ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ରାୟଗଡ଼ାର ଲାଇଫ୍‌ଲାଇନ୍ ଅଭୋର ବ୍ରିଜ୍ ତଳେ ବାରମ୍ବାର ନିଆଁ:ତୀବ୍ର ତାପରେ କଂକ୍ରିଟ୍ ସ୍ଲାବ୍ ଓ ଷ୍ଟିଲ୍‌ର ସ୍ଥାୟିତ୍ୱ ପ୍ରତି ବିପଦ ଆଶଙ୍କା ବୈଷୟିକ ଯାଞ୍ଚ ଦାବି – ସମୀକ୍ଷା ଖବର

ରାୟଗଡ଼ାର ଲାଇଫ୍‌ଲାଇନ୍ ଅଭୋର ବ୍ରିଜ୍ ତଳେ ବାରମ୍ବାର ନିଆଁ:ତୀବ୍ର ତାପରେ କଂକ୍ରିଟ୍ ସ୍ଲାବ୍ ଓ ଷ୍ଟିଲ୍‌ର ସ୍ଥାୟିତ୍ୱ ପ୍ରତି ବିପଦ ଆଶଙ୍କା ବୈଷୟିକ ଯାଞ୍ଚ ଦାବି

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା: ରାୟଗଡ଼ା ସହରର ଲାଇଫ୍‌ଲାଇନ୍ ବୋଲି ପରିଚିତ ଅଭୋର ବ୍ରିଜ୍‌ର ସୁରକ୍ଷାକୁ ନେଇ ଏବେ ଚିନ୍ତା ବଢ଼ିଛି। ବ୍ରିଜ୍ ତଳେ ବାରମ୍ବାର ନିଆଁ ଲଗାଯାଉଥିବା ଘଟଣା ସେତୁର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଏଠାରେ ଭୀଷଣ ନିଆଁ ଲାଗିଥିବା ଅଭିଯୋଗ ରହିଥିବା ବେଳେ, ପୁନର୍ବାର ଏଭଳି ଘଟଣା ଘଟିବା ସେତୁର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ…

Read More
ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ – ସମୀକ୍ଷା ଖବର

ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ

ବାସୁଦେବ ହାବୁଡ଼ାସିଂହ /ବାଲୁଗାଁ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବାଲୁଗାଁ ମହାବିଦ୍ୟାଳୟରେ ପୂର୍ବରୁ ABVP ସାମର୍ଥିତ ୧୬ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିବାବେଳେ କେବଳ ସଭାପତି ପାଇଁ ନିର୍ବାଚନୀ ମୈଦାନରେ ଦୁଇ ପ୍ରାର୍ଥୀନୀ ABVP ଓ BCJD ମଧ୍ୟରେ  ଟକ୍କର ହୋଇଥିଲା | ଆଜି BCJD ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡି   ୪୬୪ ଖଣ୍ଡ ଭୋଟ ପାଇ ୨୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି | ଛାତ୍ର…

Read More
ସୋହେଲା ନବରାତ୍ର ଦୁର୍ଗାପୂଜା ଆକର୍ଷିତ କରୁଛି ଭଵ୍ୟ ମଣ୍ଡପ ଏବଂ ଆଲୋକ ସଜ୍ଜା – ସମୀକ୍ଷା ଖବର

ସୋହେଲା ନବରାତ୍ର ଦୁର୍ଗାପୂଜା ଆକର୍ଷିତ କରୁଛି ଭଵ୍ୟ ମଣ୍ଡପ ଏବଂ ଆଲୋକ ସଜ୍ଜା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା, ୧୪। ୧୦ ସୋହେଲା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ସାରଦୀୟ ନବରାତ୍ର ଦୁର୍ଗାପୂଜା ଗତକାଲି ଶୁଭାରମ୍ଭ ହୋଇଛି। ଗତକାଲି ନବରାତ୍ର ଦୁର୍ଗାପୂଜାର ପ୍ରଥମ ଦିନରେ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ, ପ୍ରାଣ ପ୍ରତିଷ୍ଠା ସହିତ ମାଁ ଶୈଳପୁତ୍ରୀଙ୍କ ପୂଜା ଓ ଚଣ୍ଡୀହୋମ ଅନୁଷ୍ଠିତ ହୋଇଥିଲା। ଆଜି ଦ୍ଵିତୀୟ ଦିନରେ ଦ୍ଵିତୀୟା ବିହିତ ପୂଜା ମାଁ ବ୍ରହ୍ମଚାରିଣୀଙ୍କ ପୂଜା ସହିତ ଚଣ୍ଡୀହୋମ ହୋଇଥିଲା।…

Read More
ଅଭିଯୋଗ ଶୁଣି ଗାଁରେ ପହଞ୍ଚିଲା ପ୍ରଶାସନ:ରାମପଡ଼ାର ବିକାଶ ନେଇ ତତ୍ପରତା, ଦୁଇ ରାସ୍ତାକୁ ମଞ୍ଜୁରି – ସମୀକ୍ଷା ଖବର

ଅଭିଯୋଗ ଶୁଣି ଗାଁରେ ପହଞ୍ଚିଲା ପ୍ରଶାସନ:ରାମପଡ଼ାର ବିକାଶ ନେଇ ତତ୍ପରତା, ଦୁଇ ରାସ୍ତାକୁ ମଞ୍ଜୁରି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଝାରବନ୍ଧ, ୧୪।୧୦ ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଫେରାଦ ହୋଇଥିଲେ ଗ୍ରାମବାସୀ। ଏହାର କିଛିଦିନ ପରେ ଗ୍ରାମରେ ପହଞ୍ଚି ସମସ୍ୟାର ବାସ୍ତବ ସ୍ଥିତି ପରଖିବା ସହ ସମାଧାନ ପାଇଁ ଆଗେଇ ଆସିଛି ଝାରବନ୍ଧ ବ୍ଲକ ପ୍ରଶାସନ। ବିଳାସପୁର ପଞ୍ଚାୟତ ଅନ୍ତର୍ଗତ ରାମପଡ଼ା ଗ୍ରାମର ମୌଳିକ ସୁବିଧା ଉପରେ ଏବେ ପ୍ରଶାସନ ଗୁରୁତ୍ୱ ଦେଇଛି। ଗ୍ରାମରେ ରାସ୍ତାଘାଟର ଅଭାବ, ପାନୀୟ ଜଳ…

Read More
ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ – ସମୀକ୍ଷା ଖବର

ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପାଇକମାଳ, ୧୪।୧୦ ପାଇକମାଳ ବ୍ଲକର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଦେବଦର୍ହାର ପବିତ୍ର ପରିବେଶରେ ଟେମରୀ ହାଇସ୍କୁଲର ୧୯୯୫ ମସିହା ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ପରେ ପୁରାତନ ସହପାଠୀମାନେ ଏକାଠି ହୋଇ ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବା ସହ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ। ଗତିକୃଷ୍ଣ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ…

Read More
ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଝାରବନ୍ଧ: ୧୪।୧୦ (ସମିସ) ବିଦ୍ୟାଳୟ ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ସମନ୍ୱୟ ଓ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା। ଏଭଳି କ୍ରୀଡ଼ାମୟ ପରିବେଶ ମଧ୍ୟରେ ଝାରବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା କବାଡ଼ି ଚାମ୍ପିୟନସିପ୍‌-୨୦୨୬। ଜିଲ୍ଲାର ସମସ୍ତ ବ୍ଲକରୁ ଦଳଗୁଡ଼ିକ ଏଥିରେ ସାମିଲ ହୋଇଥିବାରୁ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ…

Read More
ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ – ସମୀକ୍ଷା ଖବର

ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼,୧୪। ୧୦ ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡିଟୋରିୟମ୍‌ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଏକ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି,…

Read More
ବରଗଡ଼ ମାଷ୍ଟର ପ୍ଲାନ ୨୦୪୦କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବରଗଡ଼ ମାଷ୍ଟର ପ୍ଲାନ ୨୦୪୦କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ :୧୪ । ୧୦ ପୌରାଞ୍ଚଳ ଏବଂ ଏହାର ଆଖପାଖ ୨୧ ଗୋଟି ଗ୍ରାମକୁ ନେଇ ଗଠିତ ନଗର ଯୋଜନା ଅଞ୍ଚଳର ଆଗାମୀ ବିକାଶ ପାଇଁ ପ୍ରସ୍ତୁତ “ବରଗଡ଼ ମାଷ୍ଟର ପ୍ଲାନ ୨୦୪୦” ସମ୍ପର୍କରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡି.ଆର.ଡି.ଏ) ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଷ୍ଟର…

Read More
ପିଏମ ଶ୍ରୀ ସ୍କୁଲ ପରିଦର୍ଶନରେ ରାଜ୍ୟ ଅଧିକାରୀ – ସମୀକ୍ଷା ଖବର

ପିଏମ ଶ୍ରୀ ସ୍କୁଲ ପରିଦର୍ଶନରେ ରାଜ୍ୟ ଅଧିକାରୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଝାରବନ୍ଧ, ୧୪/୧୦ ଝାରବନ୍ଧ ବ୍ଲକରେ ଥିବା ପିଏମ୍‌ଶ୍ରୀ ବିଦ୍ୟାଳୟ ନୀଳଜୀପତ୍ରା ଏବଂ ଭଣ୍ଡାରପୁରୀ କୁ ମଙ୍ଗଳବାର ବରିଷ୍ଠ ଓଡ଼ିଶା ଶିକ୍ଷା ସେବା ଅଧିକାରିଣୀ ତଥା ବିଏସଇ ଓଡ଼ିଶାର ଡେପୁଟି ସେକ୍ରେଟାରୀ କଳ୍ପନା ହାଁସଦା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପେଡାଗୋଜି କୋର୍ଡିନେଟର ପୁଷ୍ପାଞ୍ଜଳି ଦାଶ ଏବଂ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ତାଙ୍କ ସହ ଉପସ୍ଥିତ…

Read More
ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ବିଜେଡି ଜନସମ୍ପର୍କ ପଦଯାତ୍ରା – ସମୀକ୍ଷା ଖବର

ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ବିଜେଡି ଜନସମ୍ପର୍କ ପଦଯାତ୍ରା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼,୧୪। ୧୦ ଅତାବିରା ବ୍ଲକର ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜନାର୍ଦ୍ଦନ ସିଂ ମଣ୍ଡପରେ ଏକ ସଭା ଆୟୋଜିତ ହୋଇଥିଲା। ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଧାୟକ ସୁଦର୍ଶନ ହରିପାଲ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ପ୍ରମୁଖ…

Read More