ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨୫ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୪୦ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୫୪ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୫୯ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା /ସମୀକ୍ଷା ନ୍ୟୁଜ:

ନୂଆପଡା: ଜନତାଙ୍କ ଅଧିକାର, ସମ୍ବିଧାନର ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆହ୍ବାନ। ନୂଆପଡା ଜିଲ୍ଲା ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଏକତା ଛକ ନୂଆପଡା ପର୍ଯ୍ୟନ୍ତ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ ଙ୍କ ସଭାପତିତ୍ବରେ ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଜୟ ଢୋଲକିଆ ବିଧାୟକ ନୂଆପଡା, ମାଳବିକା ଦେବୀ କଳାହାଣ୍ଡି ସାଂସଦ, ଅଭିନନ୍ଦନ ପଣ୍ଡା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ତୁଳସ ପଟେଲ ଜିଲ୍ଲା ବିଜେପି ସମ୍ପାଦକ, ପ୍ରସନ୍ନ ପାଢ଼ୀ ବରିଷ୍ଠ ବିଜେପି ନେତା, ସରୋଜ କୁମାର ସାହୁ, ସୁବ୍ରତ କୁମାର ଠାକୁର, ଆର୍ତ୍ତ ତ୍ରାଣ ମହାପାତ୍ର, ଲମ୍ବୋଦର ନିଆଲ, ସୋନିଆ ଜୈନ, ବେଲମତି ମାଝୀ, ହୋମ ସିଂ ମାଝୀ, ଚନ୍ଦନ ଠାକୁର, ଲୋକନାଥ ସିନ୍ଦୁର, ରମେଶ କେତକୀ, ରଂଜିତ ସିଂ ଦଣ୍ଡସେନା, ଶତ୍ରୁଘ୍ନ ସ୍ୱାଇଁ ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ବିଜେପି ମହିଳା ମୋର୍ଚ୍ଚା ସଭ୍ୟା ମାନେ, ବିଜେପି କାର୍ଯ୍ୟକର୍ତ୍ତା, ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା – ସମୀକ୍ଷା

ଗଣତନ୍ତ୍ରର ମୂଳ ଆଧାର ହେଉଛି ଜନତାଙ୍କ ସ୍ବର, ନ୍ୟାୟ, ସମାନତା ଓ ଆଇନର ଶାସନ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶାନ୍ତି, ଶୃଙ୍ଖଳା ଓ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ବ। ଗଣତନ୍ତ୍ରର ସୁରକ୍ଷା ହେଉ, ଜନତାଙ୍କ ସ୍ବର ଶକ୍ତିଶାଳୀ ହେଉ। ଦେଶରେ ଯେଉଁ ଅନ୍ୟ ବିରୋଧୀ ଦଳମାନେ ଅରାଜକତା ସୃଷ୍ଟି କରୁଛନ୍ତି ସେମାନେ ଦେଶର ଉନ୍ନତିରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଥିଲେ।ଦେଶରେ ଇଣ୍ଡି ମେଣ୍ଟ ଓ କଂଗ୍ରେସ ଦଳର କର୍ମୀ ମାନେ ଦେଶରେ ଯେଉଁ ପ୍ରକାର ଅରାଜକତା, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ ବିଜେପି ନେତା ମାନେ ବର୍ଷିଥିଲେ। ଓଡିଶା କୁ ଏକ ବିକଶିତ ରାଜ୍ୟ ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର ନିର୍ମାଣ କରିବା ଭାରତୀୟ ଜନତା ପାର୍ଟି ର ପ୍ରତିବଦ୍ଧତା ବୋଲି ବିଜେପି ନେତୃମଣ୍ଡଳୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Police measures for the security jewellery shops: ଅଳଙ୍କାର ଦୋକାନର ସୁରକ୍ଷା ପାଇଁ ପୋଲିସର ପଦକ୍ଷେପ