ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ

ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ – ସମୀକ୍ଷା ଖବର

ବାସୁଦେବ ହାବୁଡ଼ାସିଂହ /ବାଲୁଗାଁ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବାଲୁଗାଁ ମହାବିଦ୍ୟାଳୟରେ ପୂର୍ବରୁ ABVP ସାମର୍ଥିତ ୧୬ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିବାବେଳେ କେବଳ ସଭାପତି ପାଇଁ ନିର୍ବାଚନୀ ମୈଦାନରେ ଦୁଇ ପ୍ରାର୍ଥୀନୀ ABVP ଓ BCJD ମଧ୍ୟରେ  ଟକ୍କର ହୋଇଥିଲା | ଆଜି BCJD ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡି   ୪୬୪ ଖଣ୍ଡ ଭୋଟ ପାଇ ୨୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି | ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଶାନ୍ତି ଶୃଙ୍ଖଳା ଭିତରେ  ନିର୍ବାଚନ ଶେଷ ହୋଇଛି | ଅନ୍ୟପଟେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ପୂର୍ଵରୁ ABVP ସମର୍ଥିତ ସଭାପତି ସ୍ୱୟଂ ଶଙ୍କର ସୁପକାର  ଅପ୍ରତିଦ୍ବନ୍ଦି ଭାବରେ ସଭାପତି  ନିର୍ବାଚିତ ହୋଇଥିବାବେଳେ ଅନ୍ୟ ସମସ୍ତ ୫ ଜଣ ମଧ୍ୟ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିଲେ | ଚିଲିକା ବାଲୁଗାଁ ରୁ ବାସୁଦେବ ହାବୁଡ଼ାସିଂହ ଙ୍କ ରିପୋର୍ଟ ସମୀକ୍ଷା ନ୍ୟୁଜ l

ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୋହେଲା ନବରାତ୍ର ଦୁର୍ଗାପୂଜା ଆକର୍ଷିତ କରୁଛି ଭଵ୍ୟ ମଣ୍ଡପ ଏବଂ ଆଲୋକ ସଜ୍ଜା