ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି – ସମୀକ୍ଷା ଖବର

କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍‌ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ତାଲିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତାଲିକାର ସିଡି ଓ ହାର୍ଡ କପି ପ୍ରଦାନ କରାଯାଇଥିଲା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର…

Read More
ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା ଖବର

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡିଠାରେ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଦୁଇଦିନିଆ ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତା ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଶୃଙ୍ଖଳା, କ୍ରୀଡ଼ା ମନୋଭାବ ଓ ଭାଇଚାରାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଖଜୁରୀପଡ଼ା ଦଳକୁ ପରାସ୍ତ…

Read More
କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ – ସମୀକ୍ଷା ଖବର

କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ

ଜିତେନ୍ଦ୍ର ଗୌଡ଼ / ଦିଗପହଣ୍ଡି / ସମୀକ୍ଷା ନିୟୁଜ : ଦିଗପହଣ୍ଡି(ଗଞ୍ଜାମ)-: ଜୀବନର ସୁବର୍ଣ୍ଣ ସମୟ ଶିକ୍ଷାଦାନରେ ବିତାଇବା ପରେ ଅବସର ନେଇଥିବା ଶିକ୍ଷକ ପ୍ରମୋଦ ପାତ୍ର ଏବଂ କପିଳେଶ୍ୱର ପାଢ଼ୀ ଙ୍କୁ ଏବେ ନିଜ ହକ୍‌ର ଅର୍ଥ ପାଇଁ କାର୍ଯ୍ୟାଳୟ ଦୁଆରେ ଦୁଆରେ ଘୁରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ (ବିଇଓ) କାର୍ଯ୍ୟାଳୟରେ ବକେୟା ଅର୍ଥ ପ୍ରଦାନକୁ ନେଇ ଏଭଳି ସଂଘିନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ଶିକ୍ଷକ ଗତ…

Read More
ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା ଖବର

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ୧୭/୯ : ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ବର୍ଷା ଓ ପବନରେ ଭାଙ୍ଗି ପଡ଼ିଛି ଏକ ଲାଇଟ୍ ଗେଟ୍। ଆଜି ମଧ୍ୟାହ୍ନ ସମୟରେ ପାରାଦୀପରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ଓ ପବନ ହୋଇଥିଲା। ଏହି ସମୟରେ ପୂଜା ପଡ଼ିଆକୁ ଯାଇଥିବା ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ଲାଇଟ୍ ଗେଟ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଲାଇଟ୍ ଗେଟ୍ଟି ଭାଙ୍ଗି ପଡ଼ିବାରୁ…

Read More
ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ – ସମୀକ୍ଷା ଖବର

ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ବିଭିନ୍ନ ଗଣମାଧ୍ୟମରେ ପାରାଦୀପ ରାଡର ଖରାପ କୁ ନେଇ ଉଠିଥିବା ଗୁଜବ ଓ ଆସନ୍ତା ବାତ୍ୟା ସମ୍ଭାବନା କୁ ନେଇ ଆମ ପ୍ରତିନିଧି ପହଞ୍ଚି ଥିଲେ ପାରାଦୀପ ରାଡର୍ ଅଫିସ ରେ l ସେଠାର ରାଡର ଅଫିସ ର ଇନିଚର୍ଜ୍ ସାଇଣ୍ଟିକି ଅଫିସର ୱାନ ସପନ କୁମାର ରାୟ ଙ୍କ କହିବା ଅନୁସାରେ ଏବେ ବାତ୍ୟାର ଗତିବିଧି ଉପରେ କୌଣସି ଅପଡେଟ ନ ଥିବା ବେଳେ…

Read More
ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା – ସମୀକ୍ଷା ଖବର

ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: ଆଜି ବାଲିଗୁଡା ଉପଖଣ୍ଡ ସମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଣିତlଦାସଙ୍କ ନେତୃତ୍ୱରେ SIR ବୈଠକ ଅନିଷ୍ଠିତ ହୋଇଥିଲା.ଗଣତନ୍ତ୍ରର ମୂଳ ଆଧାର ହେଉଛି ମତଦାତା ଓ ତାଙ୍କର ମତାଧିକାର। ଏହି ମତାଧିକାରକୁ ଅଧିକ ସୁସଂଗଠିତ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision–SIR)–୨୦୨୬ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ ଆଜି ସମ୍ପନ୍ନ ହୋଇଛି। ଏହା ସହିତ ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର…

Read More
ବାଲିଗୁଡା:ଆଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇର ଫର୍ଦ୍ଧପ୍ଲାସ.ଜଣେ ଗିରଫ – ସମୀକ୍ଷା ଖବର

ବାଲିଗୁଡା:ଆଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇର ଫର୍ଦ୍ଧପ୍ଲାସ.ଜଣେ ଗିରଫ

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଂଚଳର ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସକୁ ମିଳିଛି ବଡ଼ ସଫଳତା। ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବାଣ୍ଡିକା ଛକ ନିକଟସ୍ଥ ଖମଣପଡ଼ା ଗ୍ରାମ ନିକଟରେ ଚଢ଼ାଉ କରି ପୁଲିସ ଏକ ଆ ଇଚର ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୧୧୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା…

Read More
ଖୋରଧା:ପ୍ରବଳ ବର୍ଷା ଆଶଙ୍କା, ୩ ଦିନ ବନ୍ଦ ରହିବ ସ୍କୁଲ୨୨ ରୁ ୨୪ ସେପ୍ଟେମ୍ବର ଯାଏଁ ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ ରହିବ , ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ – ସମୀକ୍ଷା ଖବର

ଖୋରଧା:ପ୍ରବଳ ବର୍ଷା ଆଶଙ୍କା, ୩ ଦିନ ବନ୍ଦ ରହିବ ସ୍କୁଲ୨୨ ରୁ ୨୪ ସେପ୍ଟେମ୍ବର ଯାଏଁ ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ ରହିବ , ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୨: ଖୋରଧା ଜିଲ୍ଲାରେ ଆଗାମୀ ଦିନ ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଭୀଷଣ ପାଣିପାଗର ପୂର୍ବାନୁମାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର…

Read More
ବିଦେଶ ମାଟିରେ ଚମକିଲେ ଓଡ଼ିଆ ପୁଅ ବିଭୂତି ,ନିଜ ଖର୍ଚ୍ଚରେ କାଜାଖସ୍ତାନ ଯାଇ ଜିତିଲେ ୩ ସ୍ୱର୍ଣ୍ଣ ପଦକ – ସମୀକ୍ଷା ଖବର

ବିଦେଶ ମାଟିରେ ଚମକିଲେ ଓଡ଼ିଆ ପୁଅ ବିଭୂତି ,ନିଜ ଖର୍ଚ୍ଚରେ କାଜାଖସ୍ତାନ ଯାଇ ଜିତିଲେ ୩ ସ୍ୱର୍ଣ୍ଣ ପଦକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୨ : ଅଭାବ ଓ ଆର୍ଥିକ ଅନାଟନ ମଧ୍ୟରେ ଥାଇ ସ୍ୱପ୍ନର ପଥ ପ୍ରତିବନ୍ଧକ ହୋଇପାରେନାହିଁ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଜ ଲକ୍ଷ୍ୟ ପ୍ରତି ଅବିଚଳ ନିଷ୍ଠା ଥିଲେ ସଫଳତା ନିଶ୍ଚିତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଖୋରଧା ଜିଲ୍ଲାର ହଳଦିଆ ଗ୍ରାମର ଯୁବ କ୍ରୀଡ଼ାବିତ୍ ବିଭୂତି ଭୂଷଣ ଭଞ୍ଜଦେଓ। ବିଦେଶ ମାଟିରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ…

Read More
ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା ଖବର

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୧: ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପରେ ଖୋରଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮,୫୪୬ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଫଳରେ ଏବେ ଜିଲ୍ଲାର ଏହି ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ…

Read More