ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୩/୧୦/୨୬ ୨ ଅକ୍ଟୋବର: ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ପ୍ରଭାବ ମଧ୍ୟରେ କୃଷକଙ୍କ ଜୀବିକାକୁ ସୁରକ୍ଷିତ ରଖିବା, କୃଷି ଉତ୍ପାଦନକୁ ସ୍ଥିର କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଜଳବାୟୁ ସହନଶୀଳ କୃଷି ଓ ପ୍ରାକୃତିକ କୃଷି ପଦ୍ଧତି ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବ୍ଲକ୍‌ର ବି.ଏଲ୍.ପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ କୃଷକ ଓ ଗ୍ରାମବାସୀଙ୍କୁ ନେଇ ଜଳବାୟୁ ପରିବର୍ତ୍ତନ…

Read More
ଏମ୍‌ଭି-୫୩ ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା ,ବନ ବିଭାଗର ତତ୍ପରତା; ସୁସ୍ଥ ହେଲେ ପ୍ରାକୃତିକ ପରିବେଶରେ ଛଡ଼ାଯିବ – ସମୀକ୍ଷା ଖବର

ଏମ୍‌ଭି-୫୩ ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା ,ବନ ବିଭାଗର ତତ୍ପରତା; ସୁସ୍ଥ ହେଲେ ପ୍ରାକୃତିକ ପରିବେଶରେ ଛଡ଼ାଯିବ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୦୧/୧୦/୨୬ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଏମ୍‌ଭି-୫୩ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ରେ ସୋମନାଥପୁର ସେକ୍ସନ୍ ଅଧୀନ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଏହି ବଜ୍ରକାପ୍ତାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।ସୂଚନା ଅନୁଯାୟୀ, ଏମ୍‌ଭି-୫୩ ଗ୍ରାମର ବାସିନ୍ଦା ରବି ରାୟ ନିଜ ଘର ବାରିପଟେ କୁକୁର ଦୀର୍ଘ ସମୟ ଧରି ଭୁକୁଥିବା ଦେଖି ସେଠାକୁ ଯାଇଥିଲେ। ଏହି…

Read More
ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୦୧/୧୦/୨୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି)-୨୦୨୬ ଆଜି ୩ ଟି କେନ୍ଦ୍ରରେ ଅନୁଷ୍ଠିତ ସୁରୁଖୁରୁରେ ହୋଇଯାଇଛି ।ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଲା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅନୁସାରେ ୬୯୭ ପରୀକ୍ଷାର୍ଥୀ ୩ଟି…

Read More
ଅନ୍ତରାଜ୍ୟ ଚୋରକୁ କାବୁ କଲା ପଡିଆ ପୁଲିସ:ପଡୋଶୀ ରାଜ୍ୟରେ ୨୫ ଡକାୟତି ମାମଲା ପରେ ଓଡ଼ିଶାରେ ଥିଲା ନଜର – ସମୀକ୍ଷା ଖବର

ଅନ୍ତରାଜ୍ୟ ଚୋରକୁ କାବୁ କଲା ପଡିଆ ପୁଲିସ:ପଡୋଶୀ ରାଜ୍ୟରେ ୨୫ ଡକାୟତି ମାମଲା ପରେ ଓଡ଼ିଶାରେ ଥିଲା ନଜର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିବା ଜଣେ ଅନ୍ତରାଜ୍ୟ ଚୋରକୁ କାବୁ କରିଛି ପଡିଆ ପୁଲିସ। ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ଥାନା ଅଞ୍ଚଳରେ ଚୋରି ଘଟଣାର ତଦନ୍ତ କରି ପୁଲିସ ଭଦ୍ରାଚଳମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ନାମ କାନିଥି ଭେଙ୍କେଟେଶ୍ୱରାଲୁ ବୋଲି ଜଣାପଡିଛି । ପୁଲିସ ସୂଚନା ଅନୁଯାୟୀ, ଏମଭି-୧୧୭ ଗ୍ରାମର ପୂର୍ଣ୍ଣିମା ସାନା ଅସୁସ୍ଥତା କାରଣରୁ…

Read More
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଅଯୋଧ୍ୟା-ବାରାଣସୀ ଗସ୍ତ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଅଯୋଧ୍ୟା-ବାରାଣସୀ ଗସ୍ତ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟା ଏବଂ ବାରାଣସୀ ଗସ୍ତ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କୁ ବିଦାୟ ଦେବା ସହ ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ତୀର୍ଥଯାତ୍ରାରେ ମାଲକାନଗିରି ଜିଲ୍ଲାରୁ ମୋଟ…

Read More
ମାଲକାନଗିରି ସଂସ୍କୃତି ଭବନଠାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ – ସମୀକ୍ଷା ଖବର

ମାଲକାନଗିରି ସଂସ୍କୃତି ଭବନଠାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ମାଲକାନଗିରି ବନଖଣ୍ଡ ପକ୍ଷରୁ ସଂସ୍କୃତି ଭବନଠାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ–୨୦୨୬ ଅତି ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସୁସ୍ଥ ସହାବସ୍ଥାନର ବାର୍ତ୍ତା ନେଇ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗ ଦେଇଥିବା ବେଳେ…

Read More
ମାଲକାନଗିରିରେ “ଆଙ୍ଗନ କି ଉତ୍ସବ” ପାଳିତ: ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନେଇ ଗୁରୁତ୍ୱ – ସମୀକ୍ଷା ଖବର

ମାଲକାନଗିରିରେ “ଆଙ୍ଗନ କି ଉତ୍ସବ” ପାଳିତ: ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନେଇ ଗୁରୁତ୍ୱ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି ସ୍ତରରେ କିଶୋରୀ, ପ୍ରସୂତି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସଚେତନତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଆଡ଼ମ୍ବର ସହକାରେ ଆଙ୍ଗନ କି ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ୧୧୯ କୋଲୋନି ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୂଚିତା ପଣ୍ଡା, ପ୍ରକଳ୍ପ ଅଧିକାରିଣୀ ସଭ୍ୟାରାଣୀ ମାଝୀ, ମମତା ଜିଲ୍ଲା ପ୍ରକଳ୍ପ…

Read More
ବେଆଇନ ଆୟରେ ସମ୍ପତ୍ତି ଠୁଳ ଅଭିଯୋଗ: AEE ଶିଶିର କୁମାର ଦାଶ ଗିରଫ – ସମୀକ୍ଷା ଖବର

ବେଆଇନ ଆୟରେ ସମ୍ପତ୍ତି ଠୁଳ ଅଭିଯୋଗ: AEE ଶିଶିର କୁମାର ଦାଶ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ମାଥିଲି ବ୍ଲକରେ AEE ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ମାଲକାନଗିରି DRDAରେ ସଂଲଗ୍ନ ଥିଲେ।ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶିର କୁମାର ଦାଶଙ୍କ ବିଭିନ୍ନ ସମ୍ପତ୍ତି ଉପରେ ହୋଇଥିବା ତଲାସୀ ସମୟରେ ୨ଟି ବହୁତଳ କୋଠା, ଯାହାର ମୋଟ ନିର୍ମିତ…

Read More
ମାଲକାନଗିରିରେ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରିରେ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି/ ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଲକାନଗିରି ପରିସରରେ ଏକ ଜିଲ୍ଲାସ୍ତରୀୟ ହାଇସ୍କୁଲ ପର୍ୟ୍ୟାୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏଥିରେ ବିଚାରକ ଭାବେ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ସେଠୀ,…

Read More
ମାଲକାନଗିରି ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ: ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମହା ସମାରୋହ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ: ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମହା ସମାରୋହ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସମଗ୍ର ଜିଲ୍ଲାର ୧,୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଆଙ୍ଗନ କା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପ୍ରତ୍ୟେକ କେନ୍ଦ୍ରରେ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ସ୍ଥାନୀୟ ପ୍ରତିନିଧି…

Read More