ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମାଲକାନଗିରିରେ ଡି.ପି.ଆଇ.ଆଇ.ଟି. ଦ୍ୱାରା ତେଜସ କର୍ମଶାଳା ସଫଳତାର ସହ ଆୟୋଜିତ – ସମୀକ୍ଷା ଖବର

ମାଲକାନଗିରିରେ ଡି.ପି.ଆଇ.ଆଇ.ଟି. ଦ୍ୱାରା ତେଜସ କର୍ମଶାଳା ସଫଳତାର ସହ ଆୟୋଜିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡି.ପି.ଆଇ.ଆଇ.ଟି.) ସୌଜନ୍ୟରୁ ମାଲକାନଗିରି ସ୍ଥିତ ସରକାରୀ ଆଇ.ଟି.ଆଇ. ଅଡିଟୋରିୟମଠାରେ ତେଜସ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶର ୧୩୨ଟି ଜିଲ୍ଲାରେ ଅଣ-ମେଟ୍ରୋ ଓ ଟାୟାର-୨/୩ ଅଞ୍ଚଳଗୁଡ଼ିକରେ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳ ସ୍ତରରେ ନବସୃଜନକୁ ସଶକ୍ତ କରିବା ଲକ୍ଷ୍ୟରେ ଏହି ଆଞ୍ଚଳିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓଡ଼ିଶା, ଜି.ଆଇ.ଇ.ଟି….

Read More
ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି – ସମୀକ୍ଷା ଖବର

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ଜଣ ନୂତନ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଶିକ୍ଷକମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୩୨ ଜଣ ଥିବାବେଳେ ଅନ୍ୟ ୮୭ ଜଣ ମଧ୍ୟ ଆଜି ନୂତନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।ପୂର୍ବରୁ ମୋଟ ୧୨୩ ଜଣ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ ଜଣ ଉଚ୍ଚ ପଦବୀରେ ନିଯୁକ୍ତି…

Read More
ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ – ସମୀକ୍ଷା ଖବର

ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ:ନୂଆପଡ଼ା: ନୂଆପଡା ଜିଲ୍ଲା ଖରିଆରରୋଡ ସହର ଗଣପତି ପେଲେସ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଭାବେ ଡ଼. ଅଙ୍କିତ ସିଂଘାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ଫକୀର ମୋହନ ଜଗତ, ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି କମଳ ଚରଣ ତାଣ୍ଡି, ବରିଷ୍ଠ କଂଗ୍ରେସ ନେତା ବିରଞ୍ଚି…

Read More
ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ – ସମୀକ୍ଷା ଖବର

ଖରିଆର:ବାନରସେନା ସାମାଜିକ ସଙ୍ଗଠନ ତରଫରୁ ଗ୍ରାମ ଉଦୟ ଅଭିଯାନ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜ:ନୂଆପଡା ଜିଲ୍ଲା ଖରିଆର ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବାନରସେନା ସାମାଜିକ ଅନୁଷ୍ଠାନ ତରଫରୁ ଗ୍ରାମ ଉଦୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେବା ସଂକଳ୍ପ ନେଇ ନୂଆପଡା ଜିଲ୍ଲା ବ୍ୟାପି ନିଶାମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଜାରି ରହିଥିବା କାର୍ଯ୍ୟକ୍ରମ ର 14 ସେପ୍ଟେମ୍ବର ରୁ 20 ସେପ୍ଟେମ୍ବର କାର୍ଯ୍ୟକ୍ରମ ସମୀକ୍ଷା ଓ ଜିଲ୍ଲା ବ୍ୟାପି କାର୍ଯ୍ୟକ୍ରମ କରିଥିବା ପଞ୍ଚାୟତ ସଭାପତି ମାନଙ୍କୁ ଧନ୍ୟବାଦ ଅର୍ପଣ…

Read More
ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତରେ ‘ମ୍ୟାଲେରିଆ ମୁକ୍ତ ଅଭିଯାନ’ର ଶୁଭାରମ୍ଭ ହୋଇଛି। ମ୍ୟାଲେରିଆ ନିରାକରଣକୁ ଜନଆନ୍ଦୋଳନରେ ପରିଣତ କରିବା ସହ ପ୍ରତ୍ୟେକ ପରିବାରକୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ଅଭିଯାନର ମୁଖ୍ୟ ଲକ୍ଷ୍ୟ।ପିରାମଲ୍ ଫାଉଣ୍ଡେସନ୍‌, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଅନୁକୂଲ୍ୟରେ ଏବଂ ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତର ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି। ଅଭିଯାନରେ ସ୍ୱେଚ୍ଛାସେବୀମାନେ…

Read More
ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ – ସମୀକ୍ଷା ଖବର

ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ ଫୁଲବାଣୀ/ସମୀକ୍ଷା ନ୍ୟୁଜ: ଭକ୍ତିର ଭାବାବେଗ, ଲୋକପରମ୍ପରାର ମହକ ଓ ସାଂସ୍କୃତିକ ରଙ୍ଗରେ ମୁଖରିତ ହୋଇ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦୁତୀମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଲିକ ସାହିରେ ଆୟୋଜିତ ନୂଆଁଖାଇ ଭେଟଘାଟ, ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଯାତ୍ରା ମହୋତ୍ସବର ଉଦ୍‌ଯାପନ ହୋଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତିଦିନ ଭକ୍ତି ଓ ମନୋରଞ୍ଜନର ଭିନ୍ନ ଭିନ୍ନ ଆସର ଜମିଥିଲା। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା ପରେ…

Read More
ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଖଜୁରୀପଡ଼ା ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ ଓ ପ୍ରଦୀପ କୁମାର ଶତପଥୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଭାପତି ଶ୍ରୀ ନାୟକ ଶ୍ରୀଭାଗବତ ପାଠ କରିଥିଲେ।କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର…

Read More
ଜମୁଛି ଭୁବନେଶ୍ୱର କ୍ୟାରମ ଫିଲ୍ଡ ଗଣେଶ ପୂଜା |  ଧୁମ ମଚେଇଲେ ଅସୀମା…ଆଜି ଜମେଇବେ ଅନ୍ତରା… – ସମୀକ୍ଷା ଖବର

ଜମୁଛି ଭୁବନେଶ୍ୱର କ୍ୟାରମ ଫିଲ୍ଡ ଗଣେଶ ପୂଜା | ଧୁମ ମଚେଇଲେ ଅସୀମା…ଆଜି ଜମେଇବେ ଅନ୍ତରା…

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର (BJB Nagar) ଅଞ୍ଚଳର କ୍ୟାରମ ଫିଲଡ଼ ଗଣେଶ ପୂଜା ଚଳିତ ବର୍ଷ ରାଜଧାନୀର ସବୁଠାରୁ ଆକର୍ଷଣୀୟ ଏବଂ ଚର୍ଚ୍ଚିତ ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ଅନ୍ୟତମ ପାଲଟିଛି‌। କ୍ୟାରମ ଫିଲଡ଼ ୟୁଥ୍ ଆସୋସିଏସନ (Carrom Field Youth Association) ପକ୍ଷରୁ ଏଠାରେ ଏକ ୫୩ ଫୁଟ୍ ଉଚ୍ଚତାର ବିଶାଳ ଓ ଦିବ୍ୟ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହା ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି‌।

Read More
ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି – ସମୀକ୍ଷା ଖବର

ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି

ପାର୍ବଣ ସମୟର ଅଫର: ବିଶେଷ କରି ପୂଜା, ଭସାଣି, ବର୍ତ୍ତମାନ ଚାଲିଥିବା ପାର୍ବଣ ସମୟ ଓ ଅନ୍ୟାନ୍ୟ ପର୍ବ ସମୟରେ ଏଠାରେ ବେଆଇନ ମଦ ପ୍ରସ୍ତୁତି ବଢ଼ିଯାଏ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ “୩ଶହ ଟଙ୍କାରେ ବୋତଲ ସହ ଚାଖଣା ମାଗଣା” କିମ୍ବା “୧୦ ଟଙ୍କାରେ ଗ୍ଲାସ” ଭଳି ଅଫର ଦେଇ ମଦ ବିକ୍ରି କରାଯାଉଥିବା ନଜରକୁ ଆସିଛି |କମିଶନରେଟ୍ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ଉରେ ଏଠାରୁ ଅନେକ ସମୟରେ ବିଶେଷ ଭାବେ…

Read More
ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ – ସମୀକ୍ଷା ଖବର

ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଜଗତସିଂହପୁର, 19/09/26: ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ଅଧିକାରୀ ବୈଠକ ପାର୍ଟି ସଭାଗୃହରେ ଅପରାହ୍ନରେ ଆୟୋଜିତ ହୋଇଯାଇଛି | ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ବୈଠକ ବସିଥିବାବେଳେ ଜିଲା ପ୍ରଭାରୀ ସରୋଜ କୁମାର ସାହୁ ଯୋଗ ଦେଇଥିଲେ |

Read More