ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜଗତସିଂହପୁର ଜିଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ABVP ସପକ୍ଷରେ

ଜଗତସିଂହପୁର ଜିଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ABVP ସପକ୍ଷରେ – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ :

ଜଗତସିଂହପୁର, 15/10/2026(ନି. ପ୍ର ): ଦୀର୍ଘ 8ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଜଗତସିଂହପୁର ସମସ୍ତ ଡିଗ୍ରୀ ମହାବୁଦ୍ୟାଳୟ ମାନଙ୍କରେ ଆଜି ଶାନ୍ତି ପୂର୍ଣ୍ଣଭାବେ ହୋଇଯାଇଛି |ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଛାତ୍ର ମାନେ ମହାବିଦ୍ୟାଳୟରୁ ଦେଶ ସେବା ପାଇଁ ନିର୍ବାଚନ ମାଧ୍ୟମରେ ତୟାରୀ ହୋଇଥାନ୍ତି | ମହାବିଦ୍ୟାଳୟ ନିର୍ବାଚନ ଏକ ନେତୃତ୍ୱ ତୟାରୀ ହେବାର ଏନ୍ତୁଡ଼ିଶାଳା ବୋଲି ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଥାନ୍ତି |

ଜଗତସିଂହପୁର ଜିଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ABVP ସପକ୍ଷରେ – ସମୀକ୍ଷା

ଏଠାରେ ଉଲେଖ୍ୟ ଯୋଗ୍ୟ କି ଜଗତସିଂହପୁର ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କର ଫଳାଫଳ ନିମ୍ନରେ ଦିଆଗଲା |

ABVP ଜିତିଲେ
✅ SVM College
✅ Alaka Mahavidyalaya
✅ Balikuda College
✅ Paradip College
✅ Rahama College
✅ Erasama College

BCJD WON
✅ Tirtol College
✅ Naugaon College
✅ Kujanga College

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ନୂଆ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଏବିଭିପି ଛାତ୍ର ନେତା ସତ୍ୟ ମହାନ୍ତି କୁହନ୍ତି,ଛାତ୍ରଶକ୍ତି — ରାଷ୍ଟ୍ରଶକ୍ତି
ରାଷ୍ଟ୍ର ପ୍ରଥମ, ଛାତ୍ର ହିତ ସର୍ବୋପରି!

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ