ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ – ସମୀକ୍ଷା ଖବର

ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଫୁଲବାଣୀ, ୮/୧୦(ବିପ୍ର): ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ଗୁରୁବାର କନ୍ଧମାଳ ଜିଲ୍ଲା ସମେତ ଫୁଲବାଣୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ସହରର ଜନଜୀବନ ଅଚଳ ହୋଇପଡ଼ିଥିବା ବେଳେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା। ସକାଳୁ ଫୁଲବାଣୀ ସହରର ମାଡ଼ିକୁନ୍ଦା…

Read More
କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : ୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତକଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ…

Read More
ଓଡ଼ିଶା ବନ୍ଦ ପ୍ରଭାବରେ ଖୋରଧା ସହରରେ ଜନଜୀବନ ପ୍ରଭାବିତ – ସମୀକ୍ଷା ଖବର

ଓଡ଼ିଶା ବନ୍ଦ ପ୍ରଭାବରେ ଖୋରଧା ସହରରେ ଜନଜୀବନ ପ୍ରଭାବିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା,୮/୧୦: ଆଜି ଇଣ୍ଡି ମେଣ୍ଡ ଅଂଶୀଦାର ଦଳ ସମୂହ ଆହ୍ୱାନ କ୍ରମେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଖୋରଧା ରେ ଏହାର ପ୍ରଭାବ ଦେଖୁବାକୁ ମିଳିଥିଲା। କଂଗ୍ରେସ ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ କର୍ମୀ ମାନେ ସହରର ବିଭିନ୍ନ ଛକରେ ପିକେଟିଂ କରିବା ସହ ବନ୍ଦକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଭୋଟ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ଦେଶ…

Read More
ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜିଏମ ଙ୍କ ରାଇରଙ୍ଗପୁର ଓ ବାଦାମପାହାଡ଼ ଗସ୍ତ – ସମୀକ୍ଷା ଖବର

ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜିଏମ ଙ୍କ ରାଇରଙ୍ଗପୁର ଓ ବାଦାମପାହାଡ଼ ଗସ୍ତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ – ମୟୂରଭଞ୍ଜ ରେଳ ବିକାଶରେ କିଛି ପରିବର୍ତ୍ତନ ହେବା ଆଶା ଆଗକୁ ଗତି କରୁଥିବା ଭଳି ମନେହୁଏ । ବିଭିନ୍ନ ସମୟରେ ରେଳବିଭାଗ ଅଧିକାରୀ ଗଣଙ୍କ ବାରମ୍ବାର ଆଗମନ ଏଭଳି ସୂଚନା ଦେଉଛି । ଗୁରୁବାର ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜେନେରାଲ ମ୍ୟାନେଜର ଅନୀଲ କୁମାର ଜୈନ ଏବଂ ଚକ୍ରଧରପୁର ସ୍ଥିତ ଡିଆରଏମ ତରୁଣ ହୁରିଆ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ…

Read More
ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ – ସମୀକ୍ଷା ଖବର

ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ ଅକ୍ଟୋବର: ଖୋରଧା ସଦର ଥାନା ପୁଲିସ ଚଢ଼ଉ କରି ବେଆଇନ ଭାବେ କଳା ମୁଗୁନି ପଥର ଖନନ ଓ ପରିବହନ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୩ଟି ହାଇୱା ଏବଂ ଗୋଟିଏ ପ୍ରୋକଲିନ୍‌ ମେସିନ୍‌ ଜବତ କରାଯାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ଅଣ୍ଡାଳସିଂହ ଗ୍ରାମର ବିଜୟ…

Read More
ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନର ସଫଳତା – ସମୀକ୍ଷା ଖବର

ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନର ସଫଳତା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ପଦ୍ମପୁର, ୮/୧୦: ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପରିବେଶ ଓ ପ୍ରକୃତି ସୁରକ୍ଷାକୁ ନେଇ ଆୟୋଜିତ ସିଟ୍ ଆଣ୍ଡ ଡ୍ର ପ୍ରତିଯୋଗିତାରେ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀ ନିଜ ଚିତ୍ରକଳା ପ୍ରତିଭାର ପରିଚୟ ଦେଇଛନ୍ତି। ବରଗଡ଼ ଠାରେ ବନ ବିଭାଗ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ…

Read More
ସାଲେପୁରରେ ବନ୍ଦ୍ର ପ୍ରଭାବ – ସମୀକ୍ଷା ଖବର

ସାଲେପୁରରେ ବନ୍ଦ୍ର ପ୍ରଭାବ

ହେମନ୍ତ କୁମାର ନନ୍ଦ/ସମୀକ୍ଷା/ସାଲେପୁର: ଆଜି 8/10/2026: ସାଲେପୁର ମାଟିରେ ଆମ ଅଧିକାର ପାଇଁ ଓଡ଼ିଶା ବନ୍ଦ ସଫଳ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ MMDR Act ବିରୋଧରେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ସମ୍ପର୍କିତ ପ୍ରସଙ୍ଗରେ, ଏବଂ SIR ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଆଜିର ଏହି ବନ୍ଦ ଅନୁଷ୍ଠିତ ହୋଇଛି।ଏହି ଆନ୍ଦୋଳନରେ ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱରେ ସାଲେପୁରରେ ଇଣ୍ଡିଆ ମେଣ୍ଟ କର୍ମୀ ଭାଇଭଉଣୀମାନେ…

Read More
ନୂଆଗାଁ ବ୍ଲକ: ବିଦ୍ୟୁତ୍ କାଟକୁ ନେଇ ୫ ଗ୍ରାମରେ ତୀବ୍ର ଅସନ୍ତୋଷ – ସମୀକ୍ଷା ଖବର

ନୂଆଗାଁ ବ୍ଲକ: ବିଦ୍ୟୁତ୍ କାଟକୁ ନେଇ ୫ ଗ୍ରାମରେ ତୀବ୍ର ଅସନ୍ତୋଷ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୦୮/୧୦: ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନହେବାକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ୫ଟି ଗ୍ରାମର ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନେ ନୂଆଗାଁ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହ…

Read More
ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ – ସମୀକ୍ଷା ଖବର

ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ,୦୮/୧୦/୨୬ ଏମ୍ଏମ୍ ଡିଆର ୨୦୨୬,ଏସ୍ ଆଇ ଆର, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତିକୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଧେଶ କ୍ରମେ ଓ ରାଜ୍ୟ ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ…

Read More
ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା – ସମୀକ୍ଷା ଖବର

ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା

ଟଙ୍କଧର ପାତ୍ର/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ଯୋଡ଼ା, କେନ୍ଦୁଝର, ୮/୧୦/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲର ଆନୁକୂଲ୍ୟରେ ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଅଧୀନରେ ଜୋନ୍ ସ୍ତରୀୟ କରାଟେ ଓ ତାଏକୋଣ୍ଡୋ ଚାମ୍ପିଅନସିପ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ବୟସ ବର୍ଗରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କ୍ରୀଡ଼ା ପରିଷଦର ଉପ-ସଭାପତି ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ…

Read More