ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ – ସମୀକ୍ଷା ଖବର

ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଦ୍ମପୁର, 11/10/2026: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ସୁନା କରବାରର ପର୍ଦ୍ଦାଫାଶ କରିବାରେ ପଦ୍ମପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବଜାର ଦରଠାରୁ ବହୁତ କମ୍ ମୂଲ୍ୟରେ ଅସଲି ସୁନା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଏକ ଆନ୍ତଃଜିଲ୍ଲା ଠକ ଗ୍ୟାଙ୍ଗ୍‌ର ତିନି ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ…

Read More
ରାଜ୍ୟପାଳଙ୍କ ବରଗଡ ଗସ୍ତ – ସମୀକ୍ଷା ଖବର

ରାଜ୍ୟପାଳଙ୍କ ବରଗଡ ଗସ୍ତ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :ବରଗଡ, 11/10/2026: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କର ଏହି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।ଆଜି ବରଗଡ଼ ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ବୋଇଂ ସୁକନ୍ୟା ଏରୋସ୍ପେସ୍ ଲ୍ୟାବ୍ ର ଭବ୍ୟ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ…

Read More
ମହାସିଙ୍ଗ:କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ମହାସିଙ୍ଗ:କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ମହେଶ୍ୱର ଦିଗାଳ/ସବଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ମହାସିଙ୍ଗ:9/10/10 ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତି ନୁହେଁ, ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା, ସୃଜନଶୀଳତା, ତର୍କ ବିତର୍କ ଶକ୍ତି ଓ ଆତ୍ମ ବିଶ୍ୱାସର ବିକାଶ ହିଁ ପ୍ରକୃତ ଶିକ୍ଷାର ମୂଳ ଲକ୍ଷ୍ୟ, ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ କନ୍ଧମାଳ ଜିଲ୍ଲାର କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ ସ୍ଥିତ ନୋଡ଼ାଲ ୟୁ.ପି.ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି…

Read More
ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ – ସମୀକ୍ଷା ଖବର

ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଦଶହରା ପର୍ବ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ। ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ପେସିଆଲ୍ ଡ୍ରାଇଭ୍ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ପକ୍ଷରୁ କେ.ନୂଆଗାଁ ଓ ପାଟପୁର ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତାଙ୍କ ନେତୃତ୍ୱରେ…

Read More
ଗ୍ରାମାଞ୍ଚଳରେ ଡିଜିଟାଲ୍ ଶିକ୍ଷାର ପ୍ରସାର ପାଇଁ ଇମ୍ଫା ର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଇ-ଶିକ୍ଷା ଏକ୍ସପ୍ରେସ୍’ର ଶୁଭାରମ୍ଭ – ସମୀକ୍ଷା ଖବର

ଗ୍ରାମାଞ୍ଚଳରେ ଡିଜିଟାଲ୍ ଶିକ୍ଷାର ପ୍ରସାର ପାଇଁ ଇମ୍ଫା ର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଇ-ଶିକ୍ଷା ଏକ୍ସପ୍ରେସ୍’ର ଶୁଭାରମ୍ଭ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ଡିଜିଟାଲ୍ ବୈଷମ୍ୟ ଦୂର କରିବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଡିଜିଟାଲ୍ ଜ୍ଞାନରେ ସଶକ୍ତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଇମ୍ଫା ର ସାମାଜିକ ଦାୟିତ୍ୱ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଇ-ଶିକ୍ଷା ଏକ୍ସପ୍ରେସ୍’ର ଶୁଭାରମ୍ଭ କରାଯାଇଛି। ଏହି ଅଭିନବ ମୋବାଇଲ୍ ଶିକ୍ଷା ପଦକ୍ଷେପ ମାଧ୍ୟମରେ ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ ଅନ୍ତର୍ଗତ ସାତଟି ଗ୍ରାମ ପଞ୍ଚାୟତର ବିଭିନ୍ନ…

Read More
ରାୟଗଡା: ​କାହା ସ୍ୱାର୍ଥରେ ‘ସମଗ୍ର ଶିକ୍ଷା’: ଫାଇଲ୍ ତଳେ କୋଟି କୋଟିର ଯୋଜନା – ସମୀକ୍ଷା ଖବର

ରାୟଗଡା: ​କାହା ସ୍ୱାର୍ଥରେ ‘ସମଗ୍ର ଶିକ୍ଷା’: ଫାଇଲ୍ ତଳେ କୋଟି କୋଟିର ଯୋଜନା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା:ଫାଇଲ ମଧ୍ୟରେ ସିମିତ କୋଟି କୋଟିର ଯୋଜନା, ହେଲେ ଆଜି ବି ଅନ୍ଧାର ଓ ଅସୁରକ୍ଷିତ ରାୟଗଡା ର ସରକାରୀ ବିଦ୍ୟାଳୟ ର ସ୍ଥିତି I ଆଜି ମଧ୍ୟ ଜିଲ୍ଲାର ୧,୨୨୮ଟି ବିଦ୍ୟାଳୟରେ ପାଚେରୀ ନାହିଁ, ୧୬୭ଟି ବିଦ୍ୟାଳୟରେ କାର୍ଯ୍ୟକ୍ଷମ ବାଳିକା ଶୌଚାଳୟ ଏବଂ ୧୨୪ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ I ଜିଲ୍ଲା ରେ ଶିକ୍ଷା ଭିତ୍ତିଭୂମି ବିକାଶ ବ୍ୟବସ୍ଥା ସମ୍ପୂର୍ଣ୍ଣ…

Read More
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ରୋଗୀଙ୍କୁ ଫଳ ବଣ୍ଟନ – ସମୀକ୍ଷା ଖବର

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ରୋଗୀଙ୍କୁ ଫଳ ବଣ୍ଟନ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ ରାୟଗଡ଼ା, ୧୦।୧୦: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ଼ା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ରୋଗୀ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଦାମୋଦର ରଥଙ୍କ ପରାମର୍ଶକ୍ରମେ ଶନିବାର ସକାଳ ୯ଟା ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

Read More
ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ – ସମୀକ୍ଷା ଖବର

ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୧୧।୧୦ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ରାୟଗଡ଼ା ବନ ବିଭାଗ ଚଢ଼ାଉ କରି ତିନି ଜଣଙ୍କୁ ଧରିଛି। ରାୟଗଡ଼ା ସହରସ୍ଥିତ ଓରମାସ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଏହି ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୧ଟା…

Read More
ବାଲିକୁଦା:ଓଡିଶା ଡ୍ରାଇଭର ମହାସଂଘର ସାଂଘଠନିକ ସଭା – ସମୀକ୍ଷା ଖବର

ବାଲିକୁଦା:ଓଡିଶା ଡ୍ରାଇଭର ମହାସଂଘର ସାଂଘଠନିକ ସଭା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର, 11/10/2026:ଜଗତସିଂହପୁରଜିଲାର ବାଲିକୁଦା ବ୍ଲକ ଡ୍ରାଇଭର ମହାସଂଘର ସାଙ୍ଗଠନିକ କାର୍ଯ୍ୟକ୍ରମ ବାଲିକୁଦା ସ୍ଥିତ ମହାସଂଘବାଲିକୁଦା ବ୍ଲକ ମହାସଙ୍ଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି |ବାଲିକୁଦା ବ୍ଲକ ମହାସଙ୍ଘର ସଭାପତି ସୁଭାଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ପୁଷ୍ପ ରଞ୍ଜନ ସାହୁ ସଂଯୋଜନା କରିଥିଲେ | ପ୍ରକାଶ ଥାଉକି ଓଡିଶା ଡ୍ରାଇଭର ମହାସଂଘ ଓଡିଶାର ପ୍ରତେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଂଗଠନ କରି ରଖିଛି|ସାଙ୍ଗଠନିକ…

Read More
ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର – ସମୀକ୍ଷା ଖବର

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର /ସମୀକ୍ଷା ନ୍ୟୁଜ: ପାଟଣା :୧୧/୧୦ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରୋଚକ ମୋଡ଼ ନେଇଛି।ଉପସଭାପତି ପ୍ରାର୍ଥୀ ବିଶ୍ୱପ୍ରକାଶ ନାୟକ ଏକ ବିଷୟରେ ବ୍ୟାକ ଲାଗିଥିବା ସୂଚନା ଗୁପ୍ତ ରଖି ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଫଳରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ତ୍ରିଦେଵ ମହାନ୍ତ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି।ସେହିପରି ସହ କ୍ରୀଡ଼ା ସମ୍ପାଦକ ପଦବୀରେ ଏକମାତ୍ର…

Read More