ମୁରିବାହାଲ: ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ -ଟିଟିଲାଗଡ଼ ରେଳ ଷ୍ଟେସନର ପୂର୍ବରେ ଥିବା ଡଙ୍ଗରପଡ଼ା ଗାଁ ସାଗର ନିକଟରେ ରେଳ ଧାରଣା କଡ଼ରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରାକ୍ ଉପରେ ଶରୀରର ଗଣ୍ଡି ଓ ବାହାରେ ମୁଣ୍ଡର ଖପୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହାଫ ପ୍ୟାଣ୍ଟ ଓ ଲାଲ ଟି-ସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ…