ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି
ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ୧୪/୧୦ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକଶିକ୍ଷା ମଣ୍ଡଳରେ ବିଭିନ୍ନ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଭୀମପଡା କ୍ଲଷ୍ଟର ରେ ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁସ୍ତାକ ଅଲ୍ଲୀ ଙ୍କ ଆବାହକତ୍ୱରେ ୧୨ଟି ବିଦ୍ୟାଳୟ ର ପ୍ରାୟ ୧୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ. ବକ୍ତୃତା, ଚିତ୍ରାଙ୍କନ ସୃଜନ ଲିଖନ ସଂଗୀତ ଓ ନୃତ୍ୟ ଆଦି ୧୨ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା. ସରପଞ୍ଚ ଶ୍ରୀମତୀ…