କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା
ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଯୁବଗୋଷ୍ଠୀ ନିଶlଗ୍ରସ୍ତ ହେବାରେ ଲାଗିଛନ୍ତି l ଯାହାଫଳରେ ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଗଣ୍ଡଗୋଳ,ଚୋରି,ସଡ଼କ…