ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ
ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ: ସୋନପୁର :-ପୁଷ୍ପଲତା ଗ୍ୟାସ ଏଜେନ୍ସୀ ରେ ମିଳୁନି ଗ୍ୟାସ।ସୁବର୍ଣ୍ଣପୁର ସହର ରେ ଗ୍ୟାସ ସଙ୍କଟ ଦେଖାଦେଇଛି। ସକାଳୁ ସକାଳୁ ଜଣେ ସାମ୍ବାଦିକ ଗ୍ୟାସ ଅଭାବରୁ ରୋଷେଇ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଇଛାମୃତ୍ୟୁ ଫ୍ଲା କାର୍ଟ ଧରି ଧାରଣା ରେ ବସିଥିଲେ। ଚାରି ଦିନ ଧରି ଗ୍ୟାସ ପାଇଁ ନ୍ୟାୟନ୍ତ ହୋଇ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯାଇ ମଧ୍ୟ ସୁଫଳ…