ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ – ସମୀକ୍ଷା ଖବର

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା ୧୫.୧୦.୨୦୨୬ ରିଖ: ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ କରାଯାଇଛି।ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୨୮ଟି ଗାଡ଼ି ଜବତ କରାଯାଇଛି। ବେଆଇନ…

Read More
କେଛୋଦାଦର ପଞ୍ଚାୟତ ହାଇସ୍କୁଲରେ ପାରମ୍ପରିକ ଖାଦ୍ୟ ଓ ଅବହେଳିତ ଫସଲ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

କେଛୋଦାଦର ପଞ୍ଚାୟତ ହାଇସ୍କୁଲରେ ପାରମ୍ପରିକ ଖାଦ୍ୟ ଓ ଅବହେଳିତ ଫସଲ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କେଛୋଦାଦର ପଞ୍ଚାୟତ ହାଇସ୍କୁଲଠାରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ତଥା ସ୍ଥାୟୀ ସମୃଦ୍ଧିକରଣ ପ୍ରକଳ୍ପ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସରୋଜ ସାହୁ ସହକାରୀ କୃଷି ଅଧିକାରୀ,ଶ୍ରୀ ରାମପ୍ରସାଦ ବେହେରା ସହକାରୀ କୃଷି ଅଧିକାରୀ,ଶ୍ରୀ ସୁନି ପ୍ରସାଦ ଲାହଙ୍ଗିରି, କୃଷି ଅଧିକାରୀ ଏବଂ ବିଦ୍ୟାଳୟର…

Read More
ପେନସନ ନ ମିଳିବାରୁ ହିତାଧୂକାରୀଙ୍କ ବ୍ଲକ ପରିସରରେ ଧାରଣା – ସମୀକ୍ଷା ଖବର

ପେନସନ ନ ମିଳିବାରୁ ହିତାଧୂକାରୀଙ୍କ ବ୍ଲକ ପରିସରରେ ଧାରଣା

ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବ୍ୟାଙ୍କ ପାସ ବୁକରେ ପେନସନ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ନ ମିଳିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା ପ୍ରତିଶୃତି ପରେ ଧାରଣା ରୁ ଉଠିଲେ ହିତାଧିକାରୀ ସୂଚନାଅନୁଯାଇ କିଛି ମାସ ହେବ ପେନସନ ବ୍ୟବସ୍ଥା ବ୍ୟାଙ୍କ ଖାତାରେ ନ ଆସିବା ଫଳରେ ଗରିବ ହିତାଧିକାରି ମାନେ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ସରକାର ତରଫରୁ ପାଉଥିବା ପେନସନ ଟିକିଏ ନେଇ ହିତାଧିକାରି…

Read More
ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ – ସମୀକ୍ଷା ଖବର

ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଥିବା ଦେଖିବାକୁ ମିଳିଛି l ଏଥିରେ ପ୍ପ୍ରାଥି ମାନଙ୍କ ମଧ୍ୟରେ ଏଇ ଇଲେକ୍ସନ କୁ ନେଇ ପାରାଦୀପ ମହାବିଦ୍ୟାଳୟ ସରଗରମ ହୋଇ ଉଠିଥିବା ଦେଖା ଯାଉଛି l ଏଥିରେ ତିନୋଟି ଦଳ ବିଜେପି, ବିଜେଡି, ଓ…

Read More
ଡୁଡୁମା ଜଳପ୍ରପାତର ବିକାଶ ଏବଂ ୧୦୪ ବର୍ଷୀୟ ଯୋଗୀ ବାବାଙ୍କ ସମ୍ପର୍କରେ – ସମୀକ୍ଷା ଖବର

ଡୁଡୁମା ଜଳପ୍ରପାତର ବିକାଶ ଏବଂ ୧୦୪ ବର୍ଷୀୟ ଯୋଗୀ ବାବାଙ୍କ ସମ୍ପର୍କରେ

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍:ତାରିଖ: ୧୫ ଅକ୍ଟୋବର ୨୦୨୬ ​ତାଳଚେର ,ଅନୁଗୋଳ : ଡୁଡୁମା ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ୧୦୪ ବର୍ଷୀୟ ଯୋଗୀ ବାବା: ପର୍ଯ୍ୟଟନର ବିକାଶ ନେଇ ସରକାରୀ ଦୃଷ୍ଟି ଆକର୍ଷଣ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଭରା ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଡୁଡୁମା ଜଳପ୍ରପାତର ପ୍ରବେଶ ଦ୍ୱାର ନିକଟରେ ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ୧୦୪ ବର୍ଷ ବୟସ୍କ ବାବାଙ୍କୁ ଦେଖିବାକୁ ମିଳିଛି,…

Read More
ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ଦୁଇ ମାସ ମଧ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କାରିବାକୁ ରାଜ୍ୟ ସରକାରଙ୍କୁ ପ୍ରେସ କାଉନସିଲଙ୍କ ନିର୍ଦ୍ଦେଶ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଖୋର୍ଦ୍ଧା: ନୂଆଦିଲ୍ଲୀ,୧୪/୧୦/୨୬ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ କମିଟି ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାରେ ନଥିବା ବେଳେ ଏହାକୁ ଦୁଇ ମାସ ମଧ୍ୟରେ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ lମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରେସ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପି ସି ଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ରାଜ୍ୟରେ ଶତାଧିକ ଆବେଦନ ପଡି ରହିଥିବା ବେଳେ…

Read More
କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ – ସମୀକ୍ଷା ଖବର

କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ : ନୂଆପଡ଼ା, ତା. ୧୪/୧୦: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସ ଆଜି କୋମନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଭିବି-ଜି ରାମ୍-ଜି (VB-G RAM-G), ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା (CMSA) ଏବଂ ବିକଶିତ ଗାଁ, ବିକଶିତ ଓଡ଼ିଶା (BGBO) ସମେତ ବିଭିନ୍ନ…

Read More
ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ :15-10-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେଠୁପାଲି ଗ୍ରାମଠାରେ ଗାଁ ରେ ରାଜସ୍ୱ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ତହସିଲ କାର୍ଯ୍ୟାଳୟ ତହସିଲଦାର ସୌରଭ କୁମାର ବିଶି,ରାଜସ୍ୱ ପରିଦର୍ଶକ ସୁରେନ୍ଦ୍ର ମେହେର , ରାଜସ୍ୱ ନିରୀକ୍ଷକ କୋମନା ଅଜିତ କୁମାର ନାଏକ ଉପସ୍ଥିତ ଥିଲେ। ତତ ସହିତ ସରପଞ୍ଚ ପ୍ରତନିଧି ପ୍ରସନ୍ନ କୁମାର ତାଣ୍ଡି, ୱାର୍ଡ ମେମ୍ବର…

Read More
ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ – ସମୀକ୍ଷା ଖବର

ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପିଏସ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ-୨୦୨୬ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର କଲେଜ ପରିସରରେ ‘ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି’ ଶୀର୍ଷକ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକ ଯୋଗଦେଇ…

Read More
ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ – ସମୀକ୍ଷା ଖବର

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ମିଶନ ଶକ୍ତି ଭବନଠାରେ ବୁଧବାର ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ପୂର୍ଣ୍ଣିମା ବୈଠାରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କ୍ଷେତ୍ର ପରିଦର୍ଶିକା (ସୁପରଭାଇଜର) ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।…

Read More