ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
‘ନନ୍ଦ ଘରେ ଆନନ୍ଦ’ରେ ମୁଖରିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ – ସମୀକ୍ଷା ଖବର

‘ନନ୍ଦ ଘରେ ଆନନ୍ଦ’ରେ ମୁଖରିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : ଗାଇସିଲେଟ: ୦୪/୦୯/୨୬ ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା ଓ ବିଭିନ୍ନ ପୌରାଣିକ ଚରିତ୍ରର ଅଭିନୟରେ ଉତ୍ସବମୁଖର ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା…

Read More
କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର – ସମୀକ୍ଷା ଖବର

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର , ୦୩/୦୯: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି, ସମ୍ବଲପୁର) ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,(ଭା.ପ୍ର.ସେ.), ଆଜି ଦ୍ୱିତୀୟ ଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚମ୍ପୁଆ ଗସ୍ତ କରିବା ସହ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ଗସ୍ତ…

Read More
ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ – ସମୀକ୍ଷା ଖବର

ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ/ 04/09: କେନ୍ଦୁଝର ସହର ନିକଟରେ ଥିବା ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ପରିସରରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ପୋଷାକ ରେ ରାଧା -କୃଷ୍ଣ ବେଶ ହୋଇ ନୃତ୍ୟ ଓ ସଂଗୀତ ପରିବେଷଣ କରି ସମସ୍ତଙ୍କର ମନ ମୋହିଥିଲେ l ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଶ୍ରୀକୃଷ୍ଣ ଙ୍କ…

Read More
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ/ଲଘୁ ଚଳଚ୍ଚିତ୍ର (short film) ‘ଅନୁଭବ’ ଏବେ ୟୁଟ୍ୟୁବ୍‌ରେ ଉପଲବ୍ଧ – ସମୀକ୍ଷା ଖବର

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ/ଲଘୁ ଚଳଚ୍ଚିତ୍ର (short film) ‘ଅନୁଭବ’ ଏବେ ୟୁଟ୍ୟୁବ୍‌ରେ ଉପଲବ୍ଧ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ଜଗତରେ ଏକ ଉଲ୍ଲେଖନୀୟ ସୃଷ୍ଟି ହେଉଛି ‘ଅନୁଭବ’। ୧୮ ମିନିଟର ଏହି ଚଳଚ୍ଚିତ୍ରଟି ୨୦୨୪ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି।ଜୀବନର ବିଭିନ୍ନ ଅନୁଭବ ଓ ସମ୍ବେଦନଶୀଳତାକୁ କେନ୍ଦ୍ର କରି ନିର୍ମିତ ଏହି ପାରିବାରିକ ଚଳଚ୍ଚିତ୍ରଟି ଏକ ମନଛୁଆଁ ପ୍ରୟାସ। ଜିନୁ ଜି ଡାନିଏଲ ଏବଂ ପିଙ୍କି ପ୍ରଧାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଅନୁଭବ’ର କାହାଣୀ ରଚନା କରିଛନ୍ତି…

Read More
ସ୍ବର୍ଗତ ରବୀନ୍ଦ୍ର ଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ – ସମୀକ୍ଷା ଖବର

ସ୍ବର୍ଗତ ରବୀନ୍ଦ୍ର ଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ

ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ବାସୁଦେବପୁର / ଭଦ୍ରକ /ସମୀକ୍ଷା ନ୍ୟୁଜ/ ୩/୦୯:ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଭାଗପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ,ପାଲା ,ଗାୟକ,ସାହିତ୍ୟିକ,ରାତିକ,ଚିକିତ୍ସାଓ ସଂସ୍କୃତି ଜଗତର ନିଷ୍ଟାପର ସେବକ ତଥା ଅନେକ ଶିକ୍ଷା ଅନୁଷ୍ଠିନର ପ୍ରାଣ ପ୍ରତିଷ୍ଠାତା ରବିନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଦ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି|ଏହି ଉତ୍ସାବରେ କବି ଓ ଗୀତିକାର ସୁଦର୍ଶନ…

Read More
ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର – ସମୀକ୍ଷା ଖବର

ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମରେ ନାଳ ପାଣିରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଗ୍ରାମର ଡ୍ରେନେଜ୍ ସମସ୍ୟାର ସମାଧାନ ହେଉନାହିଁ। ମାଣ୍ଡିଆ ସାହିଠାରୁ ହନୁମାନ ମନ୍ଦିର ଓ ଗ୍ରାମ ଛକ ପର୍ଯ୍ୟନ୍ତ ରାସ୍ତାରେ ନାଳପାଣି ଜମି ରହିବା ସହ କାଦୁଅ ହେଉଥିବାରୁ ଲୋକେ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି। ମାଣ୍ଡିଆ ସାହିର ପ୍ରାୟ ୫୦ ପରିବାର ଏଥିରେ ପ୍ରଭାବିତ…

Read More
କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ – ସମୀକ୍ଷା ଖବର

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୪/୯: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ,…

Read More
ତଲାବିରା କୋଇଲା ଡମ୍ପ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ : ଘନ ଧୂଆଁରେ ପରିବେଶ ଅସ୍ତବ୍ୟସ୍ତ, କୋଟି କୋଟି ଟଙ୍କାର କୋଇଲା କ୍ଷତି ନେଇ ପ୍ରଶ୍ନ‘ଦାୟିତ୍ୱ କିଏ ନେବ?, କମ୍ପାନୀର ଆଭିମୁଖ୍ୟକୁ ନେଇ ତେଜିଲା ଅସନ୍ତୋଷ – ସମୀକ୍ଷା ଖବର

ତଲାବିରା କୋଇଲା ଡମ୍ପ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ : ଘନ ଧୂଆଁରେ ପରିବେଶ ଅସ୍ତବ୍ୟସ୍ତ, କୋଟି କୋଟି ଟଙ୍କାର କୋଇଲା କ୍ଷତି ନେଇ ପ୍ରଶ୍ନ‘ଦାୟିତ୍ୱ କିଏ ନେବ?, କମ୍ପାନୀର ଆଭିମୁଖ୍ୟକୁ ନେଇ ତେଜିଲା ଅସନ୍ତୋଷ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୪/୯ : ଏନଏଲସି କମ୍ପାନୀ ପରିଚାଳିତ ତଲାବିରା-୨ ଓ ୩ ଓପନ କାଷ୍ଟ ପ୍ରୋଜେକ୍ଟ (ଓସିପି)ର କୋଇଲା ଡମ୍ପ ୟାର୍ଡରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି l ଡମ୍ପ ୟାର୍ଡର ବିଭିନ୍ନ ସ୍ଥାନରୁ ଘନ ଧଳା ଧୂଆଁ ବାହାରୁଥିବା ସହ ଅନେକ ସ୍ଥାନରେ କୋଇଲା ଜଳୁଥିବା ଦେଖାଯାଇଛି l ଅଗ୍ନି ନିୟନ୍ତ୍ରଣ ପାଇଁ ଭାରୀ ଯନ୍ତ୍ରପାତି ମାଧ୍ୟମରେ ଜଳୁଥିବା କୋଇଲାକୁ ହଟାଇବା ପ୍ରକ୍ରିୟା ଚାଲିଥିବା ମଧ୍ୟ…

Read More
ଗାଇସିଲେଟ ଥାନାର ନୂତନ ଥାନାଧିକାରୀ ଭାବେ ସୁଶିଲ କୁମାର ନାୟକଙ୍କ ଯୋଗଦାନ : କହିଲେ ଶାନ୍ତି, ଶୃଙ୍ଖଳା ଓ ନାଗରିକଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା – ସମୀକ୍ଷା ଖବର

ଗାଇସିଲେଟ ଥାନାର ନୂତନ ଥାନାଧିକାରୀ ଭାବେ ସୁଶିଲ କୁମାର ନାୟକଙ୍କ ଯୋଗଦାନ : କହିଲେ ଶାନ୍ତି, ଶୃଙ୍ଖଳା ଓ ନାଗରିକଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ଗାଇସିଲେଟ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଥାନାର ନୂତନ ଥାନାଧିକାରୀ (ଆଇଆଇସି) ଭାବେ ଶ୍ରୀଯୁକ୍ତ ସୁଶିଲ କୁମାର ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ନାୟକ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଥାନାରେ ପହଞ୍ଚିବା ପରେ ଶ୍ରୀ ନାୟକ…

Read More
୧୮ ବର୍ଷ ସଙ୍ଘର୍ଷର ଅନ୍ତଚାଷୀ ମୂଲିଆ ଆଦିବାସୀ ସଂଘ ହାତକୁ ମୁକ୍ତ ହେଲା ଜମି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାସ୍କର ବିଡିକାଙ୍କ ପୈତୃକ ଜମି ଫେରିଲା – ସମୀକ୍ଷା ଖବର

୧୮ ବର୍ଷ ସଙ୍ଘର୍ଷର ଅନ୍ତଚାଷୀ ମୂଲିଆ ଆଦିବାସୀ ସଂଘ ହାତକୁ ମୁକ୍ତ ହେଲା ଜମି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାସ୍କର ବିଡିକାଙ୍କ ପୈତୃକ ଜମି ଫେରିଲା

କିନ୍ତାଳୀ ସାୟା ରାଜୁ/ ସାମ୍ବାଦିକ / ନାରାୟଣପାଟଣା/ସମୀକ୍ଷା ନ୍ୟୁଜ : ୩/୯: ଦୀର୍ଘ ୧୮ ବର୍ଷ ର ବ୍ୟବଧାନ ସଙ୍ଘର୍ଷ ଅନ୍ତ ଘଟିଛି । ନାରାୟଣପାଟଣା ବ୍ଲକ ର ଚାଷୀ ମୂଲିଆ ଆଦିବାସୀ ସଂଘ ର କବ୍ଜାରେ ଥିବା କଣ ଆଜଦିବାସୀ ଙ୍କ ଜମି କୁ ଆଜି ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସହ କୋରାପୁଟ ଉପଜିଲ୍ଲାପାଳ ଆଦେଶରେ ନାରାୟଣପାଟଣା ପ୍ରଶାସନ ପୋଡାପଦର ପଂଚାୟତ ର ବିସ୍ଥାପିତ ଙ୍କ ଜମି କୁ ମାପଚୁପ କରି ଜମିର ଅସଲ ମାଲିକ…

Read More