ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୪/୦୯/୨୬ମାଲକାନଗିରି ଜିଲ୍ଲା ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରିଛନ୍ତି ସାପ ଧରାଳି। ଖାଦ୍ୟ ସନ୍ଧାନରେ ଅଜଗରଟି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା ଜଣାପଡିଛି। ସାପଟିକୁ ଦେଖି ଘରଲୋକଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ହୋଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ…