ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ପାରାଦୀପ 20/9/26 ତାରେନିଗଡା ସ୍ଥିତ ନାଗରିକ ପରିଷଦର ସଭାଗୃହ ପରିସରରେ ବିଜୟଚନ୍ଦ୍ରପୂର୍ ମହିଳା ପରିଷଦ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଥିଲେ, ଏହି ଶିବିର ରେ ବିଭିନ୍ନ ବିଶେଷଜ୍ଞ ମାନେ ଉପସ୍ଥିତ ରହି ମେଡ଼ିସିନ୍, ସ୍ତ୍ରୀ ରୋଗ, ଦାନ୍ତ ରୋଗ, ଚକ୍ଷ୍ୟୁ ରୋଗ, କର୍ଣ୍ଣ ରୋଗ, ଅସ୍ଥି ଶଲ୍ୟ ରୋଗ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି 400 ରୁ ଅଧିକ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ , ଏଥିରେ ପାରାଦୀପ ଏଡିଏମ୍ ମହୋଦୟା ଓ ଏଜିକ୍ୟୁଟିଭ୍ ଅଫିସର ଉପସ୍ଥିତି ରହି ଶିବିରର ଉଦ୍ଘାଟନ କରିଥିଲେ.






