିବା ମୁଖ୍ୟ ସାମଗ୍ରୀ ପେଜୁଆ ବିରିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଉପରେ ଗବେଷଣା କରୁଥିବା କେନ୍ଦୁଝର ସହର ଜୁଡ଼ିଆ ସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍‌ଆର୍‌ଟିଟିଏସ୍) ଏସମ୍ପର୍କିତ ସମସ୍ତ ତଥ୍ୟ ଦସ୍ତାବିଜ୍‌ ଓୟୁଏଟିରେ ଦାଖଲ ଜାରି କରିଛି।ଜିଲ୍ଲାର ଫୁଲବଡ଼ି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପରିଚିତ ଏଥିପାଇଁ ଆବଶ୍ୟକ ହେଉଥିବା…

Read More
ବଡବିଲ:ସଂରକ୍ଷିତ ଜଙ୍ଗଲରେ ବେଆଇନ ରାସ୍ତା ନିର୍ମାଣ,୫ ଭାରୀଯାନ ଜବତ କମ୍ପାନୀ କୁ ବନ ବିଭାଗର ନୋଟିସଆର୍ସେଲର ମିତ୍ତଲ ନିପନ ଷ୍ଟିଲ ର ଆଇନକୁ ଉଲଙ୍ଘନ – ସମୀକ୍ଷା ଖବର

ବଡବିଲ:ସଂରକ୍ଷିତ ଜଙ୍ଗଲରେ ବେଆଇନ ରାସ୍ତା ନିର୍ମାଣ,୫ ଭାରୀଯାନ ଜବତ କମ୍ପାନୀ କୁ ବନ ବିଭାଗର ନୋଟିସଆର୍ସେଲର ମିତ୍ତଲ ନିପନ ଷ୍ଟିଲ ର ଆଇନକୁ ଉଲଙ୍ଘନ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର – ବଡବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବିନା ଅନୁମତିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ରେଳ ଧାରଣା ପକାଇବା ପାଇଁ ରାସ୍ତା ନିର୍ମାଣ କରୁଛି । ଏହା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉକ୍ତ ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଟି ବେଲଗୁଣ୍ଡି ଓଏମଡିସି ଖଣି ଲିଜ୍ ଅଞ୍ଚଳ ଅଧିନରେ ଥିବାବେଳେ ତାଙ୍କଠାରୁ କୌଣସି (ଏନଓସି) ଆପତ୍ତି ବିହୀନ ପ୍ରମାଣ ପତ୍ର…

Read More
ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି – ସମୀକ୍ଷା ଖବର

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: ଚମ୍ପୁଆ -୦୯/୦୯, ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମy ରୁଗୁଡ଼ିସାହି ରେ ରୁହନ୍ତି ଚୈତନ୍ୟ ମୁଣ୍ଡା (୬୫) l ଅନେକ ବର୍ଷ ହେଲା ତାଙ୍କ ପିତା ଟସେ ମୁଣ୍ଡା ପରଲୋକ ଗମନ କରିଛନ୍ତି l ଚୈତନ୍ୟ ଅବିବାହିତ l ତା ‘ର ସାହା ଭରସା କେହି ନାହିଁ l ଚୈତନ୍ୟ ର ନା ଅଛି ବାସଗୃହ, ନା ଅଛି ଆଧାର କାର୍ଡ lଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ…

Read More
କେନ୍ଦୁଝର:ହାଣ୍ଡିଭଙ୍ଗା ଗ୍ରାମରେ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

କେନ୍ଦୁଝର:ହାଣ୍ଡିଭଙ୍ଗା ଗ୍ରାମରେ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ସଚେତନତା କାର୍ଯ୍ୟକ୍ରମ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର, ୮ ସେପ୍ଟେମ୍ବର ୨୦୨୬: ମହିଳା ଓ ବାଳିକାଙ୍କ ସୁରକ୍ଷା, ସହାୟତା ଏବଂ ସଶକ୍ତିକରଣ ଉଦ୍ଦେଶ୍ୟରେ ସଖୀ ଓନ୍ ଷ୍ଟପ୍ ସେଣ୍ଟର (OSC), କେନ୍ଦୁଝର ପକ୍ଷରୁ ଆଜି ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସଖୀ ଓଏସ୍‌ସିର କେନ୍ଦ୍ର ପ୍ରଶାସକ ଶ୍ରୀମତୀ ସୁଜାତାରାଣୀ ପାଢ଼ୀ, କାଉନ୍ସେଲର ମିସ୍ ଦୀପିକା ନାୟକ ଏବଂ କେସ୍ ୱାର୍କର ମିସ୍ ତବସୁମ୍ ବେଗମ୍ ଯୋଗଦେଇଥିଲେ। ଏହି…

Read More
ପାଟଣା:ଅଧ୍ୟାପକ ପଦବୀ ପୂରଣ ଦାବିରେ କଲେଜ ଗେଟ୍‌ରେ ତାଲା, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

ପାଟଣା:ଅଧ୍ୟାପକ ପଦବୀ ପୂରଣ ଦାବିରେ କଲେଜ ଗେଟ୍‌ରେ ତାଲା, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଛାତ୍ରଛାତ୍ରୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ୍ /କେନ୍ଦୁଝର: ପାଟଣା, ୯/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଦାବିରେ ବୁଧବାର ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ସକାଳ ୬ଟାରୁ ଧାରଣାରେ ବସିଥିଲେ।ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଓ ଇତିହାସ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଇଂରାଜୀ ବିଭାଗରେ ମାତ୍ର…

Read More
ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର – ସମୀକ୍ଷା ଖବର

ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୮/୯,ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀ ଓ ରେଡ ରିବନ କ୍ଲବ ସହଯୋଗରେ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାର , ରାଜ୍ୟ ରକ୍ତଦାତା ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଓ ଏଚଡିଏଫ୍ସି ବ୍ୟାଙ୍କ ଆନ୍ଦପୁରର ପ୍ରୋତ୍ସାହନରେ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭୩ ଜଣ ରକ୍ତଦାତା ରକ୍ତଦାନ କରି…

Read More
କେନ୍ଦୁଝରରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ବ୍ୟାପକ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜୀବନରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝରରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ବ୍ୟାପକ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜୀବନରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନିୟୁଜ୍ /କେନ୍ଦୁଝର: କେନ୍ଦୁଝର, ୮ ସେପ୍ଟେମ୍ବର ୨୦୨୬: ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ଥାନୀୟ ଲୋକଙ୍କ କ୍ଷମତା ବୃଦ୍ଧି କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମଙ୍ଗଳବାର ଦିନ ହାଟଡିହି ବ୍ଲକର ହାବଳେଶ୍ୱର ବନ୍ୟା ଆଶ୍ରୟସ୍ଥଳୀଠାରେ ଏକ ବିପର୍ଯ୍ୟୟ ସୁରକ୍ଷା ଓ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ର ୩ୟ ବାହିନୀ ଏବଂ…

Read More
କେନ୍ଦୁଝରର ସ୍କୁଲଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଓ ଗୁଣାତ୍ମକ ଶିକ୍ଷାର ନୂଆ ଅଧ୍ୟାୟ: ‘ଷ୍ଟାର୍ସ’ ମାଧ୍ୟମରେ ସୁଦୃଢ଼ ହେଉଛି ଶିକ୍ଷା ଭିତ୍ତିଭୂମି। – ସମୀକ୍ଷା ଖବର

କେନ୍ଦୁଝରର ସ୍କୁଲଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଓ ଗୁଣାତ୍ମକ ଶିକ୍ଷାର ନୂଆ ଅଧ୍ୟାୟ: ‘ଷ୍ଟାର୍ସ’ ମାଧ୍ୟମରେ ସୁଦୃଢ଼ ହେଉଛି ଶିକ୍ଷା ଭିତ୍ତିଭୂମି।

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:କେନ୍ଦୁଝର ୦୮/୦୯: କେନ୍ଦୁଝର ଗ୍ରାମାଞ୍ଚଳର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନର ଶୈଳୀ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି। କେବଳ ଘୋଷାପାଠ ନୁହେଁ, ବ୍ୟାବହାରିକ ଜ୍ଞାନ ସହ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଏହି ସ୍କୁଲଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଜିଲ୍ଲାରେ ‘ଷ୍ଟାର୍ସ’ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଏହି ସକାରାତ୍ମକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଘୋଷାପାଠ ଓ ପରୀକ୍ଷା କେନ୍ଦ୍ରିକ ସଂକୁଚିତ ଶିକ୍ଷା ପଦ୍ଧତିକୁ ଏଡ଼ାଇ ପିଲାଙ୍କ ମୌଳିକ ସୃଜନଶୀଳତା ଓ ବ୍ୟାବହାରିକ ଜ୍ଞାନର…

Read More
ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ – ସମୀକ୍ଷା ଖବର

ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା :୮/୯,ଆଜି ପାଟଣା ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଏକ ରାଲି ର ଆୟୋଜନ କରାଯାଇ ଥିଲା।ଏହି ରାଲିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କୁମାର ରାୟ, କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟୀ ତ୍ରୀପାଠୀ ପ୍ରମୁଖା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସହ ଗ୍ରାମ ପରିକ୍ରମା କରି ସାକ୍ଷରତା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ…

Read More
କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ – ସମୀକ୍ଷା ଖବର

କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: ଦୁଃଖ ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ମାନବ ପ୍ରେମୀ ସେବା ଟ୍ରଷ୍ଟ l ଚମ୍ପୁଆ ନିକଟ ମଙ୍ଗଳ ପୁର ଗ୍ରାମର ସୁବାସ ଗିରି ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ମାତ୍ର ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ତ୍ରୀ ମେନକା ଗିରି ଶୁଦ୍ଧି କ୍ରିୟା ପାଇଁ ସମ୍ପୂର୍ଣ ଅସମର୍ଥ ଥିଲେ l ପରିବାରର ଏହି ଦୁଃଖଦ ଖବର ପାଇବା ପରେ…

Read More