ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ତିର୍ତୋଲ ବ୍ଲକ ମହିଲ ଗ୍ରାମରେ ଦିବା ୧ଘଟିକା ସମୟରେ ଅଚାନକ ପ୍ରବଳ ମାତ୍ରାରେ ଏକ ଅବାଜ୍ ହେବାରୁ ସେହି ଗ୍ରାମର ପାଖ ପଡୋଶୀ ପହଞ୍ଚି ଦେଖିଲା ବେଳକୁ ମନୋରଞ୍ଜନ ସ୍ୱାଇଁ ଙ୍କ ଘରେ ଗ୍ୟାସ୍ ଫାଟି ଯିବା କାରଣରୁ ମନୋରଞ୍ଜନ ସ୍ୱାଇଁ ପୁରା ପୋଡି ହୋଈ ଖଣ୍ଡିଆ ଖାବରା ହୋଇ ଥିବା ବେଳେ ମୂରୁମୁସୁ ଅବସ୍ଥା ରେ ତାଙ୍କୁ ଗୋଟିଏ ବୋଲର ସାହାଯ୍ୟରେ ଜଗତସିଂହପୁରୁ ହସ୍ ପିଟାଲ ନିଆ ଯାଇ ଥିବା ବେଳେ ତାଙ୍କର ପୁଅ ସେଠାର ପଡି ପାଣି ପାଣି ପାଇଁ ପାଟି କରୁଥିବା ବେଳେ ତାଙ୍କୁ ମଧ୍ୟ ମେଡିକାଲ୍ ନିଆଁ ଯାଉଥିବା ଜଣା ଯାଇଛି ଏହି ଅଘଟଣ ରେ ତିନିଜଣ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ପର୍କୁତ୍ ଗ୍ୟାସ୍ ଟାଙ୍କି ଫାଟି ଏଭଳି ଅଘଟଣ ଘଟିଛି ନା ବାଣ ବିସ୍ଫୋଣରେ ରେ ଏଭଳି ତାହା ସଠିକ୍ ଜଣା ଯାଉ ନ ଥିବା ବେଳେ ସେହି ଘରର ମୂରବୀ ମନୋରଞ୍ଜନ ସ୍ୱାଇଁ ଙ୍କର ଟେଣ୍ଡ ହାଉସ ଥିବା ବେଳେ ବାଣ ବେପାର କରୁଥିବା ଜଣା ଯାଇଛି l ପ୍ରକୁତ ବାଣ ବିସ୍ଫୋରଣ ରୁ ଏଭଳି ଅଘଟଣ ଘଟିଛି ନା ଗ୍ୟାସ୍ ଟାଙ୍କି ଫାଟି ଏଭଳି ହେଇଛି ତାହା ସନ୍ଦେହ ପରିସରକୁ ଆସୁଥିବା ବେଳେ ପରେ ତଦନ୍ତ ରୁ ପ୍ରକୁତ୍ କଥା ଜଣା ପଡିବ ବୋଲି ସୁଚନା ମିଳିଛି l






