ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କଲେଜ ନିର୍ବାଚନ ବିବାଦକୁ ନେଇ ବିଜେଡିର ଧାରଣା – ସମୀକ୍ଷା ଖବର

କଲେଜ ନିର୍ବାଚନ ବିବାଦକୁ ନେଇ ବିଜେଡିର ଧାରଣା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି: ୧୨/୧୦/୨୬ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉପୁଜିଥିବା ବିବାଦ ଏବେ ତୀବ୍ର ରୂପ ନେଇଛି। ନିର୍ବାଚନ ପ୍ରକ୍ରିୟାରେ ପାତରଅନ୍ତର ଓ ଜଣେ ଆଶାୟୀ ପ୍ରାର୍ଥୀଙ୍କ ନାମ କଟାଯିବା ଓ ବିଳମ୍ବରେ ଲିଷ୍ଟ ବାହାରକରିବା ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ଗୋବିନ୍ଦପାଲ୍ଲୀ ରାଜରାସ୍ତାରେ ଧାରଣା ଦିଆଯାଇଛି। ଏହି ଧାରଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେଡି ଜିଲ୍ଲା ଯୁବ ସଭାପତିଙ୍କ ସମେତ ବିଜେଡି…

Read More
ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ – ସମୀକ୍ଷା ଖବର

ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ଓଡ଼ିଶା ଗୌରବ ସମ୍ମାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି:୧୨/୧୦/୨୬ମାଲକାନଗିରି ଜିଲ୍ଲା ପାଇଁ ଗୌରବ; ନିଃଶୁଳ୍କ ଆଇନ ସହାୟତା ଓ ଜନସେବାରେ ଉଲ୍ଲେଖନୀୟ ଅବଦାନ ଆଇନ ସେବା, ସାମାଜିକ ନ୍ୟାୟ ଓ ଜନକଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ୍‌ଠାରେ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍, ଇଣ୍ଡିଆ (HRPCI) ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ତାଙ୍କୁ ‘Excellence in Legal Service…

Read More
ମାଲକାନଗିରି ବଙ୍ଗାଳୀ ସମାଜର ଭେଜାଙ୍ଗୀ୍ୱାଡା ଜୋନ କମିଟି ଗଠନ – ସମୀକ୍ଷା ଖବର

ମାଲକାନଗିରି ବଙ୍ଗାଳୀ ସମାଜର ଭେଜାଙ୍ଗୀ୍ୱାଡା ଜୋନ କମିଟି ଗଠନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି :୧୨/୧୦/୨୬ମାଲକାନଗିରି ବଙ୍ଗାଳୀ ସମାଜ ତରଫରୁ କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍‍.ଭି. ୬୬ ଗ୍ରାମରେ ଭେଜାଙ୍ଗୀ୍ୱାଡା ଜୋନ କମିଟି ଗଠନ କରାଯାଇଛି, ଏହି ଅବସରରେ ମାଲକାନଗିରି ଜିଲ୍ଲା ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମକାର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିଥିବା ବେଳେ ଉପ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ,କୋଷାଧ୍ୟକ୍ଷ ବିଦ୍ୟୁତ ବିଶ୍ୱାସ,ଶିବୁ ଗୋଲଦାର, କୋର କମିଟି…

Read More
କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ:ନୂଆପଡା ବିଧାୟକ ଓ ଜିଲ୍ଲା ବିଜେପି ସମ୍ପାଦକ ଅଭିନନ୍ଦନ ପଣ୍ଡାଙ୍କ ଯୋଗଦାନ – ସମୀକ୍ଷା ଖବର

କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ:ନୂଆପଡା ବିଧାୟକ ଓ ଜିଲ୍ଲା ବିଜେପି ସମ୍ପାଦକ ଅଭିନନ୍ଦନ ପଣ୍ଡାଙ୍କ ଯୋଗଦାନ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡା:୧୧/୧୦ ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ଗ୍ରାମପଞ୍ଚାୟତ ବାଞ୍ଜିବାହାଲ ଗାଁରେ କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ କୁମାର ସାହୁଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସମ୍ପାଦକ ଅଭିନନ୍ଦନ ପଣ୍ଡା, କଲାହାଣ୍ଡି ଏମପି ପ୍ରତିନିଧ ପ୍ରେମ ଅଗ୍ରୱାଲ, କୁଳତା ସମାଜ ଜିଲ୍ଲା ଉପ ସଭାପତି ଅଶ୍ୱିନୀ ଭୋଇ, କୋମନା ବ୍ଳକ ସଭାପତି…

Read More
ନୁଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅନ୍ୟା ଦାସ – ସମୀକ୍ଷା ଖବର

ନୁଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅନ୍ୟା ଦାସ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ: ନୁଆପଡ଼ା: ୧୧।୧୦ ଜିଲ୍ଲା ପ୍ରଶାସନ ପାଇଁ ଜିଲ୍ଲାପାଳ ପଦ ଜିଲ୍ଳାର ସର୍ବାଙ୍ଗୀନ ବିକାଶ ପାଇଁ ରହିଛି। ଏହା ସହିତ ସମସ୍ତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଆଜି ନୂତନ ଭାବେ ଶ୍ରୀମତୀ ଅନ୍ୟା ଦାସ (ଆଇଏଏସ୍) ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଔପଚାରିକ ଭାବେ…

Read More
ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା – ସମୀକ୍ଷା ଖବର

ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପଦ୍ମପୁର ତା ୧୧.୧୦- ସୁନା ବିସ୍କୁଟ୍‌ ବିକ୍ରି ନାଁରେ ଠକେଇ ଓ ଲୁଟପାଟ୍‌ କରିବା ଅଭିଯୋଗରେ ମେଲ୍‌ଛାମୁଣ୍ଡା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କପାନି ଗ୍ରାମର ଦୁର୍ଯ୍ୟୋଧନ ତାଣ୍ଡି (୪୪), ପାଟଣାଗଡ଼ ଥାନା ବଡ଼ ବାବେଜୁରୀ ଗ୍ରାମର ରାଜୁ ରାୟ (୪୦) ଏବଂ ଖପ୍ରାଖୋଲ ଥାନା ମାଟିଖାଇ…

Read More
ବରଗଡ଼ରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା ଖବର

ବରଗଡ଼ରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ଉଦ୍‌ଘାଟିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼, ୧୧।୧୦ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (ଷ୍ଟେମ୍) ଶିକ୍ଷା ସହ ବିମାନ ଚଳାଚଳ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ବରଗଡ଼ସ୍ଥିତ ଦି କୋଶଳ ସ୍କୁଲ ପରିସରରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ରବିବାର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏହାର ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ର ଦ୍ୱାରା…

Read More
ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ – ସମୀକ୍ଷା ଖବର

ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପାଇକମାଳ, ୧୧।୧୦ ବିଞ୍ଝାଲ ଜନଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟସ୍ତରୀୟ ବିଞ୍ଝାଲ ଭାଷା, ସାହିତ୍ୟ ଓ ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ମଳଦା ଗ୍ରାମରେ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମସ୍ଥିତ ବାରଭାଇ ବେଣ୍ଠକାରଙ୍କ ଆଶ୍ରୟସ୍ଥଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ…

Read More
ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ – ସମୀକ୍ଷା ଖବର

ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲିଗୁଡା: ତା 11/10 /26 କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବନ୍ୟପ୍ରାଣୀ ଶିକାର ଓ ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ଘଟଣାରେ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା ।ବନ ବିଭାଗ ପକ୍ଷରୁ ଚିତାବାଘ ଚମଡ଼ା ଚୋରାଚାଲାଣ ଓ ବେଆଇନ ଶିକାର ଅଭିଯୋଗରେ ତିନି ଜଣ ଗିରଫ କରାଯାଇଛି l ଏଥିସହ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶରୀର ଅଂଶ ଜବତ କରାଯାଇଛି । ବନ ବିଭାଗର ସୂଚନା ଅନୁସାରେ,…

Read More
ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ – ସମୀକ୍ଷା ଖବର

ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ,୧୧/୧୦:- ପାରାଦୀପ ବନ୍ଦର ପ୍ରାଧିକରଣ ଅଧୀନସ୍ଥ ମେକାନାଇଜ୍‌ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (ଏମସିଏଚପି) ରେ ଗତ ଶନିବାର ଦିନ ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ୍ ଟନ୍ କୋଇଲା ଲୋଡ଼ିଂ କରି ନୂତନ ରେକର୍ଡ ସ୍ଥାପନ କରିଛି। ଏମ.ଭି.ଏପିଜେ ଇନ୍ଦ୍ରାଣୀ ଏବଂ ଏମ.ଭି.ରିପ୍ଲେ ପିନାକ୍ଲ ନାମକ ଦୁଇଟି ଜାହାଜରେ ଏହି କୋଇଲା ଲୋଡିଂ କରାଯାଇଛି। ଏହି ସଫଳତା ଗତ ୨୦୨୨ ମସିହା ମେ ୨୯ରେ ଏମ.ଭି. ଅରେଥୋଉସା ଏବଂ…

Read More