ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ କାର୍ଯ୍ୟାଳୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ସମବାୟ କ୍ଷେତ୍ରର ବିକାଶ, ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ସମବାୟ ସମିତିଗୁଡିକର ସୁପରିଚାଳନା, ନୂତନ ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାନପାଖଣା ପଞ୍ଚାୟତ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଵାସନ୍ତୀ ଲାକ୍ରା, ସାନପାଖଣା ସରପଞ୍ଚ ସାଓ୍ବାନା ମାଝୀ, ଏସଏଆରସିଏସ ମିର୍ଜା ହେମ୍ବ୍ରମ, ପ୍ରବିଣା ନାଏକ, ସୁଶାନ୍ତ ସାହୁ,ଏମସିସି ବ୍ୟାଙ୍କର…