ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ

ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି /ବରଗଡ /ସମୀକ୍ଷା/ନିଯୁଜ୍:
ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଭୋଇପୁରା କେନାଲ ବ୍ରିଜନିକଟରେ ଅଭାବନୀୟ ଘଟଣା ଘଟିଯାଇଛି ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ କେନାଲ ବ୍ରିଜ ଉପରୁ ଶିବା ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ଏହାପରେ ତାଙ୍କୁ ଅତାବିରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅତାବିରା ବସ୍ତି ବାସିନ୍ଦା ବାବୁଲାଲ ବିଶ୍ଵାଳ ୨୧ବର୍ଷୀୟ ପୁଅ ଶିବା ବିଶ୍ଵାଳ ଙ୍କୁ କେହି ଦୃର୍ବୁତ୍ତ ଛୁରା ମାଡ କରି ହତ୍ୟା କରିଛନ୍ତି I ଅତାବିରା ରୁ ଭୋଇପୁରା ରାସ୍ତାରେ ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି ହତ୍ୟା କାଣ୍ଡ ପରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବାଧାନରେ ଏକ ସ୍ଵତନ୍ତ୍ର ଟିମ ଘଟଣାର ତନାଘନା କରି ୨ଜଣଙ୍କୁ ଧରିଛନ୍ତି I ଅଭିଯୁକ୍ତ କୁହଯାଉଥିବା ଯୁବକ ହତ୍ୟା କାଣ୍ଡ କାହିଁକି ଘଟାଇଥିଲେ ବର୍ଣ୍ଣନା କରିଥିବା ପୋଲିସ କହିଛି ୨ଜଣ ଯୁବକଙ୍କୁ ଅଧିକ ପଚରାଉଚରା କରା ଯାଉଛି ଏନେଇ ଅତାବିରା ଥାନା କେସ ନମ୍ବର ୪୩୭/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛିI

ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ