ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା :ତାରିଖ -10-10-2026 ମାନବ ସେବା ହିଁ ମାଧବ ସେବା। ସେବା ହିଁ ପରମ ଧର୍ମ। ସମାଜର ବ୍ୟକ୍ତି ବିଶେଷଙ୍କ ଯୋଗଦାନ ହିଁ ସଂଗଠନ। ଏହି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧି କୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ସ୍ଥିତ ସ୍ଥାନୀୟ ବାନର ସେନା ସାମାଜିକ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବାନର ସେନା ସାମାଜିକ ଅନୁଷ୍ଠାନ…