ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମାଲକାନଗିରି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ବିଶେଷ ସମ୍ମାନିତ ହେଲେ ୪ କୃତି କନ୍ୟା – ସମୀକ୍ଷା ଖବର

ମାଲକାନଗିରି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ବିଶେଷ ସମ୍ମାନିତ ହେଲେ ୪ କୃତି କନ୍ୟା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୧୬/୧୦/୨୬ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ କାର୍ଯ୍ୟଶାଳାରେ ଜିଲ୍ଲାର ପ୍ରତିଭାବାନ୍ କନ୍ୟାମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି। ନିଜ ନିଜ କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ଏହି କୃତି ପ୍ରତିଭାମାନେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ। ଏହି ଅବସରରେ ଦୁଇଟି ହାତ ନଥାଇ ମଧ୍ୟ ଗୋଡ଼ରେ ଲେଖି ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ…

Read More
ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ – ସମୀକ୍ଷା ଖବର

ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ

ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ : ଲହୁଣୀପଡା- ୧୫/୧୦ (ଦାଶରଥି ପଣ୍ଡା)ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ରେ ଏସଏଫଆଇ ସମର୍ଥିତ ପ୍ରାର୍ଥୀ ବାଜିମାତ କରିଛନ୍ତି।ଗୁରୁବାର ଦିନ ଭୋଟ ଗ୍ରହଣ ହୋଇଥିଲା । ମହାବିଦ୍ୟାଳୟରେ ୩ ରାଜନୈତିକ ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥି ମାନଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିବା ବେଳେ ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟରେ ଏସଏଫଆଇ ସମର୍ଥିତ ୩ ପ୍ରାର୍ଥି ବିଜୟ ହାସଲ କରିଥିବା ଜଣାପଡ଼ିଛି…

Read More
ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଗ୍ରାମାଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି ଏବଂ…

Read More
ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: ନୂଆପଡା /କୋମନା ତାରିଖ -16-10-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ବଜାର ପରିସରରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ (ପାତାଲେଶ୍ଵର ମଣ୍ଡଳ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶତ୍ରୁଘ୍ନ ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ସାଂସଦ କଳାହାଣ୍ଡି ତଥା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ବିଜେପିର…

Read More
ପିପିଲି ମହାବିଦ୍ୟାଳୟ ରେ ଏ ବି ଭି ପି ର ବାଜିମାତ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ହେଲେ ସଭାପତି  – ସମୀକ୍ଷା ଖବର

ପିପିଲି ମହାବିଦ୍ୟାଳୟ ରେ ଏ ବି ଭି ପି ର ବାଜିମାତ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ହେଲେ ସଭାପତି 

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନିୟୁଜ: ପିପିଲି :ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ, ପିପିଲି ମହାବିଦ୍ୟାଳୟ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଜିମାତ କରିଛି l ସମସ୍ତ ନଅ ଜଣ ପ୍ରାଥୀ ବିଜୟୀ ହୋଇଛନ୍ତି ପରିଷଦର ତିନିଜଣ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଥିବା ବେଳେ,ସଭାପତି ଙ୍କ ସମେତ ଅନ୍ୟ ସମସ୍ତ ଛଅ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରି ବିପୁଳ ବିଜୟ ଲାଭ କରିଛନ୍ତି l ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ୪୭୩ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାଥୀ ରୁଦ୍ର ପ୍ରସାଦ ନାୟକ ୨୫୪ଖଣ୍ଡ ଭୋଟ ପାଇଛନ୍ତି |ପ୍ରିୟଙ୍କା ପ୍ରିୟଦର୍ଶିନୀ ୨୧୯ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇଛନ୍ତି | ଚିକୁନୁ ଖଟୋଇ ୪୭୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶୁଭଲକ୍ଷ୍ମୀ ମହାରଣା ୨୫୩ଖଣ୍ଡ ଭୋଟ ପାଇ ଥିଲେ | ଚିକୁନୁ ୨୨୨ଖଣ୍ଡ ଅଧିକ ଭୋଟ ପାଇ…

Read More
ପରଜଙ୍ଗ ମହାବିଦ୍ୟାଳୟରେ ଏବିଭିପିର ବାଜିମାତ – ସମୀକ୍ଷା ଖବର

ପରଜଙ୍ଗ ମହାବିଦ୍ୟାଳୟରେ ଏବିଭିପିର ବାଜିମାତ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ପରଜଙ୍ଗ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର କଡା ଟକର୍ ମଧ୍ୟରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଶୁଭ ସମ୍ବିତ ସାହୁ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇଛନ୍ତି। ୫୯୮ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୫୧୩ ଜଣ ଛାତ୍ର ଛାତ୍ରୀ ଭୋଟ ଦାନ କରିଥିବା ନେଇ ସୂଚନା ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ବିସିଜେଡି ସମର୍ଥିତ ସଭାପତି…

Read More
ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା ଖବର

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନିଉଜ୍:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜ ରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ସକାଳ ଆଠଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇ ସନ୍ଧ୍ୟା ୫ଟାରେ ଅତାବିରା କଲେଜ ନିର୍ବାଚନର ଫଳା ଫଳ ଘୋଷଣା ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ସମଥିତ ପ୍ରାଥି ସଭାପତି ପଦବୀରେ ଆୟୁଷ୍ମାନ ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ଶ୍ରୀରାମ ପଣ୍ଡା ଏବଂ କ୍ରୀଡା…

Read More
ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ – ସମୀକ୍ଷା ଖବର

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବିଜ୍ଞପ୍ତି ସଂଖ୍ୟା ୫୩୨୩୭ ତାରିଖ ୦୫/୧୦/୨୦୨୬ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡିଶାର ପ୍ରତେକ କଲେଜ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ, ସେହିପରି ବାରକୋଟ ବ୍ଲକର ପଂଚାୟତ ଡିଗ୍ରୀ କଲେଜ ରେ ମଧ୍ୟ କଲେଜର ଛାତ୍ର ସଂଘର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତଦନୁସାରେ, ନିମ୍ନଲିଖିତ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ପଦବୀରେ ନିର୍ବାଚିତ ଘୋଷଣା କରାଯାଇଛି।ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଗୁଡିକ ହେଉଛି। ସଭାପତି ଭାବେ…

Read More
ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା – ସମୀକ୍ଷା ଖବର

ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ବୋଲଗଡ଼,୧୬/୧୦ : ଭିର୍ନ୍ନକ୍ଷମ ବ୍ୟକ୍ତିଙ୍କୁ ବିଧବା ମାର ଭତ୍ତା ଭରଷା । ଅସହାୟଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା କି ଅନ୍ତରଦ୍ୱୟ ଚାଉଳ ।ଓଳିଏ ଖାଇଲେ ଓଳିଏ ଉପାସ ।ଦୁଃଖ ଶୁଣି କାନ୍ଦିଲେ ବୋଲଗଡ ତହସିଲଦାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର ଶାସନ ଗ୍ରାମପଞ୍ଚାୟତ ଖାରଡ଼ ପଲ୍ଲୀ ଗ୍ରାମର ଭିର୍ଣ୍ଣକ୍ଷମ ଜିତେନ୍ଦ୍ର କୁମାର ବେହେରା (୩୧) ଙ୍କୁ ସହାୟତାର ହାତ…

Read More
ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ – ସମୀକ୍ଷା ଖବର

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇଛନ୍ତି । ଆଜି ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ମନୋଜା ମଞ୍ଜରୀ ସାହୁ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।ସେହି ଅନୁଯାୟୀ ସଭାପତି ଭାବେ ସନ୍ତୋଷ କୁମାର ଭୂୟାଁ, ଉପ ସଭାପତି ଭାବେ ଜ୍ଞାନ ରଞ୍ଜନ ଜେନା, ସମ୍ପାଦକ ଭାବେ…

Read More