ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଜମନକିରା, ୨୦/୦୯ : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଅଧୀନ ଜମନକିରା ବ୍ଲକ୍ ସାମ୍ବାଦିକ ୟୁନିଟ୍ର ଦ୍ୱିବାର୍ଷିକ ବୈଠକ ଓ ନିର୍ବାଚନ ରବିବାର ସମ୍ପନ୍ନ ହୋଇଛି। ନିର୍ବାଚନରେ ସର୍ବସମ୍ମତିକ୍ରମେ ରାଜେନ୍ଦ୍ର ନାୟକ ସଭାପତି, ସୁବାଷ ନାଥଶର୍ମା ସାଧାରଣ ସମ୍ପାଦକ ଓ ରାମନାରାୟଣ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଦାୟୀ ସଭାପତି କ୍ଷିତିରଞ୍ଜନ ପଧାନଙ୍କ ଅଧ୍ୟକ୍ଷତାରେ ଦ୍ୱିବାର୍ଷିକ ବୈଠକର ପ୍ରଥମ ଅଧିବେଶନ ହୋଇଥିଲା।…