ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ – ସମୀକ୍ଷା ଖବର

ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: କୁଚିଣ୍ଡା, ୧୨ା୧୦: ସୋସିଆଲ ମିଡିଆର କୁପ୍ରଭାବ ଉପରେ ସଚେତନତାର ବାର୍ତ୍ତା, ଜୀବନ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ କଳାକାର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନବନିର୍ମିତ ତଥା ନିକଟରେ ଲୋକାର୍ପିତ ହୋଇଥିବା ଭବ୍ୟ ପ୍ରେକ୍ଷାଳୟରେ ‘ନାଟ୍-ନାଟୁଆ ପରିବାର’ ପକ୍ଷରୁ ସାମାଜିକ ନାଟକ ‘ଶଙ୍ଖନାଦ’ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟ ନିର୍ଦ୍ଦେଶକ ସତ୍ୟନାରାୟଣ ପଟେଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ ସମସାମୟିକ ସାମାଜିକ ସମସ୍ୟା ଓ ଯୁବପିଢ଼ିଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରାଯାଇଥିଲା।…

Read More
କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: ​କୁଚିଣ୍ଡା ୧୨ | ୧୦ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସରଓ୍ବନନ୍ ସ. ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରିଛନ୍ତି।​ଏହି ଶିବିରରେ ମୋଟ…

Read More
ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ – ସମୀକ୍ଷା ଖବର

ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ

ସମୀକ୍ଷା ବ୍ୟୁରୋ ନ୍ୟୁଜ /କଳାହାଣ୍ଡି ଭବାନୀପାଟଣା, ୧୨ା୧୦: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ତ୍ୱରିତ ତଥା ଗୁଣାତ୍ମକ ସମାଧାନ ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଓ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେଭରକୋଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ…

Read More
ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ – ସମୀକ୍ଷା ଖବର

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:୧୨/୧୦/୨୬ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ ଆସୋସିଏସନର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା…

Read More
ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ – ସମୀକ୍ଷା ଖବର

ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ବୈଶ୍ୟ ସମାଜର ଏକତା, ବିକାଶ ଓ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ: ଜେକେପୁର ଅଲ୍ ଓଡ଼ିଶା ବୈଶ୍ୟ ମହାସଂଘ ଆନୁକୂଲ୍ୟରେ ଆଜି ଜେକେପୁରଠାରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୈଶ୍ୟ ସଂଘର ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ବୈଶ୍ୟ ସମାଜର ବିଭିନ୍ନ ସମସ୍ୟା, ସାମାଜିକ…

Read More
ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା ଖବର

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୨/୧୦/୨୬ – ପାର୍ବଣ ଋତୁ ଏବଂ ସହରର ଚଳଚଞ୍ଚଳ, ଗହଳିକୁ ଓ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ, ଲୁଟେରା, ଡକାୟତ ମାନେ ସୀମାନ୍ତ ଚତୁଃପାର୍ଶ୍ବ ବାମନଘାଟୀ ଉପଖଣ୍ଡରେ ସକ୍ରିୟ ହୋଇ ଉଠିଛନ୍ତି, ଯୋଜନା ମୁତାବକ ଲୁଟତରାଜ ଚଳାଇଛନ୍ତି ‌। ଧନ ଓ ଜୀବନ ସହ ଜନସାଧାରଣଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ଜିଲ୍ଲା ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ଅସାମାଜିକଙ୍କ ଗତିବିଧି ଉପରେ କଡା ନଜର…

Read More
ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ସମୀକ୍ଷା ଖବର

ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦୁଝର : ପାଟଣା:୧୨/୧୦,ପାଟଣା କ୍ରିକେଟ କ୍ଳବ ପକ୍ଷରୁ ପାଟଣା ଷ୍ଟାଡିୟମ ରେ ଆଜି ଦଶହରା କ୍ରିକେଟ କ୍ଳବ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।ଆସନ୍ତା ୨୦ ତାରିଖ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବ।ଆଜି ଏହି ପ୍ରତିଯୋଗୀତାକୁ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଉଦଘାଟନ କରିଥିଲେ।ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ…

Read More
ଟାଙ୍କେlଳ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଅଭିଯୋଗ – ସମୀକ୍ଷା ଖବର

ଟାଙ୍କେlଳ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଅଭିଯୋଗ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ:୧୨/୧୦/୨୬ ପ୍ରଶାସନର ନିଷ୍କ୍ରିୟତା ନେଇ ଗ୍ରାମବାସୀଙ୍କ ଅସନ୍ତୋଷ,ଏସ୍‌ଡିପିଓ ଓ ଏସ୍‌ପିଙ୍କ ଦ୍ବାରସ୍ଥ :ଖୋରଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କେଳ ଗ୍ରାମ ନିକଟରେ ୨ ବେଆଇନ ମାଙ୍କଡ଼ା ପଥର ଖଣି ଖନନକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମର ସାହାଡ଼ାଘାଇ ଓ ଟାଙ୍କୋ ଳ ମୌଜାରେ କେତେକ ବ୍ୟକ୍ତି ବେଆଇନ ଭାବେ ପଥର ଖନନ କରି ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଖନନ ଯୋଗୁଁ ଅଞ୍ଚଳରେ ବଡ଼ ବଡ଼…

Read More
ଗୁଣପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର:୫୮ଟି ଅଭିଯୋଗ ପଞ୍ଜୀକୃତ, ଦୁଇ ଜଣଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା – ସମୀକ୍ଷା ଖବର

ଗୁଣପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର:୫୮ଟି ଅଭିଯୋଗ ପଞ୍ଜୀକୃତ, ଦୁଇ ଜଣଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା

ଜିତେନ୍ଦ୍ର କୁମାର ଶତପଥି /ସ୍ବତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ : ରାୟଗଡ଼ା – ଗୁଣପୁର, ୧୨/୧୦: ରାୟଗଡ଼ ଜିଲ୍ଲାର ଗୁଣପୁରସ୍ଥିତ ଉପଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଜି ଅର୍ଥାତ୍ ସୋମବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣାଯିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିବିରରେ ମୋଟ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୀତାକାନ୍ତ ଶତପଥୀ / କଟକ /ସମୀକ୍ଷା ନ୍ୟୁଜ : କଟକ, ତା୧୨.୧୦.୨୦୨୬ ରିଖ – ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୬୨ ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ତନ୍ମଧ୍ୟରେ ୫୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ ଟି ସାମୁହିକ ଅଭିଯୋଗ ରହିଥିଲା ।…

Read More