ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ

ସଞ୍ଜୀବ ବିଷୋୟୀ/ ସାନଖେମୁଣ୍ଡି ସାମ୍ବାଦିକ / ଗଞ୍ଜାମ / ସମୀକ୍ଷା ନ୍ୟୁଜ: ଆଜି11/10/2024: ପୋଡ଼ାମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ଠାରେ ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରେଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶା ର ମିଳିତ ସହଯୋଗ ରେ ରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ବିଷୋୟୀ, ସମିତି ସଭ୍ୟ ପ୍ରତିନିଧି ଶ୍ରୀ p ରାମେଶ୍ୱର ପାତ୍ର, ବରିଷ୍ଠ…

Read More
ମହାସିଙ୍ଗରେ କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ମହାସିଙ୍ଗରେ କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ମହେଶ୍ୱର ଦିଗାଳ/ସବଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:ମହାସିଙ୍ଗ: 09/10/26 ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତି ନୁହେଁ, ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା, ସୃଜନଶୀଳତା, ତର୍କ ବିତର୍କ ଶକ୍ତି ଓ ଆତ୍ମ ବିଶ୍ୱାସର ବିକାଶ ହିଁ ପ୍ରକୃତ ଶିକ୍ଷାର ମୂଳ ଲକ୍ଷ୍ୟ, ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ କନ୍ଧମାଳ ଜିଲ୍ଲାର କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ ସ୍ଥିତ ନୋଡ଼ାଲ ୟୁ.ପି.ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି…

Read More
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା  ନ୍ୟୁଜ:/କେନ୍ଦୁଝର: କେନ୍ଦୁଝର:୧୧/୧୦, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରୁ ମୋଟ୍ ୧୪୦ ଜଣ ବରିଷ୍ଠ ନାଗରିକ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ଭ୍ରମଣ ୨୦୨୬ ଅକ୍ଟୋବର ୧୧ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।କେନ୍ଦୁଝରଗଡ଼ ପୌରପାଳିକାର କଲ୍ୟାଣ ମଣ୍ଡପଠାରେ ଅପରାହ୍ନ ୨:୪୫ ମିନିଟରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏହି ତୀର୍ଥଯାତ୍ରୀ ବସ୍ କୁ…

Read More
ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା ଖବର

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ: ତପନ ନାୟକ ସଭାପତି ଓ ଲୋହିତ ମହାପାତ୍ର ସାଧାରଣ ସମ୍ପାଦକ ନିର୍ବାଚିତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା: ଖୋରଧା, ୧୧/୧୦/୨୬ ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ (କେଡିୟୁଜେ)ର ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରବିବାର ଖୋରଧା ଜିଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ସାଂଗଠନିକ ଆଲୋଚନା ସହ ନୂତନ କମିଟି ଗଠନ କରାଯାଇଛି। ଏଥିରେ ତପନ କୁମାର ନାୟକ ସଭାପତି ଓ ଲୋହିତ ନାରାୟଣ ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ରାଜ୍ୟ ସାମ୍ବାଦିକ ସଂଗଠନ ଓୟୁଜେର ନିର୍ଦ୍ଦେଶକ୍ରମେ…

Read More
କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ – ସମୀକ୍ଷା ଖବର

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ

ସମ୍ବଲପୁର / ସମୀକ୍ଷା  ବ୍ୟୁରୋ ନ୍ୟୁଜ: କୁଚିଣ୍ଡା, ୧୧ା୧୦: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନ ଘୋଷା ଅଞ୍ଚଳରେ ଚର୍ଚ୍ଚିତ ଦନ୍ତାହାତୀ ‘ରାଜୁ’ର ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନୁଗୋଳ ଓ ଦେବଗଡ଼ ଜିଲ୍ଲା ଦେଇ ଆସିଥିବା ଏହି ଦନ୍ତାହାତୀ ଏବେ କୁଚିଣ୍ଡା ଅଞ୍ଚଳରେ ଡେରା ପକାଇଛି। ଗତ କିଛି ଦିନ ଧରି ରାଜୁ ବାରମ୍ବାର ନିଜର ଗତିପଥ ପରିବର୍ତ୍ତନ କରି ରେଙ୍ଗାଲବେଡ଼ା, ଭୋଜପୁର ଓ ଲାଡ଼ ଅଞ୍ଚଳ ଦେଇ ଘୋଷା ଗ୍ରାମ ନିକଟରେ…

Read More
ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର – ସମୀକ୍ଷା ଖବର

ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:୧୧।୧୦ : ଫାଟିଲା ଗ୍ୟାସ ଟାଙ୍କି। ଜଳିଗଲା ଜଳଖିଆ ଦୋକାନ। ଏଥିସହ ଦୋକାନରେ ଥିବା ୭ ଜଣ ଜଳିଯାଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି । ଏଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାରରେ ଘଟିଛି। କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ…

Read More
ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l – ସମୀକ୍ଷା ଖବର

ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର,11/10/2026(ନି. ପ୍ର ):ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା ଠାକୁରପାଟଣା ସ୍ଥିତ ହରିହରଙ୍କ ପୀଠରେ ସଂଗଠନର ସଭାପତି ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି |ସଭାରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଥାନା ଭାରାପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ,ସମ୍ମାନୀୟା ଅତିଥି ଭାବେ ସହ ଅଧିକାରିଣୀ, ତପସ୍ୱନି କାନୁନଗୋ, ମୁଖ୍ୟ ବକ୍ତା ସମାଜସେବୀ ବିନାୟକ ପଟ୍ଟନାୟକ, ମଞ୍ଚରେ ଉପସ୍ଥିତ…

Read More
ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ – ସମୀକ୍ଷା ଖବର

ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର ସାମ୍ବାଦିକ / ସମୀକ୍ଷା ନ୍ୟୁଜ : କଲ୍ୟାଣ ସିଂହପୁର, ୧୧/୧୦/୨୦୨୬:ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ପୂଜାରିଗୁଡ଼ା ପଞ୍ଚାୟତ ବଡ଼ ନାୟକ ଗୁଡା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ, ନିଲୁ କାଡ୍ରାକା ବୟସୋ ୧୨, କାମୀ ତିଆକା ବୟସ ( ୧୨ ) ଶାନ୍ତି ନଗର୍ ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଗୃହ କୁଯାଇ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧବ ହିକକା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ…

Read More
ଶେରଗଡ: ବାଲ୍ୟବିବାହକୁ ନେଇ ସଚେତନତା – ସମୀକ୍ଷା ଖବର

ଶେରଗଡ: ବାଲ୍ୟବିବାହକୁ ନେଇ ସଚେତନତା

ଅଜିତ କୁମାର ପଣ୍ଡା/ ଶେରଗଡ ସାମ୍ବାଦିକ / ସମୀକ୍ଷା ନ୍ୟୁଜ :ଶେରଗଡ ୧୦/୧୦ —- ଶେରଗଡ ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷରେ ଆଜି ବାଲ୍ୟବିବାହ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶେରଗଡ ପୋଲିସ, ଯୁବ ରେଡ କ୍ରସ,ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଈଯାଈଛି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶିଶିର କାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ଯ ଅତିଥି ରୂପେ…

Read More
ମାନବିକତାର ପରିଚୟ ଦେଲା ୧୦୮: ଚଳନ୍ତା ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା-ଝିଅ ସୁସ୍ଥ – ସମୀକ୍ଷା ଖବର

ମାନବିକତାର ପରିଚୟ ଦେଲା ୧୦୮: ଚଳନ୍ତା ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା-ଝିଅ ସୁସ୍ଥ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୧/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରା ଗ୍ରାମର ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଫାର୍ମାସିଷ୍ଟ ମାନବିକତାର ପରିଚୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଟେଙ୍ଗରା ଗ୍ରାମର ଧୀରେନ୍ଦ୍ର ବାଗଙ୍କ ସ୍ତ୍ରୀ ଗୀତା ବାଗଙ୍କୁ ପ୍ରସବ ବେଦନା ହେବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଫାର୍ମାସିଷ୍ଟ…

Read More