କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – ଦୀର୍ଘ ୮ବର୍ଷ ବ୍ୟବଧାନରେ କଲେଜ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ସମୟରେ କେତେକ କଲେଜରେ ବିଶୃଙ୍ଖଳା ଓ ଉତ୍ତେଜନା ଘେନି ଛାତ୍ରଛାତ୍ରୀ ମହଲରେ ଅଶାନ୍ତି ଦେଖାଯାଉଛି । ତେବେ କଲେଜ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଶତାଧିକ ଛାତ୍ରଛାତ୍ରୀ ଦୁଇଟି ବସ୍ରେ ପୁରୀ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସନ୍ଦେହରେ ବସ୍ ଦୁଇଟିକୁ ଅଟକାଇ ପଚରାଉଚରା କରିବା ପରେ…