ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା :
ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ :୦୯/୧୦ ଆମ୍ବପଳାସ ଜଙ୍ଗଲରେ ୩୦ହଜାର ଲିଟର ପୋଚ ନଷ୍ଟ, ୨ହଜାର ଲିଟର ଦେଶୀ ମଦ ଜବତ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ରନ୍ଧନଶାଳରେ ପୋଲିସର ବଡ଼ ଧରଣର ଚଢ଼ାଉ। ପରଜଙ୍ଗ ଓ ମହାବିରୋଡ଼ ପୋଲିସର ମିଳିତ ଚଢ଼ାଉରେ ଜଙ୍ଗଲ ଭିତରେ ଚାଲିଥିବା ଏକାଧିକ ମଦ ରନ୍ଧାଶାଳକୁ ଭାଙ୍ଗି ଦିଆଯାଇଛି।ଏହି ଚଢ଼ାଉରେ ପ୍ରାୟ ୩୦ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ…