ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କଲେ ଜିଲ୍ଲାପାଳ; ନଦୀ ଉଭୟ ପାର୍ଶ୍ୱର ମରାମତି ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ – ସମୀକ୍ଷା ଖବର

ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କଲେ ଜିଲ୍ଲାପାଳ; ନଦୀ ଉଭୟ ପାର୍ଶ୍ୱର ମରାମତି ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ବିଭୁତି ପ୍ରସାଦ ପଣ୍ଡା / ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର, (ସମୀକ୍ଷା) ବିଭୁତି ପ୍ରସାଦ ପଣ୍ଡା, ଜିଲ୍ଲା ପ୍ରତିନିଧି -୧୫ ଅକ୍ଟୋବର ୨୦୨୬: ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ଓ ଖାତିଗୁଡ଼ା ଡ୍ୟାମ୍ ପରିଦର୍ଶନ କରି ଡ୍ୟାମ୍‌ ଭିତ୍ତିଭୂମିର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ୟାମ୍ ପରିସରର ରକ୍ଷଣାବେକ୍ଷଣ ଓ ଆନୁଷଙ୍ଗିକ ବିକାଶ ସମ୍ପର୍କିତ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଅଧୀନରେ…

Read More
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ – ସମୀକ୍ଷା ଖବର

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ

ବିଭୁତି ପ୍ରସାଦ ପଣ୍ଡା / ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର,,ତାରିଖ: ୧୫.୧୦.୨୦୨୬: ଆନ୍ତର୍ଜାତୀୟ ମହିଳା କୃଷକ ଦିବସ ଅବସରରେ ଆଜି ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସମ୍ମିଳନୀ yuକକ୍ଷଠାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନବରଙ୍ଗପୁର ମହେଶ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଓ ବୈଜ୍ଞାନିକମାନେ, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା), ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ…

Read More
ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ – ସମୀକ୍ଷା ଖବର

ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ

ବିଭୁତି ପ୍ରସାଦ ପଣ୍ଡା / ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର, ୧୫।୧୦ ( ସମୀକ୍ଷା ):ବିଭୁତି ପ୍ରସାଦ ପଣ୍ଡା ନବରଙ୍ଗପୁର (ଡିଗ୍ରୀ) ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ-୨୦୨୬-୨୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭାପତି ପ୍ରାର୍ଥୀ ମୃତ୍ୟୁଞ୍ଜୟ ବିଷୋୟୀ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଗୀତାଞ୍ଜଳି ବିଷୋୟୀ ବହୁ ଭୋଟ ରେ ବିଜୟୀ ହୋଇଛନ୍ତି । ପୂର୍ବାହ୍ନ ୮ଟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ମୋଟ ୧୪୫୦…

Read More
କନ୍ଧମାଳ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ: ୧୨ଟି ବ୍ଲକରୁ ୬୮୧ କ୍ରୀଡ଼ାବିତ୍‌ଙ୍କ ଯୋଗଦାନ – ସମୀକ୍ଷା ଖବର

କନ୍ଧମାଳ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ: ୧୨ଟି ବ୍ଲକରୁ ୬୮୧ କ୍ରୀଡ଼ାବିତ୍‌ଙ୍କ ଯୋଗଦାନ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜିଲ୍ଲାସ୍ତରୀୟ କବାଡ଼ି, ଭଲିବଲ୍‌, ବିଚ୍‌ ଭଲିବଲ୍‌ ଓ ଚେସ୍‌ ପ୍ରତିଯୋଗିତା ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଅକ୍ଟୋବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାର ଔପଚାରିକ ଉଦ୍‌ଘାଟନ ଗୁରୁବାର ଅପରାହ୍ନ ୩ଟାରେ ଅନୁଷ୍ଠିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପର୍ଯ୍ୟବେକ୍ଷକ…

Read More
ଆର୍‌. ନୂଆଗାଁ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ – ସମୀକ୍ଷା ଖବର

ଆର୍‌. ନୂଆଗାଁ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ

ଅଚ୍ୟୁତ ଜାନି/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍‌. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସଂଘ (ପିଟିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁଭଶ୍ରୀ ସୋରେନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ପ୍ରାୟ ୨୦୦ ଜଣ ଅଭିଭାବକ ଯୋଗଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ପାଠପଢ଼ାରେ ଉନ୍ନତି, ନିୟମିତ ଉପସ୍ଥାନ, ଶୃଙ୍ଖଳା ଏବଂ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତିରେ ଅଭିଭାବକଙ୍କ…

Read More
ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା ଖବର

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସାରା ଦେଶରେ ମା ଦୁର୍ଗତି ନାସିନି ମା ଙ୍କର ପାର୍ବଣ ଋତୁ ଚାଲି ଥିବା ବେଳେ ଇଫକୋ ପରିସରରେ ମା ଦଶଭୁଜା ଦୁର୍ଗତି ନାସିନୀ ଦୂର୍ଗାଙ୍କ ନବ ରାତ୍ର ପୂଜା ଅବସରରେ ଯଥା ବିଧି ପୂଜା ଅର୍ଚ୍ଚନା କରାଯାଇ ଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ହେଡ ଙ୍କ ନିର୍ଦେଶ କ୍ରମେ ଇଫକୋ ସଭା ଗୃହରେ ପାରାଦୀପ ଇଫକୋ ୟୁନିଟ ସମସ୍ତ ଅଫିସର କର୍ମଚାରୀ ଓ ଇଫକୋ ବହୁ…

Read More
ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ – ସମୀକ୍ଷା ଖବର

ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା l ଏହି ଇଲେକ୍ସନ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟି ତରଫରୁ ୨୪ ଜଣ ପ୍ରାର୍ଥୀ ନୋମିନେଶନ କରିଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ପ୍ରାର୍ଥୀ ଜିତି…

Read More
ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ – ସମୀକ୍ଷା ଖବର

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ-୨୦୨୬ ପାଇଁ ବିଭିନ୍ନ କଲେଜ ଓ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ବଜାର ସରଗରମ ରହିଥିବା ସମୟରେ ଗୁରୁବାର ଚୂଡାନ୍ତ ହୋଇଛି କଲେଜ ନିର୍ବାଚନ । ମୟୂରଭଂଜର କେତେକ କଲେଜରେ ଉତ୍ତେଜନା ଓ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ଅନ୍ୟ କଲେଜ ଗୁଡିକରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ନିର୍ବାଚନ ସରିଛି । ସେଇ କ୍ରମରେ ବଡସାହି କଲେଜ ଛାତ୍ରସଂସଦ…

Read More
ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ – ସମୀକ୍ଷା ଖବର

ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାମୟାଵୀ ଚାରିଟେବୁଲ ଟ୍ରଷ୍ଟର ଡାଇରେକ୍ଟର ସେବା ନିବୃତ ଆଇପିଏସ୍ ଅଫିସର କାମ୍ଯା ମିଶ୍ରଙ୍କ ତତ୍ବାଵଧାନରେ ବାଦାମ ପାହାଡ଼ ଅଞ୍ଚଳର ଖଣି ଶ୍ରମିକ, ଅଞ୍ଚଳବାସୀ, ଡ୍ରାଇଭର ମାନଙ୍କ ଚକ୍ଷୁ ଆକ୍ରାନ୍ତ ଓ ସମସ୍ୟା ନେଇ ଏକ ବିଶାଳ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଶିବିରରେ ରାସଗୋବିନ୍ଦପୁର ରଙ୍ଗାମାଟିଆସ୍ଥ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଏବଂ…

Read More
ମହତାବ ଭବନ ପରିସରରେ ରାଇରଙ୍ଗପୁର ବ୍ଳକ ଓ କୁସୁମି ବ୍ଳକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା – ସମୀକ୍ଷା ଖବର

ମହତାବ ଭବନ ପରିସରରେ ରାଇରଙ୍ଗପୁର ବ୍ଳକ ଓ କୁସୁମି ବ୍ଳକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ -ମହତାବ ଭବନ, ରାଇରଙ୍ଗପୁର ପରିସରରେ ବୁଧବାର ଦିନ ରାଇରଙ୍ଗପୁର ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ତାଙ୍କ ସହିତ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଶିଷ୍ଟ ସାମାଜିକ କର୍ମୀ ନବିନ ରାମ, ସିଡିଭିଓ ନରେଶ ଚନ୍ଦ୍ର ଯେନା,ବିଡିଓ ଶ୍ରୀମତୀ ନାରାୟଣୀ…

Read More