ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୧୪/୧୦ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଦେଶୀ ଶସ୍ୟ ଓ ପୁରାତନ ଖାଦ୍ୟ ପରମ୍ପରାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦେବଦତ୍ତ କ୍ଲବର ପରିଚାଳନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସହକାରୀ କୃଷି ଅଧିକାରୀ ସାଇ ଆଶିଷ ପଣ୍ଡା ଯୋଗଦେଇଥିଲେ। ଅନ୍ୟତମ ଅତିଥି…

Read More
ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ – ସମୀକ୍ଷା ଖବର

ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୪/୧୦ ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି | ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପରେ ୯ ନାମାଙ୍କନ ପତ୍ର ଦାଖଲ ହୋଇଥିଲା | ଆଜି ମୁଁ କାହିଁକି ପାର୍ଥୀ ହୋଇଛି ତାର ବୈଠକ ଅନୁଷ୍ଠିତ ହୋଇଯାଇଛି | ଛାତ୍ର ବିଜେଡି , ଏବିଭିପି ଓ ଛାତ୍ର କଂଗ୍ରେସ ସମର୍ଥିତ ପାର୍ଥୀମାନେ ଥାଟପାଟରେ ବାଜା…

Read More
ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବିଜୟ କୁମାର ମହାପାତ୍ର / ସମୀକ୍ଷା ନ୍ୟୁଜ/ ପିପିଲି : ପିପିଲି ତା ୧୪।୧୦: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, ଓଷ୍ଟା ତରଫରୁ ଏକ ସମ୍ବର୍ଦ୍ଧନା ସଭା ନହଳାପଡା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୀୟ ରଞ୍ଜନ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ପୁରୀ ଜିଲ୍ଲା ଓଷ୍ଟା ର ସମ୍ପାଦକ ବିଭୁଦତ୍ତ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…

Read More
ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା ଖବର

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସାରା ଦେଶରେ ମା ଦୁର୍ଗତି ନାସିନି ମା ଙ୍କର ପାର୍ବଣ ଋତୁ ଚାଲି ଥିବା ବେଳେ ଇଫକୋ ପରିସରରେ ମା ଦଶଭୁଜା ଦୁର୍ଗତି ନାସିନୀ ଦୂର୍ଗାଙ୍କ ନବ ରାତ୍ର ପୂଜା ଅବସରରେ ଯଥା ବିଧି ପୂଜା ଅର୍ଚ୍ଚନା କରାଯାଇ ଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ହେଡ ଙ୍କ ନିର୍ଦେଶ କ୍ରମେ ଇଫକୋ ସଭା ଗୃହରେ ପାରାଦୀପ ଇଫକୋ ୟୁନିଟ ସମସ୍ତ ଅଫିସର କର୍ମଚାରୀ ଓ ଇଫକୋ ବହୁ…

Read More
ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା ଖବର

ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ, 14/10 ଶିଳ୍ପ ପରିଚାଳନା ଓ ସାର ଉତ୍ପାଦନ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଭୁବନେଶ୍ୱରର ଗୀତା ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର ୫୫ ଜଣ ଏମ୍‌ବିଏ ଛାତ୍ରଛାତ୍ରୀ ମଙ୍ଗଳବାର ଇଫ୍‌କୋ ପାରାଦୀପ ୟୁନିଟ୍ ପରିଦର୍ଶନ କରିଛନ୍ତି। କଲେଜର ମାର୍କେଟିଂ ବିଭାଗର ସହକାରୀ ପ୍ରାଧ୍ୟାପକ ଜୟନ୍ତ ଯଶୋବର୍ଦ୍ଧନ ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏହି ଏକଦିବସୀୟ ଶିକ୍ଷାମୂଳକ ପରିଦର୍ଶନରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଇଫ୍‌କୋ ପାରାଦୀପ…

Read More
ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’ – ସମୀକ୍ଷା ଖବର

ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ ଜଗତସିଂହପୁର, 14/10/2026(ନି. ପ୍ର ):ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଜଗତସିଂହପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ମହକ ଓ ଉତ୍ସାହ ୨୦୨୬-୨୭ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଜଗତସିଂହପୁର ଓ ଶିଶୁ ଆଶ୍ରମ ଜଗତସିଂହପୁର ଠାରେ ତା ୧୩.୧୦.୨୦୨୬ରିଖ ଏବଂ ତା ୧୪.୧୦.୨୦୨୬ରିଖରେ ବହୁ ଆଡମ୍ବର ସହ ଅନୁଷ୍ଠିତ…

Read More
ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ – ସମୀକ୍ଷା ଖବର

ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ

ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର:ବାଲିଚନ୍ଦ୍ରପୁର,୧୪/୧୦: ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ପଂଚାୟତ ଚାରିନଙ୍ଗଳ ଗ୍ରାମର ଆଜାଦନଗର ଓ ଧାଉଡ଼ିଆପଦା ଗ୍ରାମର ଜଣେ ଯୁବକଙ୍କର ଅକାଳ ବିୟୋଗ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଆଜାଦନଗରର ସ୍ୱର୍ଗତ ମନୱାରଙ୍କ ପୁଅ ସେକ୍ ଅବୁତାର (୨୮) ଗତ ଶନିବାର ଦିନ ଚଣ୍ଡିଖୋଲରୁ ଏକ ସ୍କୁଟିଯୋଗେ ନିଜ ଘର ଆଜାଦନଗର ଆସୁଥିବା ସମୟରେ ଏନ.ଏଚ ୫୩ର କୁନ୍ଦଳ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ…

Read More
ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ – ସମୀକ୍ଷା ଖବର

ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି, ତା୧୪।୧୦ ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ପଞ୍ଚାୟତ ରେ ବୁଧବାର ୮ଗୋଟି ବିଭିନ୍ନ ପ୍ରକଳ୍ପ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ଦ୍ୱାରା ଲୋକାର୍ପଣ ହୋଇଛି।ରାସ୍ତାଘାଟ ଓ ଗମନାଗମନ ର ବିକାଶ ପାଇଁ ୩୧୬ ନମ୍ବର ଜାତୀୟ ରାଜପଥ ଠାରୁ ନୂଆଶାସନ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ପ୍ରକଳ୍ପ ର ଶିଳାନ୍ୟାସ, ଶ୍ରୀକଣ୍ଠପୁର ରୁ ବନ୍ଧମୂଳ ସେତୁ ଏବଂ…

Read More
ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର – ସମୀକ୍ଷା ଖବର

ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ,୧୩/୧୦ – ପାରାଦୀପ ଲକ ଥାନା ପିସିଆର ଗାଡି ଡ୍ରାଇଭର ବିକ୍ରମ ମଲ୍ଲିକ (୨୭) ଡାକ ନାମ ସଚୀନ ଙ୍କ ଗତ ସୋମବାର ରାତିରେ ଅଜଣା ଗାଡି ଧକାରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ସଚୀନ ସୋମବାର ରାତିରେ ଡ୍ୟୁଟି ସାରି ନିଜ ବାଇକ ଯୋଗେ ଥାନାର ରାଇଟର ଙ୍କୁ ନେଇ ନିଜ ଗ୍ରାମ ମଙ୍ଗରାଜପୁର ଯାଉଥିବା ବେଳେ ବରେଇ ଛକ ନିକଟରେ ପଛପଟୁ ଏକ…

Read More
ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ – ସମୀକ୍ଷା ଖବର

ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ: ବରଗଡ଼, ୧୪ ଅକ୍ଟୋବର ୨୦୨୬: ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡିଟୋରିୟମ୍‌ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଏକ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ…

Read More