ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଖୋର୍ଦ୍ଧା-ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୫ ହଜାର ଲାଞ୍ଚ; ଭିଜିଲାନ୍ସ ଜାଲରେ ଆରଆଇ

ଖୋର୍ଦ୍ଧା-ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୫ ହଜାର ଲାଞ୍ଚ; ଭିଜିଲାନ୍ସ ଜାଲରେ ଆରଆଇ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:

ଖୋର୍ଦ୍ଧା ୬/୧୦/୨୦୨୬ ଲିଗାଲ ହେୟାର ସାର୍ଟି ଫିକେଟ ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ରାଜସ୍ଵ ନି ରୀକ୍ଷକ( ଆରଆଇ) ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥୂବା ଜଣାପଡି଼ ଛି ।ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଖୋର୍ଦ୍ଧାଠାରେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ବ୍ରଜ କିଶୋର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ଆରଆଇ ନିରଞ୍ଜନ ସିଂ ଲିଗାଲ ହେୟାର ସାର୍ଟି ଫିକେଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଦାବି କରି ଥିଲେ Iଲାଞ୍ଚ ନେବା ସମୟରେ ଭୁବନେଶ୍ଵରରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାପଡ଼ିଛି । ଏହାପରେ ଖୋର୍ଦ୍ଧା ବୁଢ଼ୀବଗିଚାସ୍ଥିତ ତାଙ୍କ ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ନିରଞ୍ଜନ ସିଂଙ୍କୁ ଭୁବନେଶ୍ଵର ପୁରୁଣା ପାସପୋର୍ଟ ଅଫିସ୍ ନିକଟସ୍ଥ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। ଚଢ଼ାଉ ଓ ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧୂକ ତଥ୍ୟ ସ୍ପଷ୍ଟ ହେବ।

ଖୋର୍ଦ୍ଧା-ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୫ ହଜାର ଲାଞ୍ଚ; ଭିଜିଲାନ୍ସ ଜାଲରେ ଆରଆଇ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ