ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା
ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ : ଜଗତସିଂହପୁର, 13/10/2026 (ନି. ପ୍ର ):ଆଜି ନବରାତ୍ରିର ଦ୍ଵିତୀୟା ଦିନ ପୂଜା |ବ୍ରହ୍ମଚାରିଣୀ ମାଙ୍କ ପୂଜା ବିଧିରେ ଦ୍ଵିତୀୟା ପୂଜା ଆଜି ଜଗତସିଂହପୁରର ଦୁର୍ଗା ବଜାର ସ୍ଥିତ ଦୁର୍ଗା ମଣ୍ଡପରେ ବୈଦିକ ବିଧିରେ ସମ୍ପନ୍ନ ହୋଇଯାଇଛି | ଏଠାରେ ଜାଣିବାର କଥା ଯେ, ବ୍ରହ୍ମଚାରିଣୀ ରୂପରେ ମା ଏକ ତପସ୍ୱିନୀ ରୂପରେ ପୂଜା ପାଇଥାନ୍ତି |ବ୍ରହ୍ମଚାରିଣୀ ରୂପ ଭକ୍ତି, ତପସ୍ୟା ଓ ଆଧ୍ୟାତ୍ମିକ ଜ୍ଞାନକୁ ବୁଝାଇ…