ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ତିର୍ତୋଲ ବ୍ଲକ ର. ମହିଲ ଗ୍ରାମ ରେ ବାଣ ବିସ୍ଫୋରଣ ଜଣେ ମୃତ ତିନି ଆହତ – ସମୀକ୍ଷା ଖବର

ତିର୍ତୋଲ ବ୍ଲକ ର. ମହିଲ ଗ୍ରାମ ରେ ବାଣ ବିସ୍ଫୋରଣ ଜଣେ ମୃତ ତିନି ଆହତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ତିର୍ତୋଲ ବ୍ଲକ ମହିଲ ଗ୍ରାମରେ ଦିବା ୧ଘଟିକା ସମୟରେ ଅଚାନକ ପ୍ରବଳ ମାତ୍ରାରେ ଏକ ଅବାଜ୍ ହେବାରୁ ସେହି ଗ୍ରାମର ପାଖ ପଡୋଶୀ ପହଞ୍ଚି ଦେଖିଲା ବେଳକୁ ମନୋରଞ୍ଜନ ସ୍ୱାଇଁ ଙ୍କ ଘରେ ଗ୍ୟାସ୍ ଫାଟି ଯିବା କାରଣରୁ ମନୋରଞ୍ଜନ ସ୍ୱାଇଁ ପୁରା ପୋଡି ହୋଈ ଖଣ୍ଡିଆ ଖାବରା ହୋଇ ଥିବା ବେଳେ ମୂରୁମୁସୁ ଅବସ୍ଥା ରେ ତାଙ୍କୁ ଗୋଟିଏ ବୋଲର ସାହାଯ୍ୟରେ ଜଗତସିଂହପୁରୁ ହସ୍ ପିଟାଲ…

Read More
ବରଗଡ଼ ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଏକ ଚିନ୍ତା ଜନକ ବିଷୟ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଏକ ଚିନ୍ତା ଜନକ ବିଷୟ

ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ: ଓଡ଼ିଶାର ପ୍ରମୁଖ ଜିଲ୍ଲା ମଧ୍ୟରୁ ବରଗଡ଼ ଅନ୍ୟତମ, ମାତ୍ର ବିଗତ କିଛି ସମୟ ହେବ ଏହି ଜିଲ୍ଲାରେ ଘଟୁଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳର ଛକ, ଅସଂଯମିତ ଗାଡ଼ି ଚାଳନା ଏବଂ ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଅନେକ ନିରୀହ ଜୀବନ ଚାଲିଯାଉଛି। ନିକଟରେ ୫ ଅକ୍ଟୋବର ୨୦୨୬ରେ ସୋହେଲା ବ୍ଲକର…

Read More
ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା – ସମୀକ୍ଷା ଖବର

ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:ନୂଆପଡ଼ା, ୦୮/୧୦: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଉଠାଜଳ ସେଚନ ଓ ବିଦ୍ୟୁତ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହି ବୈଠକରେ ଜିଲ୍ଲାରେ ଉଠାଜଳ ସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ବିଦ୍ୟୁତୀକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୬ ମସିହାରେ ଡ୍ରିଲିଂ କରାଯାଇଥିବା ୧,୦୬୪ଟି କ୍ଲଷ୍ଟର ବୋରୱେଲ୍ ମଧ୍ୟରୁ ବର୍ତ୍ତମାନ…

Read More
ସିବିଆଇ ପଞ୍ଝାରେ ନୂଆପଡା ଏକଲବ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଲାଞ୍ଚ ନେବାବେଳେ ଧରା ପଡିଲେ – ସମୀକ୍ଷା ଖବର

ସିବିଆଇ ପଞ୍ଝାରେ ନୂଆପଡା ଏକଲବ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଲାଞ୍ଚ ନେବାବେଳେ ଧରା ପଡିଲେ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ ସମୀକ୍ଷା ନ୍ୟୁଜ:ନୂଆପଡ଼ା, ୦୮/୧୦ : ଶିକ୍ଷକ ସମାଜ ପାଇଁ କଳଙ୍କର ଛିଟା ବୋଲି ଦେଲେ ଜଣେ ପ୍ରଧାନ ଶିକ୍ଷକ। ସେ ନିଜର ସ୍ୱାର୍ଥ ପାଇଁ ନିଜର ତଳିଆ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗି ଶେଷରେ କଳାକନା ବୋଲି ହୋଇ ସମାଜ ରେ ଅପଦସ୍ତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ଏକଲବ୍ଯ ମଡେଲ ଆବାସିକ ବିଦ୍ୟାଳୟରେ। ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ…

Read More
ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ – ସମୀକ୍ଷା ଖବର

ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୯/୧୦/୨୬ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରାକରଣକୁ ତ୍ଵରାନିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଜୋଶ୍ ଦଳର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଜ ନିଜ ଅଞ୍ଚଳକୁ ଯକ୍ଷ୍ମା ମୁକ୍ତ କରିବାରେ ସଫଳତା ହାସଲ କରିଥିବା ସ୍ଥାନୀୟ ଜନପ୍ରତିନିଧିମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସିଡିଏମ ଓ ପିଏଚଓ ଡାକ୍ତର ମାନସ ରଞ୍ଜନ ପଣ୍ଡା ସଭାପତିତ୍ୱ…

Read More
ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ – ସମୀକ୍ଷା ଖବର

ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି– ଗଞ୍ଜାମ ଜ଼ିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଡକା ଯାଇଥିବା ବନ୍ଦ ଡାକରା ସଫଳ ହେଇଛି l ସୂଚନା ଅନୁଯାଇ କେନ୍ଦ୍ରସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସୁନା ଦାମ ଆକାଶ ଛୁଁଆ, ଚାଷୀଙ୍କ ଅବହେଳିତ କରାଯିବା,ଏସ ଆଇ ଆର୍ ଦ୍ୱାରା ଭୋଟ ଲିଷ୍ଟରୁ ଚଉଦ କୋଟି ଲୋକଙ୍କ ନାମ କାଟିବା ଆଦି ଅନେକ ସମସ୍ୟା କୁ…

Read More
କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌ – ସମୀକ୍ଷା ଖବର

କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡ଼ା, ତା, ୦୮/୧୦: ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।…

Read More
ମୁରିବାହାଲ ହଳଦୀ ଯମୁନା ପାହାଡ଼ରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି – ସମୀକ୍ଷା ଖବର

ମୁରିବାହାଲ ହଳଦୀ ଯମୁନା ପାହାଡ଼ରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୯/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀ ପଞ୍ଚାୟତ ଉମୁରା ନିବାସୀ ସ୍ୱର୍ଗତ ଦୁତିକୃଷ୍ଣ ସିଂ ଭୋଇଙ୍କ ଧର୍ମପତ୍ନୀ ଦମୟନ୍ତୀ ସିଂ ଭୋଇଙ୍କ ଆହ୍ୱାନ କ୍ରମେ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରାଯାଇଥିଲା। ଏହି ପୀଠ ୧୦୦ ଏକରରୁ ଅଧିକ ପରିମିତ ସୁନ୍ଦର ପାହାଡ଼ ଉପରେ ଅବସ୍ଥିତ। ପାହାଡ଼ ଉପରେ ଆବାହନ କାଳରୁ ଏକ ଐତିହାସିକ ଗୁମ୍ଫାରେ…

Read More
ଜଗତସିଂହପୁର : ଇଂଡିମେଣ୍ଟ ଡାକରାରେ ଆଂଶିକ ବନ୍ଦ – ସମୀକ୍ଷା ଖବର

ଜଗତସିଂହପୁର : ଇଂଡିମେଣ୍ଟ ଡାକରାରେ ଆଂଶିକ ବନ୍ଦ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 08/10/2016(ନି. ପ୍ର ): ଜଗତସିଂହପୁର ଠାରୁ ଆରମ୍ଭକରି ବିରିଡି ପର୍ଯ୍ୟନ୍ତ ଇଂଡିମେଣ୍ଟ ର ଡାକରାରେ ବନ୍ଦ ଆଂଶିଙ୍କ ଅସର ହେବାର ଦେଖାପଡ଼ିଛି | ଜଗତସିଂହପୁର ସାନ ବଜାର ସ୍ଥିତ ପୌର ପାଳିକା ଛକ ପାଖରେ 10-12ଜଣ ବସି ବନ୍ଦ କରିବା ସଫକ୍ଷ୍ୟରେ ଥିଲା ବେଳେ ପ୍ରାୟ 25ଜଣ ପୋଲିସ ଚାଲୁକରିବା ସଫକ୍ଷ୍ୟରେ ଥାଇ ମୋଟର ଗାଡି ଓ କାର, ଟ୍ୱେମ୍ପୁ ଙ୍କୁ ଯିବାରେ ସହଯୋଗ କରିଥିଲେ…

Read More
ମେଡିକାଲରେ ଘରୋଇ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର – ସମୀକ୍ଷା ଖବର

ମେଡିକାଲରେ ଘରୋଇ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ – ଗୁରୁବାର ସନ୍ଧ୍ୟା ୯ଟା ମଧ୍ୟରେ ଉଦଳା ମେଡିକାଲରେ ଏକ ଘରୋଇ ଆମ୍ବୁଲାନ୍ସ ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆମ୍ବୁଲାନ୍ସ ଛାତ ଉଡିଯିବା ସହ ହୁତୁହୁତୁ ହୋଇ ଆମ୍ବୁଲାନ୍ସଟି ଜଳିଗଲା । ଘଟଣାରେ ଜଣେ ରୋଗୀ ମଧ୍ୟ ମୃତ୍ୟବରଣ କରିଥିବା ସହ ଦୁଇଜଣ ଆଘାତ ନେଇ ଏକ ଦୁଃଖଦ ସୂଚନା ମିଳିଛି । ଘଟଣା ଅନୁଯାୟୀ ଉଦଳା…

Read More