ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ – ସମୀକ୍ଷା ଖବର

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ / ରାଉରକେଲା : ସୁନ୍ଦରଗଡ଼, ୦୩/୦୯/୨୬: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ବଣାଇ ଉପଖଣ୍ଡ ଗସ୍ତ କରି ଜିଲ୍ଲା ରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ଆୟୁକ୍ତ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀ ମାନଙ୍କ ସହ ଏସ୍ ଆଇ ଆର୍ ସମ୍ପର୍କିତ ଆପତ୍ତି ଅଭିଯୋଗ ଶୁଣାଣି ଉପରେ ଆଲୋଚନା…

Read More
ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ – ସମୀକ୍ଷା ଖବର

ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ନବନିଯୁକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌ଓ) ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ଗୁରୁବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଡଃ. ସୁବାସ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପଦୋନ୍ନତି ପାଇ ପାଟଣା ସିଏଚ୍‌ସିରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗତ ମଙ୍ଗଳବାର ଆନୁଷ୍ଠାନିକ ଭାବେ ପାଟଣା ସିଏଚ୍‌ସିରେ ଯୋଗଦେଇଥିଲେ।ଏହି ଅବସରରେ ଗୁରୁବାର ପାଟଣା…

Read More
ଦାନବୀର ତାପଙ୍ଗ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ 256 ତମ ଜୟନ୍ତୀ, ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ – ସମୀକ୍ଷା ଖବର

ଦାନବୀର ତାପଙ୍ଗ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ 256 ତମ ଜୟନ୍ତୀ, ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା ,୦୨/୦୯ : ଦୁର୍ଗମାଳିନୀ ଓଡ଼ିଶାର ଦୁର୍ଗମାନଙ୍କ ମଧ୍ୟରେ ତାପଙ୍ଗ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ଅଧୀନରେ ଛତ୍ରମାଗଡ଼, ରଥିପୁର, କାଞ୍ଜିଆଗଡ଼, ନରସିଂହପ୍ରସାଦ, ନରଣଗଡ଼ ଓ ମଳିପଡ଼ା ଗଡ଼ ଥିଲା । ଏହି ଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ପାଇକ ବିଦ୍ରୋହ ପରେ ୧୮୨୭ରେ ଇଂରେଜମାନଙ୍କ ଅଧିନତା ସ୍ୱୀକାର ନ କରି ଖଜଣା ନ ଦେବାରୁ ମିଥୁନ ମାସରେ ଯୁଦ୍ଧ ହୋଇଥିଲା…

Read More
ଓଡ଼ିଶାର ନବୀକରଣ ଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଟି ଓ ଗ୍ରୀଡ଼କୋ ମଧ୍ୟରେ ସହବନ୍ଧନ – ସମୀକ୍ଷା ଖବର

ଓଡ଼ିଶାର ନବୀକରଣ ଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଟି ଓ ଗ୍ରୀଡ଼କୋ ମଧ୍ୟରେ ସହବନ୍ଧନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, : ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଗ୍ରୀଡ଼କୋ ଲିମିଟେଡ୍ ମଧ୍ୟରେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ପରିସରରେ ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର, ଓଡ଼ିଶାର ପ୍ରତିଷ୍ଠା ପାଇଁ ଏକ କାର୍ଯ୍ୟାନ୍ୱୟନ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ୨ ସେପ୍ଟେମ୍ବର ୨୦୨୬ରେ…

Read More
ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ – ସମୀକ୍ଷା ଖବର

ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ

କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ: କୋରାପୁଟ: ପୋଲିସ କବଜାରେ ଦୁର୍ଦ୍ଧାନ୍ତ ଅପରାଧୀ।କୋରାପୁଟ ଜିଲ୍ଲାର ଦୁର୍ଦ୍ଧାନ୍ତ ଅପରାଧୀ ଟୁନା ହରିଜନ କୁ ଫିଲ୍ମ ଷ୍ଟାଇଲରେ ପୋଲିସ ଗିରଫ କରିଛି। ଛତିଶଗଡ଼ର ଜଗଦଲପୁର ରେ ଆତ୍ମଗୋପନ କରିଥିବା ବେଳେ ଧରାପଡ଼ିଛି । କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ଟୁନା ହରିଜନ ଙ୍କ ନାମରେ ରହିଛି ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା। ଯେପରି ଚୋରି, ଡକାୟତି, ରାହାଯାନୀ ଭଳି ଅପରାଧିକ ଘଟଣା ରେ ମାମଲା…

Read More
୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ – ସମୀକ୍ଷା ଖବର

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ

ତେଜୁରାମ ନାଏକ/ ସମୀକ୍ଷା ନ୍ୟୁଜ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ 04/09/2026. ନୂଆପଡ଼ା: ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ ନେଇ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରି ସୁଫଳ ନ ପାଇବାରୁ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଶେଷ କରି ଦଲାଲମାନେ ନୂଆପଡା ଜିଲ୍ଲାର ସିନାପାଲି ଓ ବୋଡେନ ବ୍ଲକର ଉପାନ୍ତ ଗାଁ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କୌଣସି…

Read More
ସେବା ସଙ୍କଳ୍ପ ଅଭିଯାନ_2026 – ସମୀକ୍ଷା ଖବର

ସେବା ସଙ୍କଳ୍ପ ଅଭିଯାନ_2026

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ/ ତାରିଖ-03-09-2026ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସେବା ସଙ୍କଳ୍ପ ଅଭିଯାନ’ ପାଳନ କରାଯିବ।ଏହି ଅବସରରେ ଗତକାଲି ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଭଟଲି ବିଧାୟକ ତଥା ଏହି କାର୍ଯ୍ୟକ୍ରମର ପଶ୍ଚିମ ଓଡ଼ିଶା ସଂଯୋଜକ ଶ୍ରୀ ଇରାଶିଷ ଆଚାର୍ଯ୍ୟଜୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ…

Read More
ବୋଡ଼େନ : ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ ରେ ନବବରଣ ତଥା ସ୍ବାଗତଂ ଉତ୍ସବ – ସମୀକ୍ଷା ଖବର

ବୋଡ଼େନ : ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ ରେ ନବବରଣ ତଥା ସ୍ବାଗତଂ ଉତ୍ସବ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡ଼ା / ସମୀକ୍ଷା ନ୍ୟୁଜ/-03-09-2026: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବ ବରଣ ଉତ୍ସବ ତଥା ସ୍ବାଗତଂ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ଦ୍ଵିତୀୟ ବର୍ଷ ବିଜ୍ଞାନ ର ଛାତ୍ର ନୀତେଶ ତାଣ୍ଡି ଓ ରାହୁଲ ବାଗ ପରିଚାଳନା କରିଥିଲେ । ପ୍ରଥମ ବର୍ଷର ନବାଗତ…

Read More
କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ – ସମୀକ୍ଷା ଖବର

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ହେଉନି ରେଜିଷ୍ଟ୍ରେସନ ଅଫିସ୍ ଘେରିଲେ ଜମି ବିକ୍ରେତା-କ୍ରେତା, ଓକିଲ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ : କୋମନା : ନୂଆପଡ଼ା ଜିଲ୍ଲା କୋମନା ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରେସନ ହେଉନଥିବାରୁ କ୍ରେତା ଓ ବିକ୍ରେତାମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କୋମନା ଅଞ୍ଚଳର ଜମିକ୍ରେତା, ବିକ୍ରେତା ଏବଂ ଓକିଲ ମାନେ ଅଫିସ୍‌ ଘେରାଇ କରି ବିରୋଧ କରିଛନ୍ତି । ଗତ ଅଗଷ୍ଟ ୧୧ରେ କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମୁଦିନୀ ପ୍ରଧାନୀଙ୍କ ଜମି ଜାଲିଆତି ଘଟଣାରେ…

Read More
ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ – ସମୀକ୍ଷା ଖବର

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ

କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ: ମାଲକାନଗିରି: ଘଞ୍ଚ ଜଙ୍ଗଲକୁ ନିରାପଦ ଆଶ୍ରୟ କରି ଚାଲିଥିଲା ଗଞ୍ଜେଇ ପ୍ୟାକିଂ ଓ ଚୋରାଚାଲାଣର ବଡ଼ ଚକ୍ର। ଜଙ୍ଗଲ ଭିତରେ ଗଞ୍ଜେଇକୁ ଯନ୍ତ୍ର ସାହାଯ୍ୟରେ ଚାପ ଦେଇ ପ୍ୟାକେଟ୍‌ ପ୍ରସ୍ତୁତ କରାଯାଉଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଛି। ଅବକାରୀ ଦଳକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ବେଳେ ସେଠାରୁ ୨୧୫ କେଜି ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ଅବକାରୀ…

Read More