ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମାଲକାନଗିରି ଜିଲ୍ଲା ପ୍ରଶାସନକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଶବବାହକ ଗାଡ଼ି ପ୍ରଦାନ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ପ୍ରଶାସନକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଶବବାହକ ଗାଡ଼ି ପ୍ରଦାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୯/୦୯/୨୬ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ଶବବାହକ ଗାଡ଼ି ପ୍ରଦାନ କରାଯାଇଛି। ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏହି ଗାଡ଼ିଟିକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ମୁଖ୍ୟ…

Read More
ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ – ସମୀକ୍ଷା ଖବର

ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେବନ୍ୟଜନ୍ତୁଙ୍କୁ ଚାଲାଣକାରୀଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଆଧାର କରି ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଥିଲା। ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।ଯାଞ୍ଚ ସମୟରେ ଏକମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ…

Read More
ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର – ସମୀକ୍ଷା ଖବର

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା’ର ନବଜାତ ଛୁଆମାନଙ୍କ ସହ ରହୁଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ କୁକୁର ଓ ଛୁଆମାନଙ୍କୁ ଖାଦ୍ୟ ଦେବା ସମୟରେ…

Read More
ମାଲକାନଗିରି:ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ – ସମୀକ୍ଷା ଖବର

ମାଲକାନଗିରି:ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ଜିଲ୍ଲା ପ୍ରଶାସନ ପକ୍ଷରୁ ସେବା ଓ ଜନସମ୍ପର୍କକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସେବା ସଂକଳ୍ପ ଅଭିଯାନ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆଜି ଏହି ଜନକଲ୍ୟାଣକାରୀ ଅଭିଯାନର ପ୍ରଥମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ…

Read More
କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୩ଟି ଅଭିଯୋଗ ପତ୍ର ଗ୍ରହଣ – ସମୀକ୍ଷା ଖବର

କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୩ଟି ଅଭିଯୋଗ ପତ୍ର ଗ୍ରହଣ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋରୁକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, କୋରୁକୋଣ୍ଡା ବିଡିଓ ଅମୂଲ୍ୟ ମହାପାତ୍ର ଏବଂ ସହକାରୀ…

Read More
ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ – ସମୀକ୍ଷା ଖବର

ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏକ ନୂତନ ଏଟିଏମ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଗୁରୁବାର ଆୟୋଜିତ ଏହି ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଟିଏମ୍‌ର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପ୍ରମୁଖ ପ୍ରତାପ କୁମାର ବୈରିଗଞ୍ଜନଙ୍କ ସମେତ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ…

Read More
ପୋଲିସ ହାତରେ ଧରା ପଡ଼ିଲା ମୋଟର ସାଇକେଲ ଚୋରି କରୁଥିବା ଚୋର – ସମୀକ୍ଷା ଖବର

ପୋଲିସ ହାତରେ ଧରା ପଡ଼ିଲା ମୋଟର ସାଇକେଲ ଚୋରି କରୁଥିବା ଚୋର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ କରିଛି କାଲିମେଳା ପୋଲିସ। ଏହି ଗ୍ୟାଙ୍ଗର ସର୍ଦ୍ଦାର ଜଣେ ମୋଟର ସାଇକେଲ ଚୋରି କରିବାରେ ମାହୀର ସେ ମାତ୍ର ୨ ମିନିଟରେ ଯେ କୌଣସି ବାଇକ୍ ର ଲକ୍ ଭାଙ୍ଗି ଚୋରି କରିପାରୁଥିଲା। ଏହି ଚୋରି ଗାଡିର ଚେର ଏବେ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ…

Read More
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ “ମାଳିପୁଟ ମେଲୋଡିସ ” ସିନେମା – ସମୀକ୍ଷା ଖବର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ “ମାଳିପୁଟ ମେଲୋଡିସ ” ସିନେମା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୬/୦୯/୨୬ଅଭିନୟ ଦୋହରାଇଛି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳନ, ବେଶଭୂଷା ଓ ବଣ ପାହାଡ଼କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର “ମାଳିପୁଟ ମେଲୋଡିସ ”। ଏହି ଚଳଚିତ୍ର ଟି ଆସନ୍ତା ୧୮ ତାରିଖ ଶୁକ୍ରବାର ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।ଏହି ଚଳଚ୍ଚିତ୍ରରେ କୋରାପୁଟ ଜିଲ୍ଲା ର ଜୀବନଧାରା, ପ୍ରାକୃତିକ ପରିବେଶ, ଆଦିବାସୀ ସଂସ୍କୃତି ଓ ସ୍ଥାନୀୟ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି। ନିଜ…

Read More
କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ – ସମୀକ୍ଷା ଖବର

କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ…

Read More
ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ – ସମୀକ୍ଷା ଖବର

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି…

Read More