ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ, – ସମୀକ୍ଷା ଖବର

ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ,

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ବେଆଇନ ମୋରମ ଖନନ ଉପରେ ରାତିଅଧିଆ ଚଢ଼ାଉ; ୮ ଗିରଫ, ୧୨ ଗାଡ଼ି ଜବତ ଖୋର୍ଦ୍ଧା, ଅକ୍ଟୋବର ୧୦:- ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗକୁ ନେଇ ପୁଲିସର ରାତିଅଧିଆ ଚଢ଼ାଉରେ ୮ ଜଣ ଗିରଫ ହୋଇଥିବାବେଳେ ୭ଟି ଜେସିବି ଖନନ ଯନ୍ତ୍ର ଓ ୫ଟି ହାଇୱା ଟ୍ରକ୍‌ ସମେତ ମୋଟ ୧୨ଟି ଗାଡ଼ି ଜବତ ହୋଇଛି। ଅକ୍ଟୋବର ୯ ଓ ୧୦…

Read More
ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ – ସମୀକ୍ଷା ଖବର

ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ

ମହେଶ୍ୱର ଦିଗଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :ବାଲିଗୁଡା ତା 9/10: କନ୍ଧମାଳ ତୁମୁଡ଼ିବନ୍ଧ, ବ୍ଲକ ପରିବାରର ମୁହଁରେ ହସ ଫୁଟାଇବା ଓ ପରିବାର ପ୍ରତିପୋଷଣ କରିବା ଆଶାରେ ନିଜ ଜନ୍ମମାଟି ଛାଡ଼ି ଦାଦନ ଖଟିବାକୁ ଯାଇଥିବା ଆଉ ଜଣେ ଶ୍ରମିକଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ଗୁଜରାଟ ରାଜ୍ୟରେ କାର୍ଯ୍ୟରତ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ୬୧ ବର୍ଷୀୟ ବିଜୟ ହଜାର ନାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏପଟେ ଅତ୍ୟନ୍ତ ଗରିବ ପରିବାର ପାଇଁ ମୃତଦେହକୁ ନିଜ…

Read More
ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା ଖବର

ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ

ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନ୍ୟୁଜ: ପିପିଲି,ତା-୯ା୧୦ ରାଜ୍ୟରେ ଦିର୍ଘ ୮ବର୍ଷ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର୯ ତାରିଖ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ରହିଥିଲା ବେଳେ ଦିନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାଂଚ ପ୍ରକ୍ରିୟା ଚାଲିଥିଲା । ଅପରାହ୍ନ ୫ଟାରେ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି ।…

Read More
ଅଜଣା ବାଇକ ଧକ୍କା ରେ ବୃଦ୍ଧ ଗୁରୁତର :ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ – ସମୀକ୍ଷା ଖବର

ଅଜଣା ବାଇକ ଧକ୍କା ରେ ବୃଦ୍ଧ ଗୁରୁତର :ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି :- ଏହି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ଅଜଣା ବାଇକ ଧକ୍କାରେ ଲାଓବାଡ଼ି ଗ୍ରାମର ଅଲେଖ ବେହେରା (୫୫) ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଅଲେଖ ନିଜ ଗ୍ରାମ କୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ବେଳେ ପଛପଟୁ ଏକ ଅଜଣା ବାଇକ ରେ ତିନି ଜଣ ବସି ଦ୍ରୁତ ଗତିରେ ଚିକିଟି…

Read More
ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ – ସମୀକ୍ଷା ଖବର

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ବହୁ ପ୍ରତିକ୍ଷୀତ ଛାତ୍ରସଂସଦ ନିର୍ବାଚନରେ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା କଡ଼ା ସୁରକ୍ଷାରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରସଂସଦର ଏହି ନିର୍ବାଚନରେ ବିଭିନ୍ନ ସଂସଦ ପାଇଁ ସମୁଦାୟ ୫୦ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ବିଧିବଦ୍ଧ ଭାବରେ ଯାଞ୍ଚ ପରେ କାଏମ ରହିଛି। ତେବେ ନାଟ୍ୟସଂସଦର ସହ ସମ୍ପାଦିକା ପ୍ରାର୍ଥୀ ରୂପେ ବିଜୟଲକ୍ଷ୍ମୀ ସାହୁ ଓ ପତ୍ରିକା ସହସମ୍ପାଦକ ରୂପେ ଅଙ୍କିତା ପ୍ରିୟଦର୍ଶିନୀ, ଦିବ୍ୟାଧୟୀ ଛାତ୍ର ସଂସଦର ସ‌ହ…

Read More
ପୁରୁଣା କଲେଜ ବାରଣ୍ଡାରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ ମୃତ୍ୟୁର କାରଣ ଖୋଜୁଛି ପୋଲିସ – ସମୀକ୍ଷା ଖବର

ପୁରୁଣା କଲେଜ ବାରଣ୍ଡାରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ ମୃତ୍ୟୁର କାରଣ ଖୋଜୁଛି ପୋଲିସ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ: ପାରାଦୀପର ପୁରୁଣା କଲେଜ ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଜଣକ ରଜେଇ ବେହେରା ବୋଲି ଜଣାପଡ଼ିଛି। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୁରୁଣା କଲେଜ ପରିସରରେ ରଜେଇ ବେହେରାଙ୍କୁ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସେ କଲେଜ ବାରଣ୍ଡାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ…

Read More
ବିଜରାଡିହି ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ନୂଆପଡା ବିଧାୟକଙ୍କ ଯୋଗଦାନ – ସମୀକ୍ଷା ଖବର

ବିଜରାଡିହି ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ନୂଆପଡା ବିଧାୟକଙ୍କ ଯୋଗଦାନ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି/ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡା ଜିଲ୍ଲା : ତାରିଖ-09-10-2026 ସଦର ବ୍ଲକ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲଆପାଣି ବିଜରାଡିହି ଗାଁ ରେ ସ୍ବୟଂ ସହାୟିକା ଗୋଷ୍ଠୀର ମାନଙ୍କ ଦ୍ବାରା ଆୟୋଜିତ ସ୍ବଚ୍ଛତା, ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଗାଁ ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମର ପ୍ରଥମ ପର୍ଯାୟ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଦିତୀୟ ପର୍ଯାୟରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ…

Read More
ପଟ୍ଟାମୁଣ୍ଡାଇ : ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ମାଡ ଏବଂ ଅପହରଣ! – ସମୀକ୍ଷା ଖବର

ପଟ୍ଟାମୁଣ୍ଡାଇ : ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ମାଡ ଏବଂ ଅପହରଣ!

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୟୁ କେ ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା । କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଙ୍କୁ ଅନ୍ୟ ଏକ ଦଳର ସମର୍ଥକ ମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଛନ୍ତି ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ଗାଡି ଅଟକାଇ ଛାତ୍ରଛାତ୍ରୀ ଙ୍କ…

Read More
ସୁହାସ ଚାକମା ବନାମ ଭାରତ ସରକାର ଓ ଅନ୍ୟାନ୍ୟ ମାମଲା ସମ୍ବନ୍ଧରେ ସଚେତନତା – ସମୀକ୍ଷା ଖବର

ସୁହାସ ଚାକମା ବନାମ ଭାରତ ସରକାର ଓ ଅନ୍ୟାନ୍ୟ ମାମଲା ସମ୍ବନ୍ଧରେ ସଚେତନତା

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : ନୂଆପଡ଼ା ଜିଲ୍ଲା : ତା: ୦୯/୧୦/୨୦୨୬ ରିଖ ସୁନସୁନିଆ ସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ…

Read More
କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ଓ କୋଶଲ ସମାବେଶ ୨୦୨୬ ଆୟୋଜିତ – ସମୀକ୍ଷା ଖବର

କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ଓ କୋଶଲ ସମାବେଶ ୨୦୨୬ ଆୟୋଜିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୯। ୧୦ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ତଥା କୋଶଲ ସମାବେଶ-୨୦୨୬ ଧୁମ୍‌ଧାମରେ ଆୟୋଜିତ ହୋଇଯାଇଛି। ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କୋଶଲ ସେନାର ସଭାପତି କୌସ୍ତୁଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସଂଗଠନର ସମ୍ପାଦକ ବୀରବଳ ମହାକୁର ଉପସ୍ଥିତ ଥିଲେ। ସ୍ୱପ୍ନିକା ସାହୁ…

Read More