ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ତାରିଖ -19/11/26
ଆଙ୍କର – ବାତ୍ୟା ପାଇଁ ଭିତରକନିକା ବନ୍ଦ । ବାତ୍ୟା ଅକଭାନ ପ୍ରଭାବ କୁ ଦୃଷ୍ଟିରେ ରଖି ଭିତରକନିକା ଜାତୀୟ ଉଦ୍ୟାନ କୁ 3 ଦିନ ପାଇଁ ବନ୍ଦ ରଖା ଯାଇଛି । ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ 19,20 ଓ 21 ତାରିଖ 3 ଦିନ ପାଇଁ ଭିତରକନିକା କୁ ବନ୍ଦ କରାଯାଇଛି। ଭିତରକନିକା ରେ ଥିବା ପର୍ଯ୍ୟଟକ ମାନଙ୍କ ନୌଯାତ୍ରା ସମ୍ପୂର୍ଣ ବାରଣ କରି ଦିଆଯାଇଥିବା ବେଳେ ଅନଲାଇନ ବୁକିଂ କୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇଛି । ବାତ୍ୟା ର ପ୍ରକୋପ କମିଲେ ଭିତରକନିକା ପୁନର୍ବାର ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲାଯିବ ବୋଲି ରାଜନଗର ଫରେଷ୍ଟ ଅଫିସର ସୂଚନା ଦେଇଛନ୍ତି |






